ରାୟଗଡାରେ ୧୫ କରୋନା ଯୋଦ୍ଧାଙ୍କ ସହ ୧୩୪ ପଜିଟିଭ୍ ଚିହ୍ନଟ
ରାୟଗଡା: ରାୟଗଡା ଜିଲ୍ଲାରୁ ଆଜି ଦିନକରେ ୧୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୮୪ ପୁରୁଷ ଏବଂ ୫୦ ଜଣ ମହିଳା ଅଛନ୍ତି । ଗୃହ ସଙ୍ଗରୋଧରୁ ୪୫ ଜଣ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୬୪ ଜଣ ଚିହ୍ନଟ ହୋଇଛନ୍ତି ।!-->…
Read More...
Read More...