Browsing Category

ରାଜ୍ୟ

ଜୁଲାଇ ୧୫ ସୁଦ୍ଧା ଆଡମିଶନ ଶେଷ କରିବାକୁ ନିଷ୍ପତି

ଭୁବନେଶ୍ୱର- ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଆଡମିଶନ ଜୁଲାଇ ୧୫ ସୁଦ୍ଧା ସାରିବାକୁ ବିଜ୍ଞପ୍ତି ଜାରି କରିଛି ସ୍ୱୁଲ ଓ ଗଣଶିକ୍ଷା ବିଭାଗ । ଶୁକ୍ରବାର ରାଜ୍ୟର ସମସ୍ତ ଡିଇଓ ,ଡିପିସି ଓ ବିଇଓଙ୍କୁ ଚିଠି ଲେଖିଛି ବିଭାଗ । ସକାଳ ୭ରୁ ୯.୩୦ ମଧ୍ୟରେ
Read More...

ଧର୍ମପରାୟଣା ମହିଳା ରୁକ୍ମଣୀ ନନ୍ଦଙ୍କ ପରଲୋକ

କଟକ- ମହାନଦୀ ବିହାର ମହିଳା ସମିତିର ପୂର୍ବତନ ସଭାନେତ୍ରୀ ଶ୍ରୀମତୀ ରୁକ୍ମଣୀ ନନ୍ଦଙ୍କର ଗତ ୪ ତାରିଖ ଦିନ ସ୍ଥାନୀୟ ଏକ ଘରୋଇ ନର୍ସିଂ ହୋମରେ ପରଲୋକ ହୋଇଯାଇଛି ।ସେ ଜଣେ ମିଷ୍ଟଭାଷୀ, ଧର୍ମ ପରାୟଣା ଓ ପରୋପକାରୀ ମହିଳା ଥିଲେ । ମୃତ୍ୟ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।ମୃତ୍ୟୁ
Read More...

ମାସ୍କ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନୂଆ ଗାଇଡଲାଇନ୍ସ

ନୂଆଦିଲ୍ଲୀ-ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମାସ୍କ ବ୍ୟବହାର ନେଇ ନୂଆ ଗାଇଡ ଲାଇନ ଜରି କରିଛି । ମେଡିକାଲରେ କାର୍ଯ୍ୟ ରତ ସଫେଇ କର୍ମଚାରୀ ମେଡିକାଲ ଗ୍ରେଡ ମାସ୍କ ପିନ୍ଧିବା ଆବଶ୍ୟକ । ଏପରି କି କୋଭିଡ ୧୯ ସଂକ୍ରମଣ ନ ଥିବା ୱାର୍ଡରେ ମଧ୍ୟ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ କର୍ମୀ ମାସ୍କ
Read More...

ସଟଡାଉନ ପାଇଁ ମାଟ୍ରିକ ଖାତାଦେଖା ବନ୍ଦ

ଭୁବନେଶ୍ୱର- ସଟଡାଉନ ପାଇଁ ୧୧ ଜିଲ୍ଲାରେ ମାଟ୍ରିକ ଖାତା ମୂଲ୍ୟାୟନ ବନ୍ଦ । ମାଧ୍ୟମିକ ଶିକ୍ଷା ପରିଷଦ ଏହି ସୂଚନା ଦେଇଛି । ତେବେ ସଟଡାଉନ ଘୋଷଣା ହୋଇ ନ ଥିବା ଅନ୍ୟ ଜିଲ୍ଲାରେ ପୂର୍ବ ପରି ଖାତା ଦେଖା ହେବ । ସଟଡାଉନ ସୟରେ ଯାତାୟତରେ ଅସୁବିଧା ନେଇ ଓଷ୍ଟା ଓ ରାଜ୍ୟ ବିଦ୍ୟାଳୟ
Read More...

ଜମିବାଡି ବିବାଦ:ଦାଦା- ଖୁଡୀଙ୍କୁ ହତ୍ୟା କରି କୂଅକୁ ଫିଙ୍ଗି ଦେଲା ପୁତୁରା

ବଲାଙ୍ଗୀର- ଜମିଜମା ବିବାଦ ନେଇ ଦାଦା- ଖୁଡୀଙ୍କ ଜୀବନ ନେଇଗଲା ପୁତୁରା । କ୍ରେଧାନ୍ୱିତ ପୁତୁରା ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ଅତି ନିର୍ମମ ହତ୍ୟା କରିି କୂଅରେ ଫିଙ୍ଗି ଦେଲା । ଏହି ଘଟଣା ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡା ଗ୍ରାମରେ ହୋଇଛି । ପୁଲିସ ଘଟଣା
Read More...

