Browsing Category

ରାଜ୍ୟ

୭୧% ଶ୍ରମିକ ଛାଡ଼ିବେ ରାଜ୍ୟ!

ଭୁବନେଶ୍ୱର: ରାଜ୍ୟ ବାହାରେ ଦାନାପାଣି ସଂଘର୍ଷ କରୁଥିବା ବେଳେ ମହାମାରୀ କରୋନା କଥା ଶୁଣି ଛାତିରେ ଛନକା ପଶି ଯାଇଥିଲା । ଭିଟାମାଟିକୁ ଫେରିବା ପାଇଁ ବ୍ୟାକୁଳ ହୋଇପଡ଼ିଥିଲୁ । ଲକ୍ଡାଉନ୍ ଓ ସଟ୍ଡାଉନ୍ ପାଇଁ ଯାନାବହାନା ସବୁ ବନ୍ଦ ହେଇଗଲା । ମାତ୍ର ଭିଟାମାଟିର ଡାକ ଓ ଜୀବନ ବଂଚାଇବା
Read More...

ଶିକ୍ଷାନୀତି ଉପରେ ରାଜ୍ୟ ସରକାର କରିବେ ବିଚାରବିମର୍ଷ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି ୨୦୨୦ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ବକ୍ତବ୍ୟ ରଖିଛନ୍ତି । ଶିକ୍ଷାନୀତିର ଆବଶ୍ୟକତା, ଉପକାରିତା ଆଦି ବିଷୟରେ ଦେଶର ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ପରେ ରାଜ୍ୟ
Read More...

ଜେଏସପିଏଲ ପକ୍ଷରୁ ଓପି ଜିନ୍ଦଲଙ୍କ ୯୦ତମ ଜନ୍ମଦିବସ ପାଳିତ

ଯୋଡା: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ବଡବିଲ ତରଫରୁ ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ସ୍ୱର୍ଗତଃ ଶ୍ରୀ ଓମ ପ୍ରକାଶ ଜିନ୍ଦଲଙ୍କ ୯୦ ତମ ଜନ୍ମ ବାର୍ଷିକୀ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଦିନଟିକୁ ସ୍ମରଣୀୟ କରିବା ନିମନ୍ତେ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଉଥିବାରୁ
Read More...

‘ଦ ଟାଇନି ଆଷ୍ଟ୍ରୋନଟ୍‍’ : ପ୍ରଥମ ଓଡିଆ ୧୬ ବର୍ଷର ବାଳକ ଅମ୍ଲାନ ଅକ୍ଷୟାଂଶୁଙ୍କ ଇଂରାଜୀ ପୁସ୍ତକ ଆମେରିକାର ପ୍ରକାଶନ…

ଭବାନୀପାଟଣା:  କିଶୋର କବି ଅମ୍ଲାନ ଅକ୍ଷୟାଂଶ ସାହୁଙ୍କର ପ୍ରଥମ ଇଂରାଜୀ କବିତା ସଂକଳନ ‘ଦ ଟାଇନିି ଆଷ୍ଟ୍ରୋନଟ / କ୍ଷୁଦ୍ର ମହାକାଶଚାରୀ’ ଯୁକ୍ତରାଷ୍ଟ୍ର ଆମେରିକାର ଡବଲିନ ସ୍ଥିତ ବ୍ଲାକ୍‍ ଇଗଲ ବୁକ୍ସ ନାମକ ଏକ ଆନ୍ତର୍ଜାତିକ ପ୍ରକାଶନ ସଂସ୍ଥା ଦ୍ୱାରା ଅଗଷ୍ଟ ୪ ତାରିଖ ଦିନ ପ୍ରକାଶିତ
Read More...

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପିଡି ବନ୍ଦ

ଭଦ୍ରକ- ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବପରେ ୪୭ ଘଂଟା ଭଦ୍ରକ ଓପିଡି ବନ୍ଦ ରଖିଛନ୍ତି ମେଡିକାଲ କର୍ତୃପକ୍ଷ । ଶୁକ୍ରବାର ରାତି ୮ରୁ ଓପଡି ସେବା ବନ୍ଦ ରହିଛି । ଏହା ଆସନ୍ତାକାଳି ରାତି ୮ ପର୍ଯ୍ୟନ୍ତ ଜାରି ରହିବ । ଓପିଡିରେ ସେବା
Read More...

