Browsing Category

ରାଜ୍ୟ

ରାଜଭବନରେ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟାର ପ୍ରଚଳନ

ଭୁବନେଶ୍ୱର: ସାଧାରଣ ଅଭିଯୋଗଗୁଡ଼ିକର ସମାଧାନ ଓ ଶୀଘ୍ର ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଗତ ୬ ତାରିଖରୁ ଓଡ଼ିଶା ରାଜଭବନରେ ଅନଲାଇନ ସାଧାରଣ ଅଭିଯୋଗ ପ୍ରତିକାର ପ୍ରକ୍ରିୟା ପ୍ରଚଳିତ ହୋଇଛି । ଏହି ଉଦେଶ୍ୟରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ୱେବ୍ ପୋର୍ଟାଲ ବିକଶିତ କରାଯାଇଛି । ଏହା
Read More...

ମନ୍ଦିର ବେଢା ଆମ୍ବଗଛରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ବାଲିକୁଦା: ବାଲିକୁଦା ଥାନା ଅଧୀନ ମୁଳୁଗାଁ ପଂଚାୟତର ମୁଳୁଗାଁ ସ୍ଥିତ ଶିବ ମନ୍ଦିର ବେଽଢା ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ମୁଳୁଗାଁର ନୋକା ରାଉତଙ୍କ ପୁଅ ଗୁଣନିଧି ରାଉତ(୪୨) ବୋଲି ଜଣା ଯାଇଛି । ଗୁଣ ନିଧି ପିନ୍ଧିଥିବା ଲୁଙ୍ଗିକୁ ଖୋଲି
Read More...

ବିପିୟୁଟିର ଅନଲାଇନ୍ ପରୀକ୍ଷାକୁ ବିରୋଧ

ଭୁବନେଶ୍ୱର: କରୋନା ମହାମାରୀ ବର୍ତ୍ତମାନ ରାଜ୍ୟରେ ଭୟଙ୍କର ରୂପ ଧାରଣ କରୁଥିବା ବେଳେ ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) କର୍ତ୍ତୃପକ୍ଷ ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ଖାମଖିଆଲି ଭାବରେ ଅନ୍ଲାଇନ୍ ପରୀକ୍ଷା କରିବା ପାଇଁ ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହାକୁ
Read More...

ସୁନାନଦୀରେ ଫର୍ଣ୍ଣେସ ତୈଳ : ଜଳ ପ୍ରଦୁଷିତ

ଯୋଡା: ଭାରସାମ୍ୟ ହରାଇ ଓଲଟିଲା ଆରୟା ପ୍ଲାଂଟକୁ ଆସୁଥିବା କେମିକାଲ ଅଏଲ ଟ୍ୟାଙ୍କର ଗାଡି । ଦୁର୍ଘଟଣାରେ ନିର୍ଗତ କେମିକାଲ ଫର୍ଣ୍ଣେସ ଅଏଲ ବସ୍ତି ଅଂଚଳ ଦେଇ ସୁନାନଦୀରେ ମିଶିଯାଇଛି । ଯାହାଫଳରେ ନଦୀରେ ଥିବା ମାଛ,ବେଙ୍ଗ,ସାପ ସହ ଅନ୍ୟାନ୍ୟ ଜଳଚର ପ୍ରାଣୀ ବହୁସଂଖ୍ୟାରେ ମୃତ୍ୟୁ ହେବା
Read More...

ଶୁଖିଲା ପଡ଼ିଛି କେନାଲ, ଗଜାମରୁଡି ଆଶଙ୍କା

ଯାଜପୁର: ଯାଜପୁର ଜଳସଂପଦ ବିଭାଗର ଠିକାଦର ପି୍ରତି ଯୋଗୁ କେନାଲ ସୁଖିଲା ପଡ଼ିଥିବା ଦେଖିବାକୁ ମିଳିଛି । କେନାଲରେ ପାଣି ନ ଆସିବା କାରଣରୁ ତଳି ଧାନ ତଳି ଗଜା ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି । ଚଳିତ ବର୍ଷ ସମଗ୍ର ଦଶରଥପୁର ବ୍ଲକର ଅକରପଡ଼ା, ତଳିହା, ବିରଜାପୁର, ଚିତାଳୋ, ଖଣ୍ଡରା,
Read More...

