Browsing Category

ରାଜ୍ୟ

ପୋଲିସକୁ ନବୀନଙ୍କ ପ୍ରଶଂସା

ଭୁବନେଶ୍ୱର,୧୨ ।୦୬(ନି.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି. ତଥା ଏସ୍ପିମାନଙ୍କ ସହିତ ଆଲୋଚନା କରିଥିଲେ । ଲକଡାଉନ୍ ସମୟରେ ଓଡ଼ିଶା ପୋଲିସ ଯେଭଳି ଉଚ୍ଚମାନର ସଞ୍ଜମତା
Read More...

ଗଞ୍ଜାମରେ ରଜ ପର୍ବ ଉପରେ କଟକଣା

ବ୍ରହ୍ମପୁର,୧୨ ।୦୬(ନି.ପ୍ର.): ଗଞ୍ଜାମ ଜିଲ୍ଲାରେ ରଜ ବନ୍ଦ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜିଲ୍ଲାର ରଜ ମହୋତ୍ସବ ପାଳନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ତେବେ ରଜ ପାଇଁ ୧୧ରୁ ୧୬ ତାରିଖ ଯାଏଁ ଲାଗୁ ରହିବ କଟକଣା । ରଜ ଦୋଳି, ମେଳା, ମହୋତ୍ସବ, ଭୋଜିଭାତ ଉପରେ
Read More...

ମାସ୍କ ପାଇଁ ୧ କୋଟି ୨୫ ଲକ୍ଷ ଜରିମାନା ଆଦାୟ

ଭୁବନେଶ୍ୱର,୧୨ ।୦୬(ନି.ପ୍ର.): କରୋନା ଭୂତାଣୁ ନିୟନ୍ତ୍ରଣ ଲାଗି ରାଜ୍ୟରେ ମାସ୍କ ପରିଧାନ ବାଧ୍ୟତା ମୂଳକ ଥିବାବେଳେ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ପୋଲିସ ୧ କୋଟି ୨୫ ଲକ୍ଷ ୮୪ ହଜାର ଟଙ୍କା ଜରିମାନା ଆଦାୟ କରିଛି ବୋଲି ପୋଲିସ ମହାନିର୍ଦେଶକ ଶ୍ରୀ ଅଭୟ ସୂଚନା ଦେଇଛନ୍ତି । ଆଜି
Read More...

ଖରସ୍ରୋତାରେ ଭାସି ଯାଉଥିବା ବୃଦ୍ଧାଙ୍କୁ ଉଦ୍ଧାର କଲେ ମହେଶ୍ୱର

ବିଞ୍ଝାରପୁର (ନି.ପ୍ର)-ବିଞ୍ଝାରପୁର ତହସିଲ ଅନ୍ତର୍ଗତ ଖରସ୍ରୋତା ନଦୀର କଲ୍ୟାଣପୁର ଘାଟ ନିକଟରେ ଦଧିବାମନପୁର ଗ୍ରାମର ୭୨ ବର୍ଷିୟ ବୃଦ୍ଧା ମଲ୍ଲି ବେହେରା ଗାଧାଉ ଥିବା ସମୟରେ ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ଦେବ ଦୁତ ସାଜି ତାଙ୍କୁ ଉଦ୍ଧାର କଲେ ମହେଶ୍ୱର ମଲ୍ଲିକ । ବୃଦ୍ଧା ମଲ୍ଲି
Read More...

ଶୁକ୍ରବାର ୩ ଘଂଟା କର୍ଫ୍ୟୁ କୋହଳ

ଭୁବନେଶ୍ୱର,୧୧ ।୦୬(ନି.ପ୍ର.): ରଜ ପର୍ବ ପାଇଁ ରାଜ୍ୟ ସରକାର ଆଜି ଆସନ୍ତାକାଲି ଶୁକ୍ରବାର ଦିନ ୩ ଘଂଟା ପାଇଁ ରାତି୍ରକାଳୀନ କର୍ଫ୍ୟୁ କୋହଳ କରିଛନ୍ତି । ସନ୍ଧ୍ୟା ୭ଟାରୁ ରାତି୍ର ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ । ଫଳରେ ଦୋକାନ ବଜାର ରାତି୍ର ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ରଜ
Read More...

