Browsing Category

ରାଜ୍ୟ

ସାଇବର କ୍ରାଇମ ରୋକିବା ଲାଗି ଗଠନ ହେବ ଏକ୍ସପର୍ଟ ଟିମ୍‍

ଭୁବନେଶ୍ୱର : ରାଜଧାନୀରେ ବଢୁଥିବା ସାଇବର ଅପରାଧ ରୋକିବା ଏବଂ ଏହାର ତଦନ୍ତ କିଭଳି ଭଲ ଭାବରେ କରାଯାଇପାରିବ ସେଥିପାଇଁ କମିସନରେଟ ପୁଲିସ ନୂତନ ରଣନୀତି ପ୍ରସ୍ତୁତ କରୁଛି। କେବଳ ଟଙ୍କା ଠକେଇ ନୁହେଁ ବର୍ତ୍ତମାନ ସବୁ ଅପରାଧରେ ପୁଲିସକୁ ସାଇବର ତଦନ୍ତର ଆବଶ୍ୟକତା ଦେଖାଦେଇଛି। ତେଣୁ
Read More...

ସବୁ ଘରୋଇ ହସ୍ପିଟାଲରେ ନମୁନା ପରୀକ୍ଷା କରାଯାଇପାରିବ: ଏସିଏସ୍

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହାର ଦ୍ରୁତଗତି ରେ ବଢୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ସବୁ ଘରୋଇ ହସ୍ପିଟାଲ୍, ନର୍ସିଂହୋମ ଏବଂ କ୍ଲିନିକ୍ ଗୁଡିକ ଅଇସିଏମ୍ଆର ଗାଇଡଲାଇନ ଅନୁଯାୟୀ ଆଣ୍ଟିଜେନ୍ ଏବଂ ଆରଟି ପିସିଆର୍ କରାଇ ପାରିବେ ବୋଲି
Read More...

ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଆଡ଼ମିଶନ ବିଜ୍ଞପ୍ତି

ଭୁବନେଶ୍ୱର : ଆସନ୍ତା ସପ୍ତାହ ଭିତରେ ଯୁକ୍ତ ଦୁଇ ଆଡ଼ମିଶନ ନେଇ ବିଜ୍ଞପ୍ତି ପ୍ରକାଶ କରିବେ ସରକାର। ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। ତେଣୁ ସରକାର ଆଡ଼ମିଶନ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି।  ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
Read More...

ରାଜଧାନୀରେ ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ଲୁଟେରାଙ୍କ ଆତଙ୍କ ଦେଖାଦେଇଛି । କରୋନା ଗାଇଡଲାଇନକୁ କଡାକଡି ପାଳନ କରିବା ଉପର ପୁଲିସ ଧ୍ୟାନ ଦେଉଥିବା ବେଳେ ଲୁଟେରାମାନେ ଖୁଲମଖୁଲା ଲୁଟ୍‌ କରିଚାଲିଛନ୍ତି । ବର୍ତ୍ତମାନ ଲୁଟେରାଙ୍କ ଠାରୁ ପୁଲିସ ମଧ୍ୟ ବର୍ତ୍ତି ପାରୁନାହିଁ । ଗତ କିଛି ଦିନ ତଳେ
Read More...

ବାପାଙ୍କ ଚିନ୍ତା ବଢ଼ାଇଛି ପୁଅର ଏ-୧ ଗ୍ରେଡ୍‌

ବାଲିଅନ୍ତା: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ପୁଅ ୫୫୪ ନମ୍ବର(୯୨.୩ ପ୍ରତିଶତ) ରଖି ଗ୍ରେଡ୍‌ ଏ-୧ ପାଇବା ସହ ବିଦ୍ୟାଳୟ ଟପର୍‌‌ ହୋଇଛି। ତେଣୁ ଗାଁରୁ ଆରମ୍ଭ କରି ବିଦ୍ୟାଳୟ ଓ ସ୍ଥାନୀୟ ଅଞ୍ଚଳରୁ ପୁଅ ପାଖକୁ ଛୁଟୁଛି ପ୍ରଶଂସାର ସୁଅ। କିନ୍ତୁ ମନେ ମନେ ଗୁମୁରିବାରେ ଲାଗିଛନ୍ତି ବାପା।
Read More...

ସଙ୍କଟ ଆଡକୁ ମୁହାଁଉଛି ଅର୍ଥନୀତି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ବଜେଟ ତିଆରି ହୋଇଥିଲା। ଏଥି ପାଇଁ ଯେଉଁ ଅର୍ଥ ବ୍ୟବସ୍ଥା ହୋଇଥିଲା ସେଥିରୁ ପ୍ରାୟ ୨୫ହଜାର କୋଟି ଟଙ୍କା ବିଭିନ୍ନ ସୂତ୍ରରୁ ଋଣ ଆକାରରେ ଅଣାଯିବାକୁ ପ୍ରସ୍ତାବ ଥିଲା। ଖୋଲା ବଜାର ଓ ଅନ୍ୟାନ୍ୟ
Read More...

ରାଜ୍ୟରେ ୩୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା,ଆଉ ୧୪୩୪ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରୁ ଆଜି ଆଉ ୧୪୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୯ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୪୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଶନିବାର ଚିହ୍ନଟ
Read More...

ରାଜ୍ୟରୁ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର : ରାଜ୍ୟରୁ ଆଉ ୧୦ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୧୯୭ରେ ପହଞ୍ଚିଛି । ମୃତ୍ୟୁବରଣ କରିଥିବା ୧୦ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪ , ଖୋର୍ଦ୍ଧାରେ ୩ , ଯାଜପୁର, କଳାହାଣ୍ଡି ଓ
Read More...

ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ଘାଇ : ଚାଷଜମି ଜଳମଗ୍ନ

ଭୁବନେଶ୍ୱର: ଜିଲ୍ଲାରେ ପ୍ରବାହିତ ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ଘାଇ ହେବା ଫଳରେ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି । ସୂଚନା ଅନୁଯାୟୀ ମୟୂରଭ ଜିଲ୍ଲା କୁଳିଅଣା ବ୍ଲକ ଗାଡୁଭଙ୍ଗା ଗାଁ ଦେଇ ଯାଇଥିବା ସୁବର୍ଣ୍ଣରେଖା ମୁଖ୍ୟ କେନାଲରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିଲା ତାହା
Read More...

ହାତୀ ସ୍ମୃତି ସ୍ତମ୍ଭ ଠାରେ ବୃକ୍ଷରୋପଣ

ଚମ୍ପୁଆ: କେନ୍ଦୁଝର ଜିଲ୍ଲାରେ ହାାତୀ ମଣିଷ ଲଢେ଼ଇ ଏକ ଚିରାଚରିତ ପ୍ରସଙ୍ଗ ପାଳଟିଛି ।ଏହା ଦ୍ୱାରା ଜିବନଜିବିକା ମଧ୍ୟ ଖୁବ ପ୍ରଭାବିତ ହେଉଛି ।ସରକାର ଓ ବିଭାଗ ପାଇଁ ଏକ ଆହ୍ୱାନ ପାଲଟି ଥିବା ବେଳେ ଜଣେ ପ୍ରକୃତି ପ୍ରେମୀ ମହିଳା ହାତୀ ମୃତ୍ୟୁରେ ଗଭିର ମର୍ମାହତ ହୋଇ ସେଠାରେ ଏକ ହାତୀ
Read More...