Browsing Category

ରାଜ୍ୟ

‘ଶ୍ୟାମଳ ସୁବର୍ଣ୍ଣ’ ଦଶମ ସଂଖ୍ୟା ପ୍ରକାଶିତ

ଭୁବନେଶ୍ୱର: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ବେଶ ଜଣାଶୁଣା । ତିନିଥର କୃଷିକର୍ମଣ ପୁରସ୍କାରରେ ବି ପୁରସ୍କୃତ । ଏହାରି ଭିତରେ ମେଂଚାଏ ନୂତନତାର ସମ୍ଭାର ଓ କିଛି ନୂତନ ଚେତନାକୁ ସାଥୀ କରି ୨୦୧୮ ଏପ୍ରିଲ ୧ରେ ପ୍ରକାଶ ପାଇଥିଲା କୃଷି ପତ୍ରିକା ଶ୍ୟାମଳ ସୁବର୍ଣ୍ଣ । ଆଜି ସଫଳତାର ସହ
Read More...

ଟ୍ରକରୁ ଡକାୟତି ଘଟଣାରେ ୨ ଗିରଫ ଓ ୩ ଫେରାର

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଦେଓଝର ପଂଚାୟତ ମୁର୍ଗାବେଡା ରାସ୍ତା ଦେଇ ଯାଉଥିବା ସାରଦା ଖଣି ୩ ନଂ ଗେଟ ନିକଟସ୍ଥରେ ଟ୍ରକ ଗୁଡିକରୁ ଡକାୟତି କରୁଥିବା ଘଟଣାରେ ବିଲେଇପଦା ପୋଲିସ ୨ ଜଣକୁ ଗିରଫ କରିଛି । ସୂଚନାରୁ ପ୍ରକାଶ ଗୁରୁବାର ମଧ୍ୟ ରାତିରେ ୫ ଜଣ
Read More...

ହାଇକୋର୍ଟରୁ ନ୍ୟାୟ ପାଇଲେ ବାରିପଦା ଅର୍ବାନ ବ୍ୟାଙ୍କ ଜମାକାରୀ

ବାରିପଦା: ସ୍ଥାନୀୟ ସମବାୟ ବ୍ୟାଙ୍କ ଭାବରେ ସାରା ଓଡିଶାରେ ବାରିପଦା ଅର୍ବାନ କୋପରେଟିଭ ବ୍ୟାଙ୍କର ସୁନାମ ଥିଲା ବେଶ ନିଆରା ତେବେ ୨୦୧୪ ମସିହାରେ ବାରିପଦା ଅର୍ବାନ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ବ୍ୟାଙ୍କର ସମସ୍ତ କାରବାର ବନ୍ଦ ହୋଇଯାଇଥିଲା । ଫଳରେ ବ୍ୟାଙ୍କର
Read More...

ନିମ୍ନ ମାନର ଡ୍ରେନେଜ କାର୍ଯ୍ୟନେଇ ଅସନ୍ତୋଷ

ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ କଂଟିିପୁର ଠାରେ କେନ୍ଦ୍ରାପଡା ଜିଲ୍ଲା ଆଳି ଡ୍ରେନେଜ ବିଭାଗ ଦ୍ୱାରା କାଣି ନାଳ ପୁନ୍ନରୁଦ୍ଧାର ଓ ଖନନ କାର୍ଯ୍ୟ କରାଯାଉଛି । ଏହି କେନାଲ ୧୬ କିମି ପର୍ଯ୍ୟନ୍ତ ଖନନ ହୋଇ ପେତପଡା ଠାରେ ସଂଯୋଗ ହେବ । ଏଥିରେ ହଜାର ହଜାର ଚାଷୀଙ୍କ ଜୀବନ ଜୀବିକା
Read More...

ବ୍ୟାଙ୍କ ସମୁହର ଜିଲ୍ଲା ପରାମର୍ଶ ଦାତା କମିଟି ବୈଠକ

ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ମହାମାରୀ କରୋନା ଯୋଗୁ ବର୍ତମାନ ବାହାର
Read More...

