ବିପଦକୁ ଖାତିର ନକରି ଫେରୁଛନ୍ତି ପ୍ରବାସୀ ଓଡ଼ିଆ
ନୂଆପଡ଼ା: କୋରୋନା ପାଇଁ ସାରା ଦେଶରେ ଜାରି ରହିଛି ଲକ୍ଡ଼ାଉନ୍ । ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଫେରାଇ ଆଣୁଛନ୍ତି । ସଂକ୍ରମଣ କୁ ରୋକିବା ପାଇଁ ସେମାନଙ୍କ ପାଇଁ କ୍ୱାରେନ୍ଟାଇନ୍ ସେନ୍ଟର୍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ପ୍ରବାସୀ ମାନଙ୍କୁ ଫେରାଇ!-->…
Read More...
Read More...