ବଢୁଛି ହୀରାକୁଦ ଜଳସ୍ତର, ପୁଣି ଖୋଲିଲା ଆଉ ଏକ ଗେଟ୍

ସମ୍ବଲପୁର : ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଜଳସ୍ତର ବୃଦ୍ଧି କାରଣରୁ ଜଳଭଣ୍ଡାରର ଆଉ ଏକ ଗେଟ୍ ଖୋଲାଯାଇଛି । ଆଜି ଆଉ ଏକ ଗେଟ୍ ଖୋଲାଯିବା ସହ ବର୍ତ୍ତମାନ ମୋଟ୍ ୮ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ ହେଉଛି। ସୂଚନା ମୁତାବକ ବର୍ତ୍ତମାନ
Read More...

ଗଞ୍ଜାମରେ ପୁଣି ହେଲଥ ସ୍କ୍ରିନିଂ ଆରମ୍ଭ

ଗଞ୍ଜାମ- ରାଜ୍ୟର କରୋନା ହଟସ୍ପଟ ସାଜିଥିବା ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ପୁଣି ଥିରେ ହେଲଥ ସ୍କ୍ରିନଂ ଆରମ୍ଭ ହୋଇଛି । ପୂର୍ବରୁ ଏହି ଜିଲ୍ଲାରେ ୪ପର୍ଯ୍ୟାୟରେ ସ୍କ୍ରିନଂ କରାଯାଇଥିଲା ଓ ୨୦୦ ଡାକ୍ତର ନିଯୁକ୍ତି ହୋଇଥିଲେ । ଏଥର ମଧ୍ୟ ସମାନ ଡାକ୍ତର ସମିଲ ହୋଇଛନ୍ତି । ୫୦ ଜଣ ଡାକ୍ତର
Read More...

ଆନ୍ତର୍ଜାତୀୟ ବିରାଡ଼ି ଦିବସ

ଆନ୍ତର୍ଜାତୀୟ ପ୍ରାଣୀ କଲ୍ୟାଣ ପାଣ୍ଠି ବା ଇଂଟରନାସନାଲ ଫଣ୍ଡ ପର ଆନିମଲ୍ ୱେଲଫେୟାର ଆନୁକୁଲ୍ୟରେ ୨୦୦୨ରୁ ପ୍ରତି ବର୍ଷ ଅଗଷ୍ଟ ୮ ତାରିଖ ଦିନ ଏହି ଦିବସ ପାଳନ କରାଯାଏ । ତେବେ ବିରାଡ଼ି ଆମର ଏକ ବିଶ୍ୱସ୍ତ ବନ୍ଧୁ ହୋଇ ଥିଲେ ହେଁ , ମଣିଷ ଆଦର କରୁଥିବା ଏକ ପୋଷା ପ୍ରାଣୀ । ବିରାଡ଼ି ଓ
Read More...

ଗଞ୍ଜାମ- ଗଜପତିରେ ଭୂକମ୍ପ ଝଟକା

ଗଞ୍ଜାମ- ଆଜି ସକାଳୁ ଗଞ୍ଜାମ-ଗଜପତି ଜିଲ୍ଲାରେ ୩ରୁ ୪ ସେକେଣ୍ଡର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ଥିଲା । ଲୋକେ ଭୟରେ ଘରୁ ବାହାରି ଆସିଥିଲେ । ଗଞ୍ଜାମ ପାତ୍ରପୁର, ଚିକିଟି ଓ ଦିଗପହଣ୍ଡି ଓ ଗଜପତିର ମୋହନା, ଅଡବା, ଆର. ଉଦୟଗିରିରେ ମଧ୍ୟ ଏହି
Read More...

ପିପିଲିରେ ୫୧କରୋନା ଆକ୍ରାନ୍ତ

ଭୁବନେଶ୍ୱର: ପିପିଲିରେ 'କରୋନା' ସଂକ୍ରମଣ ବଢୁଛି । ପିପିଲିରେ ଗତ ଦସ୍ୱବଦିନ ମଧ୍ୟରେ ୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତ । ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଓ ୭ ଜଣ ପୁରୁଷ ରହିଛନ୍ତି । ସେମାନଙ୍କୁ କୋଭିଡ କେୟାର କେନ୍ଦ୍ରକୁ ନିଆଯାଇଛି । ପିପିଲିରେ ସଂକ୍ରମିତଙ୍କ ସଂଖ୍ୟା ଏବେ
Read More...