ଯାଜପୁରରେ ଲ୍ୟାଣ୍ଡ ରେକର୍ଡ ଓ ସେଟଲମେଣ୍ଟ କମିଶନରଙ୍କ ସମୀକ୍ଷା

ଯାଜପୁର : ଜମିଜମା ବ୍ୟବସ୍ଥାକୁ ସରଳୀକରଣ ପାଇଁ ସରକାର ବହୁବିଧ ଉଦ୍ୟମ ଓ ଆଇନ ପ୍ରଣୟନ କରିଚ୍ଥନ୍ତି । ଦାୟିତ୍ୱରେ ଥିବା ରାଜସ୍ୱ ଅଧିକାରୀମାନେ ଏହାର ଉପଯୋଗ କରି ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କଲେ ଏହାର ସୁପଂଳ ହିତାଧିକାରୀ ପାଇପାରିବେ ବୋଲି ରାଜସ୍ୱ ପର୍ଷଦର ଲ୍ୟାଣ୍ଡ ରେକର୍ଡ
Read More...

ଯାଜପୁର ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ

ଯାଜପୁର: ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଆନୁକୂଲ୍ୟରେ ୭୧ତମ ବନ ମହୋତ୍ସବ ସପ୍ତାହ ସାରା ରାଜ୍ୟରେ ପାଳନ କରାଯାଉଛି । ସାରା ରାଜ୍ୟରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ବିଭାଗ ପକ୍ଷରୁ ହାତକୁ ନିଆଯାଇଛି । ଏହି ଅବସରରେ ଯାଜପୁର ବନଖଣ୍ଡ ପକ୍ଷରୁ ଦଶରଥପୁର ବ୍ଲକ୍ ଅନ୍ତର୍ଗତ ପଞ୍ଜରା ସାହି
Read More...

ଦରକାର ୧ ଏକରରୁ ଅଧିକ ଜମି:ମ୍ୟୁଜିଉମରୁ ଯିବ!

ଭୁବନେଶ୍ୱର: ମ୍ୟୁଜିଉମ ଛକରେ ୪ ଲେନ୍ ବଦଳରେ ୧୪ ଲେନ୍ ରାସ୍ତାର ଯୋଜନା ହୋଇଛି । ସେଥିପାଇଁ ପୁରୁଣା ଟେଣ୍ଡରକୁ ବାତିଲ କରାଯାଇଛି । ପୁରୁଣା ଟେଣ୍ଡରରେ ମ୍ୟୁଜିଉମ ଛକରୁ ମାଉସୀ ମା’ ଛକ ଆଡ଼କୁ ଯାଇଥିବା ରାସ୍ତାକୁ ୪ ଲେନ୍ ପାଇଁ ନିଷ୍ପତି ହୋଇଥିଲା । କିନ୍ତୁ ବର୍ଦ୍ଧିତ ଟ୍ରାଫିକ୍ ସମସ୍ୟା
Read More...

ମହିଳା ସମିତି ଅର୍ଥ ଆତ୍ମସାତ

ବାଲିକୁଦା : ସମିତିର ଅର୍ଥ ଆତ୍ମସାତ ସମ୍ପର୍କରେ ବାଲିକୁଦା ଥାନାରେ ଅଭିଯୋଗ କରା ଯାଇଥିଲା । ସମତିର ସଦସ୍ୟା ମାନେ ସମ୍ପାଦିକାଙ୍କ ନାମରେ ଆଣିଥିଲେ ଏହି ଅଭିଯୋଗ । ଆଶା ଥିଲା ପୁଲିସ ସେମାନଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ସହଯୋଗ କରିବ । ଅଭିଯୋଗ ଦେବା ସମୟରେ ମଧ୍ୟ ହାତଗୁଞ୍ଜା ଦିଆ
Read More...

ଗୁରୁ ପୂର୍ଣ୍ଣିମାରେ ଔଷଧୀୟ ବୃକ୍ଷରୋପଣ

ଭୁବନେଶ୍ୱର: ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଗୁରୁଙ୍କୁ ସମର୍ପଣ କରି ସ୍ମଶାନରେ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । କପିଳପ୍ରସାଦ ଫୁଟବଲ ପଡ଼ିଆ ନିକଟ ସ୍ମଶାନରେ ସେବା ପ୍ରତିନିଧି ପକ୍ଷରୁ ଏହି ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଅତିଥି ଭାବେ ପିଡିଏଚ୍ଆର୍ଆଇର କେନ୍ଦ୍ରୀୟ ସଚିବ ଲିଙ୍ଗରାଜ
Read More...