Browsing Category

ରାଜ୍ୟ

ପ୍ରବାସୀ ଶ୍ରମିକଙ୍କ ଟ୍ରେନ୍ ଭଡ଼ା ବହନ କରିବେ ସରକାର

ଭୁବନେଶ୍ବର: ବିଭିନ୍ନ ରାଜ୍ୟରୁ ଶ୍ରମିକମାନେ ସ୍ବତନ୍ତ୍ର ଟ୍ରେନରେ ଓଡ଼ିଶା ଫେରୁଛନ୍ତି । ସେମାନଙ୍କ ଟ୍ରେନ୍ ଭଡ଼ାକୁ ନେଇ ଯାବତୀୟ ବିଭ୍ରାନ୍ତି ସୃଷ୍ଟି ହୋଇଛି । କେତେକ କ୍ଷେତ୍ରରେ ଏହାକୁ ନେଇ ରାଜନୀତି ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଘରଫେରନ୍ତା ପ୍ରବାସୀ
Read More...

ପ୍ରବାସୀଙ୍କୁ ୨ ମାସ ମାଗଣା ଚାଉଳ

ଭୁବନେଶ୍ବର: କରୋନା ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଓଡ଼ିଶା ଆସୁଛନ୍ତି। ସେମାନଙ୍କ ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଦୁଇମାସ ପାଇଁ ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ ବିନାମୂଲ୍ୟରେ ଦିଆଯିବ। ଏ ନେଇ କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ
Read More...

ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ଵର : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ କଟକ ଜିଲ୍ଲାର ବୋଲି ଜଣାପଡ଼ିଛି । ମୃତକଙ୍କ ବୟସ ୭୫ ବର୍ଷ ବୟସ ହୋଇଥିବା ବେଳେ ସେ ଏମ୍ସରେ ଚିକିତ୍ସାଧୀନ ଥିଲେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା
Read More...

ମାଟ୍ରିକ ଖାତା ଦେଖା ସ୍ଥଗିତ

ଭୁବନେଶ୍ଵର : ସାମୁଦ୍ରିକ ଝଡ ‘ଅମ୍ଫନ’କୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନକୁ ପୁଣି ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର
Read More...

‘ଆରୋଗ୍ୟ ସେତୁ’ ଆପକୁ ବାଧ୍ୟତାମୂଳକ

ଭୁବନେଶ୍ୱର: ଗତକାଲି କେନ୍ଦ୍ର ସରକାର ଲକଡାଉନର ଅବଧିକୁ ଚତୁର୍ଥ ପର୍ଯ୍ୟାୟରେ ଆଉ ୧୪ଦିନ ପାଇଁ ବଢାଇଦେବା ସହ ମେ ୩୧ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ବୋଲି ଘୋଷଣା କରିଥିଲେ | ଏହା ସହ ରାଜ୍ୟ ସରକାରମାନଙ୍କୁ ନିଜ ନିଜ ରାଜ୍ୟ ପାଇଁ ଲକ୍‌ଡାଉନ୍‌ ନିୟମ ତିଆରି କରିବାର ଦାୟିତ୍ୱ ଦେଇଥିଲେ
Read More...

ଆତଙ୍କିତ ହୁଅନ୍ତୁ ନାହିଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅମ୍ଫାନ’ର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିବା ସଙ୍ଗେ ସଙ୍ଗେ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାପାଳମାନଙ୍କ ସହିତ ମଧ୍ୟ ଆଲୋଚନା
Read More...

କରେନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭୁବନେଶ୍ୱର କେଦାରଗୌରୀ ମନ୍ଦିର ନିକଟସ୍ଥ ଗୁଆଝର କମିଟି ପକ୍ଷରୁ ବିଧାୟକ ସୁରେଶ କୁମାର ରାଉତରାୟ ଦିନରାତି କରୋନା ବିପତି ସମୟରେ ନିଜର ପରିବାର, ଆହାର ଓ ନିଦ୍ରାକୁ ପଛରେ ପକାଇ ଏବଂ ଭୟଙ୍କର କରୋନାକୁ ନ ଡରି ଯେଉଁମାନେ ସମାଜ ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ
Read More...

ତୈଳଦର ବୃଦ୍ଧି ବୋଝ ଉପରେ ଲଳିତା ବିଡ଼ା : ନିରଞ୍ଜନ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି ଏକ ପ୍ରେସ୍ ବିବୃତି ମାଧ୍ୟମରେ କହିଛନ୍ତି ଯେ, ଯେତେବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୧୧୦ ଡଲାର ଥିଲା, ତେଲ ଦର ବର୍ତମାନ ଦରଠୁ କମ୍ ଥିଲା । କିନ୍ତୁ ଏବେ ବ୍ୟାରେଲ୍ ପିଛି ଅଶୋଧିତ ତୈଳର ମୂଲ୍ୟ
Read More...

‘ଅମ୍ଫାନ’ ମୁକାବିଲା ନେଇ ପ୍ରଶାସନର ପ୍ରସ୍ତୁତି

ବିଞ୍ଝାରପୁର: ସାମ୍ପ୍ରତିକ ସମୟରେ ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ପ୍ରଶାସନ ଦିନରାତି ଏକ କରି ଦେଇଥିଲା ବେଳେ ଏବେ ସାମ୍ଭାବ୍ୟ ବାତ୍ୟା ଅମ୍ଫାନ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଏହି ଆସୁଥିବା ବାତ୍ୟା ଅମ୍ଫାନକୁ ମୁକାବିଲା କରିବା ପାଇଁ ରବିବାର ପୁର୍ବାହ୍ନରେ ବିଞ୍ଝାରପୁର ବ୍ଲକ
Read More...

ଏସ୍ବିଆଇର ୪୪ଟି ଭେଂଟିଲେଟର ଦାନ

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଫାଉଣ୍ଡେସନର କର୍ମ·ରୀମାନଙ୍କ ପରିବାର ରାଜ୍ୟର କୋଭିଡ ମୁକାବିଲାରେ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । କର୍ମ·ରୀମାନେ ସେମାନଙ୍କ ପରିବାର ପକ୍ଷରୁ ସଂଗୃହିତ ଅର୍ଥ ତଥା ଏସ୍ବିଆଇ ଫାଉଣ୍ଡେସନ ପାଣ୍ଠିରୁ ମିଳିତ ଭାବରେ ରାଜ୍ୟ ସରକାରଙ୍କୁ କୋଭିଡ
Read More...