କୃଷି ନୀତି ଦେଶର କୃଷକଙ୍କୁ ସ୍ୱାବଲମ୍ବୀ କରିଛି : ଧର୍ମେନ୍ଦ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ କୃଷି ନୀତି ଦେଶର କୃଷକଙ୍କୁ ଆତ୍ମନିର୍ଭର ସହ ସ୍ୱାବଲମ୍ବୀ କରିଛି । ମୋଦି ସରକାରଙ୍କ ଦ୍ୱାରା କୃଷି କ୍ଷେତ୍ରରେ ଅଣାଯାଇଥିବା ନୂତନ ସଂସ୍କାର କାରଣରୁ ପ୍ରଥମ ଥର ପାଇଁ କର୍ପୋରେଟ୍ ଫାଇନାନ୍ସ କୃଷି କ୍ଷେତ୍ରରେ
Read More...

ପୂର୍ବବତ୍ ଚାଲିବ ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ଦେଶରେ କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ନିୟମିତ ଯାତ୍ରାବାହୀ ଟ୍ରେନ୍ ଚଳାଚଳକୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବନ୍ଦ ରଖିଛି । ହେଲେ ସ୍ପେଶାଲ ଟ୍ରେନ୍ଗୁଡ଼ିକ ପୂର୍ବଭଳି ଚଳାଚଳ କରିବ ଓ ଏଥିରେ କୌଣସି ପରିବର୍ତନ କରାଯିବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ
Read More...

୧୨ ବିରୋଧି ଦଳ ଦେଲେ ରାଜ୍ୟପାଳଙ୍କୁ ଦାବିପତ୍ର

ଭୁବେନଶ୍ୱର: ଓଡିଶାର ୧୨ଟି ରାଜନୈତିକ ବିରୋଧି ଦଳ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନା ମହାମାରୀ ପରିଚାଳନାରେ ବିଫଳତା ଓ ବ୍ୟାପକ ଦୁର୍ନୀତି ତଥା ଜନସାଧାରଣଙ୍କର ଜୀବନ ଜୀବିକାର ଦୁର୍ବିସହ ଅବସ୍ଥାକୁ ନେଇ ସେମାନଙ୍କର ପ୍ରତିବାଦ ଜଣାଇଛନ୍ତି । ୧୧
Read More...

କରୋନାରେ ବାପାଙ୍କ ମୃତ୍ୟୁ, ଦେଖି ପାରିଲେନି ଡାକ୍ତର ପୁଅ

କଟକ: କରୋନା ଭୂତାଣୁ ଏପରି ସ୍ଥିତି ସୃଷ୍ଟି କରିଛି ଯେ ସେଥିରେ ଆକ୍ରାନ୍ତ ବାପାଙ୍କ ମୃତୁ୍ୟ ପରେ ତାଙ୍କର ଅନ୍ତିମ ଦର୍ଶନ କରିବାର ସୁଯୋଗ ମଧ୍ୟ ପାଉନାହିଁ ପୁଅ । ଏସ୍ସିବି ଭେଷଜ ବିଭାଗର ଜଣେ ଡାକ୍ତର ଗତ ୨୩ ତାରିଖରୁ କରୋନା ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ
Read More...

ଯୌତୁକ ଜୁଈରେ ଝିଲ୍ଲି

ବାଲିକୁଦା : ଯୌତୁକ ପାଇଁ ଜଳିଛି ଆଉ ଜଣେ ବିବାହିତା ମହିଳାଙ୍କ ଜୁଈ । ଶାଶୁ ଘର ଲୋକେ ଅଧିକ ଯୌତୁକ ଦାବି କରି ପୋଡି ମାରିଦେବାକୁ ଯୋଜନା କରି ଶାଶୁ ଘର ଲୋକେ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଘରର କୂଳ ବୋହୁ ଝିଲ୍ଲି ଶେଷରେ କଟ ବଡ ମେଡିକାଲରେ ପ୍ରାଣ ହରାଇଛି । ଦର ପୋଡା ଶରୀରକୁ ନେଇ
Read More...