Browsing Category

ରାଜ୍ୟ

ବଜ୍ରପାତ ନେଲା ୩ ଜୀବନ

ଭୁବନେଶ୍ୱର,୧୦ ।୦୬(ନି.ପ୍ର.): ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଆଜି ୩ ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ସଙ୍ଗେ ୧୧ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାର କୁହାଯାଇଛି । ମୟୂରଭଞ୍ଜ ଜିଲ୍ଲାର ସାରସକଣା ଅନ୍ତର୍ଗତ ନୂଆଗାଁଠାରେ ଆଜି ସାନ୍ତାଳୀ
Read More...

୧ ଲକ୍ଷ ୬୬ ହଜାର ପିସି ନେବାବେଳେ ଡିଏଫ୍ଓ ଗିରଫ

ପାଟଣାଗଡ଼, ୧୦ ।୦୬(ନି.ପ୍ର.) : ଲାଂଚ ତଥା ପିସି ନେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନର ଡିଏଫଓଙ୍କୁ ପ୍ରଣବ କୁମାର ମହାନ୍ତି ଓ ଡେପୁଟି ରେଞ୍ଜର ଚିତରଞ୍ଜନ ଦେହୁରୀଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି । ମିଳିଥିବା ସୂଚନା ମୁତାବକ ପାଟଣାଗଡ଼ କେନ୍ଦୁଲିଫ୍
Read More...

ଏମସର ୪ ଡାକ୍ତର କରୋନା ପଜିଟିଭ

ଭୁବନେଶ୍ୱର- କରୋନା ଯୋଦ୍ଧାଙ୍କୁ କରୋନା । ଏମସର ୪ ଡାକ୍ତରଙ୍କ କରୋନା ପଜିଟିଭ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ସିନିୟର ଓ ଜଣେ ଜୁନିୟର ଡାକ୍ତର ଅଛନ୍ତି । ଏମାନେ ଏକାଠି ରହୁଥିଲେ । ଏହି ସୂଚନା ଦେଇଛନ୍ତି ଏମସର ନିର୍ଦେଶକ ଡ. ଗୀତାଞ୍ଜଳୀ । ପୂର୍ବରୁ ଜଣେ ଜୁନିୟର ଡାକ୍ତର
Read More...

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ଗାଁ ଲୋକ

ଦେବଗଡ- ତିଲେଇବଣି ବ୍ଳକର ସଡୋ ସଂଗରୋଧ କେନ୍ଦ୍ରରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତ ଶିକ୍ଷକ ସୁସ୍ଥ ହୋଇ ଘରକୁ ଫେରିବା ପରେ ଗ୍ରାମବାସୀ ଘଂଟ ବଜାଇ ଓ ହୁଳୁହୁଳି ଦେଇ ପାଛୋଟି ନେଇଛନ୍ତି । ଗତ ମେ ୨୫ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ ଦେବଗଡ କୋଭିଡ ହସ୍ପିଟାଲରେ
Read More...

୮୦ ଫୁଟ ତଳକୁ ଖସିଲା ପିଆଜ ଟ୍ରକ: ଡ୍ରାଇଭର ମୃତ

ବାରିପଦା- ନାସିକାରୁ ପିଆଜ ବୋଝେଇ ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ୮୦ ଫୁଟ ତଳକୁ ଖସିପଡିଲା । ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଥାନା ଦ୍ୱାରଶୁଣୀ ଘାଟିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଘଟଣା ସ୍ଥଳରେ ଟ୍ରକ ଡାଇଭରଙ୍କ
Read More...

ଚିହ୍ନଟ ହେଲେ ପୁଣି ନୂଆ ୧୧୦ କରୋନା ପଜିଟିଭ

ଭୁବନେଶ୍ୱର- ବୁଧବାର ରାଜ୍ୟରେ ପୁଣି ୧୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫୦ କୁ ବୃଦ୍ଧି ପାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ଜଗତସିଂହପୁରରୁ ୩୩, ରାୟଗଡା ୪, କଟକ ୨୦, ଝାରସୁଗୁଡା ୧, ଖୋର୍ଦ୍ଧା ୧୪, ନୟାଗଡ ୪, ବରଗଡ ୨, ଭଦ୍ରକ ୧, କଳାହାଣ୍ଡି
Read More...

ଖୋରଧା ଉପକାରାଗାରରେ ବ୍ରାଉନ ସୁଗାର କାରବାର

ଖୋର୍ଦ୍ଧା (ନି.ପ୍ର.): ଖୋର୍ଦ୍ଧା ଉପକାରାଗାର ଭିତରେ ବ୍ରାଉନସୁଗାର କାରବାର ନେଇ ଏକ ଭିଡ଼ିଓ କ୍ଲିପିଂ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଖୋରଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ସାନ୍ତନୁ କୁମାର ମହାନ୍ତି ଏବଂ ଖୋରଧା ଏସ.ଡ଼ି.ପି.ଓ ସୁଶିଲ କୁମାର ମିଶ୍ରଙ୍କ ମିଳିତ
Read More...

ନିମ୍ନ ମାନର କାର୍ଯ୍ୟ ଯୋଗୁ ଫାଟିଲାଣି ପାଣି ଟାଙ୍କି ଛାତ

ଯାଜପୁର (ନି.ପ୍ର): ରାଜ୍ୟ ସରକାର ଗ୍ରାମାଂଚଳର ଉନ୍ନତି ସହିତ ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଏବଂ ସ୍ୱାସ୍ଥ୍ୟପ୍ରତି ଗୁରୁତ୍ୱ ଦେବାକୁ ଯାଇଁ ବିବିଧ ଯୋଜନା ମାନ ପ୍ରଣୟନ କରିଛନ୍ତି । ଗ୍ରାମାଂଚଳ ଲୋକଙ୍କୁ ସ୍ୱଛ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବସୁଧା ଯୋଜନାରେ
Read More...

ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫରମର

ଯାଜପୁର (ନି.ପ୍ର) :- ବରୀ ବିଦ୍ୟୁତ ସବଡିଭିଜନ ଅଫିସଠାରୁ ମାତ୍ର ୩ଶହ ମିଟର ଦୁରତା ପୁରଣା ତହସିଲ ଅଫିସପାଖ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମୁଖ ରାସ୍ତା କଡରେ ବିପଦ ପୂର୍ଣ୍ଣ ଅବସ୍ଥାରେ ଏକ ଟ୍ରାନ୍ସଫରମର ରହିଥିବା ଦେଖିବାକୁ ମିଳିଛି । ଏହି ଟ୍ରାନ୍ସଫରମରୁ ବରୀ ମାଉଣ୍ଡ ତଳ
Read More...

କାର୍ଯ୍ୟରେ ଅବହେଳା ପାଇଁ କର୍ମଚାରୀ ନିଲମ୍ବିତ

ଯାଜପୁର, (ନି.ପ୍ର) : କାର୍ଯ୍ୟରେ ଅବହେଳା, ଅନଧିକୃତ ଭାବେ ଛୁଟିରେ ରହିବା ଓ ଉପରିସ୍ଥ ଅଧିକାରୀଙ୍କ ଆଦେଶର ଅବମାନନା ଅଭିଯୋଗରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ସଂସ୍ଥାର ବରିଷ୍ଠ ରାଜସ୍ୱ ସହାୟକ (ଏସ୍.ଆର.ଏ) ରୋଜାଲିନ୍ ଦାସଙ୍କୁ ସୋମବାର ଜିଲ୍ଲାପାଳ ରଂଜନ କୁମାର ଦାସ ନିଲମ୍ବନ କରିଛନ୍ତି ।
Read More...