Browsing Category

ରାଜ୍ୟ

କଟକ- ଭୁବନେଶ୍ୱର ମଧ୍ୟରେ ଗଡିବ ବସ୍

ଭୁବନେଶ୍ୱର- ଚାକିରିଆଙ୍କ ସୁବିଧା ପାଇଁ ବୁଧାବାର ଠାରୁ କଟକ- ଭୁବନେଶ୍ୱର ମଧ୍ୟରେ ବସ ଚାଳିବ । ରାଜ୍ୟ ସଡକ ପରିବହନ କର୍ତୁପକ୍ଷ ଏହି ବସ ଚଳାଇବେ । ଅଫିସ ଟାଇମରେ ବସଟି ଯାଆସ କରିବ । ୩୦ ଟଙ୍କା ଭଡା ରଖାଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି ।
Read More...

ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ଟ୍ରେନ

ଭୁବନେଶ୍ୱର- ଆଜିଠୁ ଭୁବେନଶ୍ୱରୁ ଦିଲ୍ଲୀକୁ ଗଡିବ ଯାତ୍ରୀବାହୀ ଟ୍ରେନ । ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡା ଟ୍ରେନ ଚଲିବ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ନିଦେ୍ର୍ଧଶାବଳୀ ଜାରି କରିଛନ୍ତି । ଭୁବନେଶ୍ୱର- ଦିଲ୍ଲୀ ଟ୍ରେନ ଟିକେଟ ଘଂଟାଟେ ମଧ୍ୟରେ ସରିଯାଇଥିବା ନେଇ ରେଲେୱ ପକ୍ଷରୁ ସୂଚନା
Read More...

ରେଳ ଧାରଣାରେ ନ ଚାଲିବାକୁ ନିର୍ଦେଶ

ଭୁବନେଶ୍ୱର-ରେଳ ଟ୍ରାକ ଉପରେ ନଚାଳିବା ପାଇଁ ଦକ୍ଷିଣ ପୂର୍ବାଂଚଳ ରେଳପଥ ପରାମର୍ଶ ଦେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ମାଲବାହୀ ଓ ପାର୍ସେଲ ଟ୍ରେନ ଗୁଡିକ ଚଳାଚଳ କରୁଛି । ଏଥି ସହ ପ୍ରବାଶୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ଯାତାୟତ କରୁଛି । ଏହି ସମସ୍ତ ଟ୍ରେନ ଦକ୍ଷିଣ
Read More...

ମେ ୧୬ ପରେ ବଢିବ ତାତି

ଭୁବନେଶ୍ୱର- ମେ ୧୬ ତାରିଖ ପରେ ତାପମାତ୍ରାରେ ପରିବର୍ତନ ହେବ । ପାରଦ ବଢିବା ସାଙ୍ଗଙ୍କୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ୨ ସପ୍ତାହ ଧରି ଏଭଳି ସ୍ଥିତି ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ପୂର୍ବାନୁମାନ କରିଛି ।
Read More...

ମେ ୧୭ ପରେ ବଢିବକି ତାଲାବନ୍ଦ ଅବଧି ?

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀଙ୍କ ବୈଠକ ବେଳେ ୪ଟି ରଜ୍ୟ ମହାରାଷ୍ଟ୍ର,ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ପଞ୍ଜାବ ଲକାଡାଉନ ଅବଧିକୁ ବୃଦ୍ଧି କରିବା ପାଇଁ ଦାବିକରିଛନ୍ତି । ହେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି ।ତେବେ ଲକଡାଉନ ବଢିବ କି ପ୍ରତ୍ୟାହାର କରାଯିବ
Read More...

ରାଜ୍ୟରେ ୨୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ମଙ୍ଗଳବାର ରାଜ୍ୟରେ ପୁଣି ୨୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।ବାଲେଶ୍ୱରରୁ ୧୫,ଗଞ୍ଜାମ ଓ ଯାଜପୁରରୁ ୩ ଓ ପୁରୀ ଓ ବୈଦ୍ଧରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୂତନ ଆ୍ରାକନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଛି । ଏଯାବତ ରାଜ୍ୟରେ ସକ୍ରିୟ ସଂଖ୍ୟା
Read More...

ସୀମା ପାର୍ ହୋଇ ପ୍ରବେଶ କରୁଛନ୍ତି ଶହଶହ ପ୍ରବାସୀ ଶ୍ରମିକ

ରାୟଗଡା: କରୋନା ମହାମାରୀ ଯୋଗୁଁ ସାରା ଦେଶରେ ସଙ୍କଟର ସ୍ଥିତି ସୃଷ୍ଟି ହୋଇଛି । ତେବେ ଲକ୍ଡାଉନ ଘୋଷଣା ପରେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶ୍ରମିକମାନେ । କାର୍ଯ୍ୟସ୍ଥଳରୁ କଂପାନୀ କତୃପକ୍ଷ ଶ୍ରମିକ ମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରିଯିବା ପାଇଁ ବାଧ୍ୟ କରୁଥିବା ବହୁ ନଜର ରହିଛି ।
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର କର୍ମ·ରୀମାନଙ୍କର ଏକ ଦିନର ଦରମା ଏବଂ ବଦାନ୍ୟ ବ୍ୟକ୍ତି ବିଶେଷ ବିଭିନ୍ନ ଟ୍ରଷ୍ଟ ସମବାୟ ସଂସ୍ଥା ବେସରକାରୀ ଅନୁÂାନ ଦାତବ୍ୟ, ଧାର୍ମିକ, ସାଂସ୍କୃତିକ, କ୍ରୀଡ଼ା, ଶିକ୍ଷାନୁÂାନ, ବଣିକ ସଂଘ, ମହିଳା ସ୍ୱଂୟ ସହାୟକ ଗୋÂୀ, ଲାୟନ୍ସ କ୍ଲବ୍,
Read More...

ରାୟଗଡ଼ାରେ ରବି ମଣ୍ଡିର ଶୁଭାରମ୍ଭ

ରାୟଗଡା: ରବି ଧାନ ସଂଗ୍ରହ ମଣ୍ଡିର ଶୁଭାରମ୍ଭ ହୋଇଯାଇଅଛି । ରାୟଗଡା ସହରସ୍ଥିତ ଆରଏମସି ୟାର୍ଡ ପରିସରରେ ସହକାରୀ ଯୋଗାଣ ଅଧିକାରୀ ମୁରଲି କ୍ରିଷ୍ଣା ଆନୁÂାନିକ ଭାବେ ଏହି ମଣ୍ଡିର ଶୁଭାରମ୍ଭ କରିଥିଲେ । ଗତ ଏପ୍ରିଲ ମାସ ୨୭ ତାରିଖ ଦିନ ଜିଲ୍ଲାସ୍ତରୀୟ ରବି ଧାନ ସଂଗ୍ରହକାରୀ ବୈଠକ ଜିଲ୍ଲା
Read More...

ପୁରୀରେ ୨ କରୋନା ସଂକ୍ରମିତ ଚିହ୍ନଟ

ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରବିବାର ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ନେଇ ସମସ୍ୟା ଦେଖାଯିବା ସମ୍ଭାବନା ରହିଛି। ଜୁନ୍‌ ୫ରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଏବଂ ୨୩ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ
Read More...