ନିଃଶଦ୍ଧ ଦ୍ୱୈତ ନଗରୀ: ରାସ୍ତା ଘାଟ ଶୂନଶାନ

ଭୁବନେଶ୍ୱର- କରୋନା ଭୂତାଣୁ ସଂକ୍ରମଣ ଜନିତ ଆଶଙ୍କା ନେଇ ଶୁକ୍ରବାର ୧୧ଜିଲ୍ଲାରେ ସଟଡାଉନ ଜାରି ହୋଇଛିି ।ତେଣୁ ରାଜଧାନୀ ଭୁବନେଶ୍ୱର ଓ କଟକ ସହର ରାସ୍ତା ଘାଟ ଶୂନଶାନ । ଯାନବାହନ ଚଳାଚଳ ଠପ । ଚାରିଆଡେ ପୁଲିସର କଡା ଚେକିଂ । ସରକାରଙ୍କ ନିଷ୍ପତି ଅନୁଯାୟୀ ଜୁନ ମାସର ପ୍ରତି ଶନିବାର
Read More...

ପୁରୀ ସହର ସଟଡାଉନ ମୁକ୍ତ

ପୁରୀ- ପୁରୀରେ ଲାଗୁ ହେବ ନାହିଁ ସଟଡାଉନ କଟକଣା । ପୁରୀ ସହରରେ ୧୪୪ ଧାରା ଲାଗୁ ହୋଇଥିବାରୁ ଶନିବାର ଓ ରିବବାର ସଟଡାଉନ ମୁକ୍ତ କରିବାକୁ ପୁରୀ ମୁନସିପାଲଟି ଥାନା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛି । ଗ୍ରାମାଂଚଳରେ କିନ୍ତୁ ସଟଡାଉନ କଟକଣା ଲାଗୁ ହେବ ।
Read More...

ଗତ ୨୪ ଘଂଟାରେ ସର୍ବାଧିକ ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଶନିବାର ସର୍ବାଧିକ ୧୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପଂହଚିଛି । ଏମାନଙ୍କୁ ଭିତରୁ ୨୩ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ୧୫୦ ସଙ୍ଗରୋଧ କେନ୍ଦ୍ରର । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଏନେଇ ସୂଚନା ଦେଇଛି
Read More...

ଡମ୍ଫର- ବାଇକ ମୁହାଁମୁହିଁ , ୨ ଗୁରୁତର

ବିଞ୍ଝାରପୁର ତା ୫/୬ (ନି.ପ୍ର) ବିଞ୍ଝାରପୁର ଥାନା ଅନ୍ତର୍ଗତ ଶାସନ୍ଦା ପଞ୍ଚାୟତ ତାଉଁତରା ଛକ ନିକଟରେ ଗତକାଲି ରାତିରେ ଏକ ସଡକ ର୍ଦୁଘଟଣାରେ ଦୁଇ ଜଣ ଗୁରୁତ୍ତର ଆହତ ହୋଇଥିବା ଜଣାପଡିଛି । ଖବର ମୁତାବକ ଯାଜପୁର ଅଭିମୁଖେ ଯାଉଥିବା ଏକ ଡମ୍ଫର ଅପରପାଶ୍ୱର୍ରୁ ଆସୁଥିବା ଏକ ବଜାର ପ୍ଲାତିନା
Read More...

ଟିଏମସି ପରିସର ସଫା କଲେ ପ୍ରବାସୀ

ବାଲିକୁଦା,୫.୬(ନି.ପ୍ର.): ମାଛଗାଁ ପଂଚାୟତର ଓଚିନ୍ଦା ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ଟିଏମସି (ଅସ୍ତାୟୀ ସ୍ୱାସ୍ଥ୍ୟକେନ୍ଦ୍ର) ପରିସର ସଫେଇ କରିଛନ୍ତି ପ୍ରବାସୀ । ଗତ କଜିଛିଦିନ ହେବ ବର୍ଷା ଲାଗି ରହିଥିବାରୁ ଉକ୍ତ ଟିଏମସି ପରିସ ଘାଷରେ ପରିପୂର୍ଣ୍ଣ ହୋଇଯାଇଥିଲା । ଫଳରେ ବିଭିନ୍ନ
Read More...