ଯାଜପୁରରେ କରୋନା ସ୍ଥିତି ଅନୁଧ୍ୟନ କଲେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ
ଯାଜପୁର-ବୁଧବାର ତିନି ଜଣିଆ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ଯାଜପୁର ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଟିମ୍ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନଙ୍କ ସହ ସ୍ଥିତିସମ୍ପର୍କରେ ଆଲୋଚନା କରିଛନ୍ତି । କରେନା ଆକ୍ରାନ୍ତଙ୍କୁ ମିଳୁଥିବା ସୁବିଧା ସୁଯୋଗ, ଚିକିତ୍ସା ଓ କଂଟେନମେଂଟ!-->…
Read More...
Read More...