Browsing Category

ରାଜ୍ୟ

ହିନ୍ଦୁଜାଗରଣ ମଂଚ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଖୋର୍ଦ୍ଧା: ଆମ ଦେଶର ପୋଲିସ, ପ୍ରଶାସନ, ଡାକ୍ତର, ସ୍ୱଚ୍ଚତା କର୍ମଚାରୀ ଓ ସାମ୍ବାଦିକ ଭାଇ ଓ ଭଉଣୀମାନେ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ନିଜ ଜୀବନ ଓ ପରିବାରକୁ ତୁଚ୍ଛ କରି କରୋନା ଯୁଦ୍ଧରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି କରୋନା
Read More...

କେନାଲକୁ ଖସିଲା ଟ୍ରକ

ଯାଜପୁର: ଯାଜପୁର ଥାନା ତଥା ଦଶରଥପୁର ବ୍ଲକ୍ ଚିତାଳୋ ମହାବିଦ୍ୟାଳୟ ରାସ୍ତାରେ ଏକ ଚିପସ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ବେଳେ ଟ୍ରକ୍ ଚାଳକ ଚତୁରତାର ସହ ବାହାରକୁ ଡେ଼ଇଁପଡ଼ି ନିଜ ଜୀବନ ବଂଚାଇବାକୁ ସକ୍ଷମ ହୋଇଥିବା ବେଳେ କେନାଲ ଭିତରେ ଥିବା ଗୋଟିଏ ଗାଈ ଅଳ୍ପକେ
Read More...

ବର୍ଷକ ମଧ୍ୟରେ ବିଦ୍ୟୁତ ଆଘାତରେ ୧୦ ଗାଈ ମୃତ

ଯାଜପୁର: ଦଶରଥପୁର ବ୍ଲକ୍ କୟାଁ-ଦରଭା ରାସ୍ତା ପାଶ୍ୱର୍ ଚାଷ ଜମି ଦେଇ ବେପରୁଆ ଭାବେ ଟଣା ହୋଇଥିବା ବିଦୁ୍ୟତ ତାର ସଂଶ୍ପର୍ସରେ ଆସି ଉକ୍ତ ପଂଚାୟତ ଧରମପୁର ଗ୍ରାମର କୁନା ମଲ୍ଳିକଙ୍କ ଗୋଟିଏ ଗାଇ ମୃତୁ୍ୟ ବରଣ କରିଥିବା ଜଣାଯାଇଛି । ଉକ୍ତ ଘଟଣା ଘଟିବା ପରେ ସ୍ଥାନୀୟ ବିଦୁ୍ୟତ ବିଭାଗର
Read More...

ରାଜ୍ୟରେ ୫ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଢ଼ୁଛି ରାଜ୍ୟର ତାପମାତ୍ରା । ଆଗକୁ ଆହୁରି ବଢ଼ିବ । ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ଏବେ ତାପମାତ୍ରାରେ ସେମିତି କିଛି ବଡ଼ ପରିବର୍ତନ ଦେଖାଯିବନି । କିନ୍ତୁ ଏହା ପରେ ଗରମ ବଢ଼ିବ । କିଛି ସ୍ଥାନରେ ୪୦
Read More...

କରୋନାରେ ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା  ପରିସ୍ଥିତି ଗମ୍ଭୀର ରୂପ ନେଇଛି।  ଆଜି  ରାଜ୍ୟରେ କରୋନାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫୮ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ଜିଲ୍ଲା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅବହେଳା ବହୁ ବିଳମ୍ବରେ ସ୍ଵାବ ସଂଗ୍ରହ

ବିଂଝାରପୁର : ବିଂଝାରପୁର ବ୍ଲକରେ କରୋନା ସଂଦିଗ୍ଧଙ୍କ ସ୍ଵାବ ସଂଗ୍ରହକୁ ନେଇ ବିବାଦ ଦେଖାଯାଇଛି । ବ୍ଲକର ଜରୀ, ବାଙ୍ଗରା, ସିଂହପୁର, ଓଳେଇଚନ୍ଦନପୁର, ହଳଦିଡିହ, ଟିଣା, ବାଚ୍ଛୋଳ ଆଦି ପଞ୍ଚାୟତକୁ ବିଭିନ୍ନ ରାଜ୍ୟରୁ ଆସିଥିବା ସଂଦିଗ୍ଧ ମାନଙ୍କର ସ୍ଵାବ ସଂଗ୍ରହ ପାଇଁ ଜିଲ୍ଲା ସ୍ଵାସ୍ଥ୍ୟ
Read More...

ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ଵର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସୁବାସ ଚୌହ୍ୱାନଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମାତ୍ର ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଲିଭର କ୍ୟାନସରରେ ପୀଡ଼ିତ ଥିବାରୁ ସେ ଦୀର୍ଘ ଦିନ ଧରି ସେ ଅସୁସ୍ଥ
Read More...

ସଙ୍ଗରୋଧରେ ରହିବେ ସେବାୟତ

ପୁରୀ: କରୋନା କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଗେଇ ଚାଲିଛି। ପ୍ରଶାସନିକ ବିଧି ବ୍ୟବସ୍ଥା ଅନୁସାରେ ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତ ଆଜିଠାରୁ ସଙ୍ଗରୋଧରେ ରହିବେ। ତିନୋଟି ଭକ୍ତ ନିବାସରେ ୨୦୫ ଜଣ ସେବାୟତଙ୍କୁ ରଖିବା ପାଇଁ ବ୍ୟବସ୍ଥା
Read More...

ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇ ଦେଲେ ପ୍ରସୂତୀଙ୍କ ସ୍ୱାମୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପ୍ରସୂତୀଙ୍କ ସ୍ୱାମୀ ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇ ଦେବାର ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଆଜି ଗଞ୍ଜାମ ଜିଲ୍ଲା ତାରାତାରିଣୀ ଅଞ୍ଚଳରୁ ଜଣେ ପ୍ରସୂତୀଙ୍କୁ
Read More...

ଷ୍ଟେଜ୍-୩ ପାଦଦେଶରେ ରହିଛି ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆସିଲା ବଡ ସଂକେତ । ରାଜ୍ୟରେ କରୋନା ବର୍ତ୍ତମାନ ତୃତୀୟ ପର୍ଯ୍ୟାୟର ପାଦ ଦେଶରେ ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ସେ କହିଛନ୍ତି ଯେ, ବର୍ତ୍ତମାନ ଷ୍ଟେଜ୍-୩ ପାଦଦେଶରେ ରହିଛି
Read More...