Browsing Category

ରାଜ୍ୟ

ସୂଚନା ଓ ଲୋକସମ୍ପର୍କ ନିର୍ଦେଶକ ହେଲେ ସରୋଜ ସାମଲ

ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକସମ୍ପର୍କ(ଆଇଆଣ୍ଡପିଆର) ନିର୍ଦେଶକ ଭାବେ ଆଇଏଏସ୍ ସରୋଜ କୁମାର ସାମଲ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ସକାଳେ ବଦଳି ନିର୍ଦେଶ ପ୍ରକାଶ ପାଇବା ପରେ ଅପରାହ୍ନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି
Read More...

ଭୁବନେଶ୍ୱରରେ ହେବ ୩ ନୂଆ ଅଗ୍ନିଶମ ସେବା କେନ୍ଦ୍ର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର (ଫାୟାର ଷ୍ଟେସନ୍) ପ୍ରତିଷ୍ଠା ହେବ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ପରିସର ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଅଗ୍ନିଶମ
Read More...

ପ୍ରାର୍ଥିପତ୍ର ଦାଖଲ କଲେ ଦୀପାଳି

ଝାରସୁଗୁଡ଼ା : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ବିଜେଡିର ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ମନ୍ତ୍ରୀ ରୀତା ସାହୁ, ବିଧାୟକ ପ୍ରତାପ ଜେନା, ଶାରଦା ନାଏକ, ଅଳକା ମହାନ୍ତି ଓ
Read More...

ସରଗୁଲି ଜଙ୍ଗଲରେ ନିଆଁ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ତଥା ଉମରକୋଟ ବନ ବିଭାଗ ଅଧିନରେ ଥିବା ସରଗୁଲି ସଂରକ୍ଷିତ ଜଂଗଲରେ ଆଜି ରାତି ପ୍ରାୟ ସାଢେ ୮ଟା ସମୟରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା l ତେବେ ନିଆଁ କିଭଳି ଲାଗିଲା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଏହି
Read More...

ଡ଼ହ ଡହ ଖରାରେ କାମ କରୁଛନ୍ତି ଶ୍ରମିକ, ସରକାରୀ ନିର୍ଦ୍ଦେଶାନାମାକୁ ଫୁ

ଚମ୍ପୁଆ : ତାତିରୁ ମିଳୁନି ନିସ୍ତାର। କଲବଲ କରୁଛି ତାତି । ତତଲା ତାଓ୍ଵାରେ ଭାଜି ହେଉଛି ସାରା ରାଜ୍ୟ। ଏଥିରୁ ମଧ୍ୟ ବାଦ ପଡିନି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡ। ପଶ୍ଚିମାଞ୍ଚଳ ପ୍ରଭାବରେ ଏଠାକାର ତାପମାତ୍ରା ୪୦ ଡିଗ୍ରୀ  । ଏହି ଡ଼ହ ଖରାରେ କାମ କରୁଛନ୍ତି ଶ୍ରମିକ।
Read More...

ନୃତ୍ୟଶ୍ରୀ ଅନୁଷ୍ଠାନ ଏବେ “ନୃତ୍ୟଶ୍ରୀ ଏକାଡେମୀ ” ରୂପରେ ରୂପାନ୍ତରିତ ହେବାକୁ ଯାଉଛି

କରଞ୍ଜିଆ : 2016 ମସିହା ଠାରୁ ପ୍ରତିଷ୍ଠିତ ହୋଇଥିବା ନୃତ୍ୟଶ୍ରୀ ଅନୁଷ୍ଠାନ ନିଜର କିଛି ଅଲଗା କରିଦେଖାଇବା ଏବଂ ଭିନ୍ନ ସ୍ୱାଦର କଳାକୌଶଳତା ପାଇଁ ବହୂ ପରିଚିତ ଏବଂ ଲୋକପ୍ରିୟତା ହାସଲ କରିପାରିଛି|ଏହି ଅନୁଷ୍ଠାନର  ପ୍ରତ୍ୟେକ ଶିକ୍ଷିତ ପିଲା ନିଜର ଭିନ୍ନ ଭିନ୍ନ କଳାର ରୁଚିକୁ ବହୁତ
Read More...

କରଞ୍ଜିଆ ଡାକ୍ତର ଖାନା ମା ଓ ଶିଶୁ ବିଭାଗକୁ ମାରୱାଡି ସମାଜର ମହିଳା ସମିତି ପକ୍ଷରୁ ବେଡ଼ ପ୍ରଦାନ

କରଞ୍ଜିଆ : କରଞ୍ଜିଆ ଡାକ୍ତରଖାନାରେ ଅଛି 5 କୋଠା ବିଶିଷ୍ଟ ମା ଓ ଶିଶୁ ବିଭାଗ ଯୋଉଥିରେ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଲିଫ୍ଟ ର ବ୍ୟବସ୍ଥା ଅଛି ହେଲେ ପ୍ରସୂତି ମହିଳାଙ୍କ ରହଣି ପାଇଁ ଆବଶ୍ୟକୀୟ ବେଡ଼ ନାହିଁ, ପ୍ରସୂତି ମହିଳା ନବଜାତ ଶିଶୁ ସହିତ ତଳେ ଶୋଇବା ଯୋଗୁଁ ନାନା ରୋଗରେ ପଡୁଥିଲେ
Read More...

ଜିଲ୍ଲାପାଳଙ୍କ ଦ୍ୱାରା କରଞ୍ଜିଆ ମହୋତ୍ସବର ମୁଖ ପତ୍ର ମାଟିର ମହକ ଉନ୍ମୋଚିତ

କରଞ୍ଜିଆ : ପାଞ୍ଚପୀଢ ଉପ - ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଗ୍ରଣୀ ଅନୁଷ୍ଠାନ କରଞ୍ଜିଆ ମହୋତ୍ସବ ର ବାର୍ଷିକ ମୁଖପତ୍ର ମାଟିର ମହକ  ଜିଲ୍ଲାପାