Browsing Category

ରାଜ୍ୟ

ପୁଣି ୪୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଆଜି ପୁଣି ୪୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କନ୍ଧମାଳରୁ ୨,ଯାଜପୁରରୁ୧୬, ଗଞ୍ଜାମରୁ ୧୫, ପୁରୀରୁ ୪, କେନ୍ଦ୍ରାପଡାରୁ ୩, ନୟାଗଡରୁ ୩, ବଲାଙ୍ଗିରରୁ ୨, ବୌଦ୍ଧ, କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ
Read More...

ପେଟ୍ରୋଲ ବଢ଼ିଲା ୩ଟଙ୍କା ୧୧ ପଇସା, ଡ଼ିଜେଲରେ ୧.୦୩ ପଇସା

ଭୁବନେଶ୍ବର: ରାଜ୍ୟ ସରକାର ପେଟ୍ରୋଲ ଓ ଡ଼ିଜେଲ ଉପରେ ବଢ଼ାଇଛନ୍ତି ଭାଟ୍ । ଫଳରେ ରାଜ୍ୟରେ ପେଟ୍ରୋଲ ୩.୧୧ ପଇସା ଡ଼ିଜେଲ ୧.୦୩ ପଇସା ମହଙ୍ଗା ହୋଇଛି । ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧିକୁ ବିଜେପି ଓ କଂଗ୍ରେସ ସମାଲୋଚନା କରିଛନ୍ତି । ସମ୍ପ୍ରତି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର
Read More...

କରୋନା ସଂକ୍ରମିତକୁ ଗିରଫ ପରେ ଥାନାର ସବୁ କର୍ମଚାରୀ ଗଲେ ‘ସଙ୍ଗରୋଧ’

ପୁରୀ: ଜଣେ କରୋନା ସଂକ୍ରମିତକୁ ଗିରଫ କରିବା ପୁରୀ ଜିଲା କୁମ୍ଭାରପଡ଼ା ଥାନା ପୁଲିସ ପାଇଁ ମହଙ୍ଗା ପଡ଼ିଛି । ଥାନାକୁ ସାନିଟାଇଜ୍ କରାଯାଇଛି ଓ ସମସ୍ତ କର୍ମଚାରୀ ସଙ୍ଗରୋଧରେ ରହିଛନ୍ତି । କାର୍ଯ୍ୟ ତୁଲାଇବା ପାଇଁ ଅସ୍ଥାୟୀ କର୍ମଚାରୀ ଥାନାକୁ ଆସିବେ ବୋଲି ସୂଚନା ମିଳିଛି ।  ଦୁଇଦିନ
Read More...

ଆଦର୍ଶ ଓଡ଼ିଶା ତରଫରୁ ବରୀରେ କରୋନା ସଚେତନତା କାର୍ଯ୍ୟକ୍ରମ

ଯାଜପୁର: “ଆଦର୍ଶ ଓଡ଼ିଶା” ନିର୍ମାଣର ସ୍ୱପ୍ନ ନେଇ କିଛି ତ୍ୟାଗ ବ୍ରତୀ, ଉର୍ସଗିକୃତ ଯୁବ ସମାଜସେବୀଙ୍କ ଦ୍ୱାରା ଗଠିତ ଅଗ୍ରଣୀ ସଂଗଠନ “ଆଦର୍ଶ ଓଡ଼ିଶା ଫାଉଣ୍ଡେସନ” ତରଫରୁ ସମଗ୍ର ବରୀ ବ୍ଲକ ଅଂଚଳରେ କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ବ୍ୟାପକ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ
Read More...