ପ୍ରବାସୀ ଶ୍ରମିକଙ୍କ ପାଇଁ ଆଇନ ଡେସ୍କ

ଚମ୍ପୁଆ,୧୧ ।୦୬(ନି.ପ୍ର.): ଓଡିଶା ରାଜ୍ୟ ଆଇନ ସେବା ପ୍ରଧିକରଣ ନିର୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ତାଲୁକ ଆଇନସେବା କମିଟି ତରଫରୁ ଶ୍ରମ କାର୍ଯାଳୟଠାରେ ପ୍ରବାସୀ ଶ୍ରମିକ, ଅସହାୟ ଶ୍ରମିକ ଓ ଆଇନ ସେବା ଚାହୁଁଥିବା ହିତାଧିକାରିଙ୍କ ନିମନ୍ତେ ଏକ ଆଇନ ସହାୟତା ଡେସ୍କ ସ୍ଥାପନ
Read More...

ବାଇକ ଚୋର ଗିରଫ

ଅନୁେଗୋଳ,୧୧ ।୦୬(ନି.ପ୍ର.): ଅନୁଗୁଳ ପୋଲିସ ଜଣେ ବାଇକ ଚୋରକୁ ଗିରଫ କରିବା ସଙ୍ଗେ ସଙ୍ଗେ ତା’ ନିକଟରୁ ୫ଟି ବାଇକ ଜବତ କରିଛି । ବଁରପାଳ ଥାନା ଅଧିକାରୀ ସୁନୀଲ କୁମାର କର ଚଢାଉ କରି ଚୋରି ହେଇଥିବା ବଜାଜ ପଲସର ମୋଟର ସାଇକେଲ ଉଦ୍ଧାର କରିବା ସହ ପ୍ରଶାନ୍ତ ଲେଙ୍କାଙ୍କୁ ଗିରଫ କରିଛି ।
Read More...

ମହାନଦୀ ଜଳରୁ ମନ୍ଦିର ଚୂଡ଼ା ଆବିଷ୍କୃତ

ଭାପୁର,୧୧.୬(ନି.ପ୍ର.): ମହାନଦୀ ଗର୍ଭରେ ବୁଡି ରହିଥିବା ଏକ ମନ୍ଦିରର ଦଧିନଉତି ଆବିଷ୍କୃତ ହୋଇଛି । ଐତିହାସିକ ଅନୀଲ ଧୀରଙ୍କ ନେତୃତ୍ୱରେ ଭାରତୀୟ କଳା ଓ ସଂସ୍କୃତ ଐତିହ୍ୟ ନ୍ୟାସ (ଇନଟାକ) ପକ୍ଷରୁ ମହାନଦୀ ଅବବାହିକା ଐତିହ୍ୟସ୍ଥଳ ପ୍ରଲେଖନ ପ୍ରକଳ୍ପ କାର୍ଯ୍ୟ ବେଳେ ନୟାଗଡ଼ ଜିଲ୍ଲା
Read More...

ବୋଲେରୋ ସହ ମଦ ଜବତ

ବାଲିକୁଦା,୧୧ ।୦୬(ନି.ପ୍ର.): ଗତକାଲି ରାତିରେ ବାଲିକୁଦା ପୁଲିସ ଏକ ବୋଲେରୋ ସହ ୨୮ ପେଟି ମଦ ଜବତ କରିଛି । ଏହି ମଦ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ମାଡି ବସିଛି । ମଦ ବୁହା ହେଉଥିବା ଏକ ବୋଲେରୋକୁ ମଧ୍ୟ ଜବତ କରିଛି ବାଲିକୁଦା ପୁଲିସ ମାତ୍ର ଗାଡିର ଚାଳକ ଓ ଅନ୍ୟ ଜଣେ ଫେରାର ହୋଇ
Read More...

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର,୧୧ ।୦୬(ନି.ପ୍ର.): ଚାଷୀଙ୍କ ପାଇଁ ଖୁସି ଖବର । ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଛି ବୋଲି ଆଚଳିକ ପାଣିପାଗ କାର୍ଯ୍ୟାଳୟର ନିର୍ଦେଶକ ଏ.ଆର.ବିଶ୍ୱାସ କହିଛନ୍ତି । ଗଣମାଧ୍ୟମକୁ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ମୌସୁମୀ
Read More...