Browsing Category

ରାଜ୍ୟ

କରୋନା ଯୋଦ୍ଧାକୁ ଅବହେଳା

ଭୁବନେଶ୍ୱର- କୋଭିଡ ହସପିଟାଲରେ କର୍ଯ୍ୟରତ ଡାକ୍ତରଙ୍କୁ ମିଳିଲାନି ହୋଟେଲ । ଡିୟୁଟି ଶେଷ ହେବା ପରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ଘରକୁ ନଫେରି ହୋଟେଲରେ୧୪ ଦିନ କ୍ୱାରେଟାଂଇନରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।ମାତ୍ର ହୋଟେଲ ମାଲିକ ସେମାନଙ୍କୁ ରହିବା ପାଇଁ ଅନୁମତି ଦେଉ
Read More...

ସୁକତେଲ ପୋଲ ଭୁଶୁଡିବା ଘଟଣା:ନିର୍ବାହୀ ଯନ୍ତ୍ରୀ ସସପେଣ୍ଡ୍

ବଲାଙ୍ଗୀର-ସୁକତେଲ ପୋଲ ଭୁଶୁଡିବା ଘଟଣାରେ ପାଟଣାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନ ସସପେଣ୍ଡ । ତାଙ୍କ ସ୍ଥାନରେ ଅନ୍ୟତମ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତେବେ ପ୍ରକୃତ ଦୋଷୀ କୁହାଯାଉଥିବା
Read More...

ପୁଣି ୧୭ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୧୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର୧୮ଜିଲ୍ଲାକୁ କରୋନା ବ୍ୟାପିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ରେ ପହଂଚିଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗଞ୍ଜାମରୁ ୧୨, ମୟୂରଭଞ୍ଜରୁ ୩ ,ସୁନ୍ଦରଗଡ ଓ
Read More...

ଜୁଲାଇ ୧୧ରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ-ଘୁଂଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ମେ ୧୬ ତାରିଖ ଦିନ ଏହି ମାମାଲାର ଶୁଣାଣି ହେବାର ଥିଲା ।ତେବେ ଲକଡାଉନ ଯୋଗୁଁ ଜୁଲାଇ ୧୧ ତାରିଖକୁ ଧାର୍ଯ୍ୟ କରାଯାଇଛି । ଏନେଇ ଟ୍ରିବୁ୍ୟନାଲ ବିଜ୍ଞପ୍ତି ପ୍ରକାଶ ପାଇଛି ।
Read More...

ଛତିଶଗଡରେ ଏନକାଉଂଟର

ନୂଆଦିଲ୍ଲୀ-ଛତିଶଗଡ ରାଜନନ୍ଦଗାଓଁ ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଂଟର । ଏନକାଉଂଟରରେ ଜଣେ ପୁଲିସ ସବ୍- ଇନସପେକ୍ଟର ସହିଦହେବା ସହ ଚାରି ମାଓବାଦୀ ନିପାତ ହୋଇଛନ୍ତି ।
Read More...

ତିନି ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

ଢେ଼ଙ୍କାନାଳ: ଖୋର୍ଦ୍ଧାର ଏକ ମଦ କମ୍ପାନୀରେ କାର୍ଯ୍ୟରତ ତିନି ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ପୋଲିସ ତଦନ୍ତ ଚଳାଇଛି । ମୃତ ଡାଇଭର ମାନେ ଲକ୍ ଡାଉନ ପୂର୍ବରୁ ସ୍ପିରିଟ ନେବା ପାଇଁ ସ୍ଥାନୀୟ ଶକ୍ତି ସୁଗାର ମିଲକୁ ଆସି ଫସି ଯାଇଥିଲେ । ତେବେ ଶକ୍ତି ସୁଗାର ମିଲ ପରିସରରେ ତିନି
Read More...

କରୋନା ମୁକାବିଲା ପାଇଁ ହାତ ବଢାଇଲା ରେଳ ବିଭାଗ

ଭୁବନେଶ୍ୱର- ଟ୍ରେନରେ ହବ କୋଭିଡ ହସପିଟାଲ ।ପାଂଚ ହଜାର ରେଲୱେ କୋଚକୁ କୋଭିଡ କେୟାର ସେଂଟରରେ ପରିବର୍ତନ କରାଯାଇଛି । ଭୁବନେଶ୍ୱର ଓ ଖୋର୍ଦ୍ଧାରେ କୋଭିଡ କେୟାର କୋଚ ପାଇଁ ରେଳ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ନିହିତ କରାଯାଇଛି । ସମ୍ବଲପୁର, ଟିଟିଲାଗଡ, କଂଟାବାଂଚି,ରାୟଗଡା,
Read More...

ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର- ଶୁକ୍ରବାର ରାଉରକେଲାର ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୬୩କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
Read More...

ଚଳଚଂଚଳ ରଥଖଳା, କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ

ପୁରୀ: ଆରମ୍ଭ ହୋଇଯାଇଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମତି କ୍ରମେ ସକାଳ ୮ରୁ ରାତି ୧୦ଟା ପର୍ଯ୍ୟନ୍ତ ହେବ ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ କାର୍ଯ୍ୟ ନେଇ ୩ ମୂଖ୍ୟ ବିଶ୍ୱକର୍ମା ମହାରଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଗଠିତ ବୈଠକରେ
Read More...

ଯୁବକଙ୍କୁ ବୀଭତ୍ସ ହତ୍ୟା

ଭୁବନେଶ୍ୱର- ନୂଆପଲ୍ଲୀ ଥାନାଠାରୁ ୫ଶହ ମିଟର ଦୂରରେ ବିଭତ୍ସ ହତ୍ୟାକାଣ୍ଡ । ନିଜ ବନ୍ଧୁକୁ ପଥରରେ ଛେଚି ହତ୍ୟାକରିଛି ଅନ୍ୟ ଜଣେ ବନ୍ଧୁ । ଗତ୫ ତାରିଖ ବିଳମ୍ବିତ ରାତିରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ପୁଲିସ ଅଭିଯୁକ୍ତକୁ ଧରି କୋର୍ଟ ଚାଲାଣ କରିଛି ।
Read More...