Browsing Category

ରାଜ୍ୟ

୧୩ରୁ ଭୁବନେଶ୍ୱର ଓ ନୂଆଦିଲ୍ଲୀ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ମଇ ୧୩ରୁ ଭୁବନେଶ୍ୱର ଏବଂ ନୂଆଦିଲ୍ଲୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ହେବ। ଏହି ଟ୍ରେନ୍‌ ସେବା କଟକ, ଭଦ୍ରକ, ବାଲେଶ୍ୱର, ହିଜଲି (ଖଡ଼କପୁର), ଟାଟାନଗର ଜେନ୍‌, ମୁରି, ବୋକରୋ ଷ୍ଟଲ୍‌ ସିଟି, ଗୋମୋହ ଜେନ୍‌, କୋଡେର୍ମା, ଗୟା, ଡିଡି ଉପାଧ୍ୟାୟ ଜନ୍‌ ଏବଂ କାନପୁର ସେଣ୍ଟ୍ରାଲ୍‌ରେ
Read More...

ଟ୍ରେନ ଚେନ ଟାଣି ପ୍ରବାସୀ ଫେରାର

ଭୁବନେଶ୍ୱର- ସୁରତରୁ ଆସୁଥିବା ପ୍ରବାସୀ ଟ୍ରେନ ଚେନ ଟାଣି ଫେରିହୋଇଯାଇଛନ୍ତି । ଫେରାର ହେଇଥିବା ୨୦ ଜଣରୁ ସ୍ଥାନୀୟ ଲୋକ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ପୁଲିସକୁ ହସ୍ତାନ୍ତର କରିଛନ୍ତି ।ଅନ୍ୟମାନଙ୍କ ପତା ମିଳିନାହିଁ । ପୁଲିସ ମେସାନଙ୍କର ସନ୍ଧାନ କରୁଛି ।
Read More...

ଗଞ୍ଜାମକୁ ଗଲା ୭ଜଣିଆ ଟିମ୍: ଓଡ଼ିଶାକୁ ଫେରିଲେ ୫୫ ,୯୧୬ପ୍ରବାସୀ

Share ଭୁବନେଶ୍ବର : ଗଞ୍ଜାମ ଜିଲାରେ ରବିବାର ସୁଦ୍ଧା ୧୨୫ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି । ଗତ ୧୦ଦିନ ମଧ୍ୟରେ ୩୦ରୁ ଅଧିକ ଅଧିକାରୀଙ୍କୁ ପଠାଯାଇଥିବା ବେଳେ ଦୁଇଦିନ ତଳେ ୩ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଥିଲା । ସଂପ୍ରତି ପରିସ୍ଥିତିକୁ
Read More...

ଶୁଭାରମ୍ଭ ହେଲା ‘ଭରୋସା’ ହେଲପଲାଇନ୍‌

ମାନବସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ୍‌ ନିଶାଙ୍କ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅନଲାଇନ୍‌ କାଉନସେଲିଂ ହେଲ୍‌ପଲାଇନ ‘ଭରୋସା’ର ଶୁଭାରମ୍ଭ ଆରମ୍ଭ କରିଛନ୍ତି। ଏହି ହେଲପ୍‌ଲାଇନ୍‌ର ଶୁଭାରମ୍ଭ ସମୟରେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଉପସ୍ଥିତ ଥିଲେ।
Read More...

ଆଉ ୩ଦିନ ଲାଗିରହିବ କାଳ ବୈଶାଖୀ

ଭୁବନେଶ୍ୱର- ବିଭିନ୍ନ ସ୍ଥାନରେ ଲାଗି ରହିଥିବା କାଳବୈଶାଖୀର ପ୍ରଭାବ ଆଉ ୩ ଦିନ ଲାଗି ରହିବ ।ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ କାଳବୈଶାଖୀ ହେବା ନେଇ ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ରରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଂଟା ଭିତରେ ଭୁବନେଶ୍ୱର ଓ ଏହାର ଆଖପାଖ ଅଂଳରେ ଝଡବର୍ଷା ହେବାର
Read More...

ଗଞ୍ଜାମରେ ୪ ନୂଆ କେଭିଡ୍ ସେଣ୍ଟର

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ ଖୋଲିଲା ନୂଆ ୪ କୋଭିଡ କେୟାର ସେଣ୍ଟର । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।
Read More...

କାଲିଠୁ ଗଡିବ ଟ୍ରେନ, ଆଜିଠୁ ଟିକେଟ ବୁକିଂ

ଭୁବନେଶ୍ୱର- ମଙ୍ଗଳବାର ଠାରୁ ରେଳ ସେବା ଆରମ୍ଭ । ଆଜି ଅପରାହ୍ନ ୪ ଟାରୁ ଆଇଆରସିଟିସି ୱେବସାଇଟ ଜରିଆରେ ଟିକେଟ ବୁକିଂ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡା ଟ୍ରେନ ଚାଲିବ । ଯେଉଁ ମାନଙ୍କର ଫ୍ଲୁ ଲକ୍ଷଣ ନଥିବ ସେମାନେ ହିଁ ଯାତ୍ରା କରିପାରିବେ । ଟ୍ରେନରେ ଯାତ୍ରା କରିବାକୁ ଥିବା
Read More...

ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର

ନୂଆଦିଲ୍ଲୀ-ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି ବୋଲି ଡାକ୍ତରମାନେ କହିଛନ୍ତି । କିନ୍ତୁ ତାଙ୍କ ଠାରେ ଜ୍ୱର ଲକ୍ଷଣ ପ୍ରକାଶ ପାଇଛି ।ଜ୍ୱରର କାରଣ ଜାଣିବାକୁ ତାଙ୍କର ପରୀକ୍ଷା କରାଯାଉଛି । ଓ ତାଙ୍କୁ ସମସ୍ତ ଡାକ୍ତରୀ ସୁବିଧା ଯୋଗାଇ ଦିଆଯାଉଛି ବୋଲି ଏମ୍ସ ପକ୍ଷରୁ
Read More...

ଭଦ୍ରକ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ

ଭଦ୍ରକ- ଭଦ୍ରକ ଜିଲ୍ଲା ଗୁଆମାଳ ପଂଚାୟତ ନୂଆଶାସନ ଗାଁରେ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଆଖିପିଛୁଳାକେ ୫ ପରିବାରର ୨୦ରୁ ଅଧିକ ବଖାର ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ନିଆଁ ଲାଗିବା ସଂପର୍କରେ ଏଯାବତ୍ କୌଣସି ସୂଚନା ସଷ୍ଟିକରଣ
Read More...

ନୂଆ ୧୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମରୁ ୧୨ ,ସୁନ୍ଦରଗଡ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
Read More...