ଜାହାନିଆଁ ଉପକୂଳରେ ଅମ୍ଫାନକୁ ନେଇ ସୂଚନା ଦେଲା ରାଡାର

ଅସ୍ତରଙ୍ଗ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅଧିନ ଜାହାନିଆଁ ଉପକୂଳରେ ଲାଗିଥିବା ୭ଟି ଜାଗାରେ ର୍ୟାଡର ସମ୍ଭାବ୍ୟ ବାତ୍ୟା ଆମ୍ଫନ ନେଇ ବାରମ୍ବାର ସୂଚନା ପ୍ରଦାନ କରୁଅଛି । ଯାହା ଫଳରେ କି, ଉପକୂଳବର୍ତୀ ୭ଟି ଗ୍ରାମ ପଂଚାୟତର ଜନସାଧାରଣ ଭୟଭୀତ ହେବା ସହ ସ୍ଥାନୀୟ ପ୍ରଶାସନ ସମ୍ଭାବ୍ୟ ବତ୍ୟା
Read More...

ବଲାଙ୍ଗିରରେ ଆଉ ୨ କରୋନା ଚିହ୍ନଟ

ବଲାଙ୍ଗିର: ବଲାଙ୍ଗିରରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୯କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ସମ୍ପର୍କରେ ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅରିନ୍ଦମ ଡାକୁଆ ।ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତ ତାଲପାଲିପଡ଼ା ଅଂଚଳର
Read More...

ରାୟଗଡା ଜିଲ୍ଲାରେ ଆରମ୍ଭ ହେଲା ଇ-ସୁବିଦ୍ୟା

ରାୟଗଡା: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ରାୟଗଡା ଜିଲ୍ଲାରେ ଆରମ୍ଭ ହେଲା ଇ-ସୁବିଦ୍ୟା । କଲ୍ୟାଣ ବିଭାଗ ଶିକ୍ଷକ, ଶିକ୍ଷୟତ୍ରୀମାନେ ଶିକ୍ଷାଦାନ ପୂର୍ବକ ଇ-ସୁବିଦ୍ୟା ଅଭିଯାନର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମେ’ ୧୫ରୁ ଜୁନ ୧୭ ଯାଏ ଚାଲିବାକୁ
Read More...

ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ବିଞ୍ଝାରପୁର: ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଜି ବିଞ୍ଝାରପୁର ବ୍ଲକ ଗସ୍ତରେ ଆସି ବିଭିନ୍ନ କରୋଂଟାଇନ ସେଂଟର ପରିଦର୍ଶନ କରିବା ସହ ବ୍ଲକ କାର୍ଯ୍ୟଳୟରେ କନୋନା ସମ୍ପର୍କୀତ ସମୀକ୍ଷା ବୈଠକ କରି ଫେରିଛନ୍ତି । ପ୍ରକାଶ ଯେ ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ
Read More...

ପୁଣି ୧ କରୋନା ପଜିଟିଭ ଚିହ୍ନଟ : ଆସିଲେ ନୂଆ ୫୫ ପ୍ରବାସୀ

ଅସ୍ତରଙ୍ଗ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକର ମାଣ୍ଡୁକିଠାରେ ଥିବା ସୋପ୍ନେଶ୍ୱର ନୋଡାଲର ଜଣେ ବ୍ୟକ୍ତିଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଅଛି । ତାଙ୍କର ନାମ ଶରତ ଚନ୍ଦ୍ର ପାତ୍ର (୫୭) ଘର ଏହି ବ୍ଲକ ଅଧିନ ସାନସିରେଇ ଗ୍ରାମରେ । ସେ କୋଲକାତାରୁ ଆସି ସୋପ୍ନେଶ୍ୱର ନୋଡାଲରେ
Read More...

ସରପଂଚଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୯୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଏମାନଙ୍କ ମଧ୍ୟରୁ ଭଦ୍ରକ ୨୮, ବାଲେଶ୍ୱର ୧୭, ଗଞ୍ଜାମ ୧୬, କଟକ ୧୨, ପୁରୀ ୭, କେନ୍ଦୁଝର ୪, ଖୋର୍ଦ୍ଧା ୩, ବଲାଙ୍ଗିର ୨, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Read More...