ଲାଂଚ ନେଇ ଗଞ୍ଜେଇ ବୋଝେଇ ଗାଡିକୁ ଛାଡିଲେ ପୋଲିସ ବାବୁ
ମାଲକାନାଗିରି- ଲାଂଚ ନେବା ପଡିଲା ମହଙ୍ଗା । ଲାଂଚ ନେଇ ଗଞ୍ଜେଇ ବୋଝେଇ ଗଡିକୁ ଛାଡିବା ଘଟଣାରେ ଜଣେ ଏସଆଇ ଓ ୨ ହୋଗଗାର୍ଡ ଗିରିଫ ହେବା ସହ ଏସଆଇଙ୍କୁ ନିଳମ୍ବନ କରାଯାଇଛି । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଳ୍ଲାରେ । ମୁଦୁଲିପଡା ଥାନାର ଏହି ପୋଲିସ କର୍ମଚାରୀ ଖଇରିପୁଟ!-->…
Read More...
Read More...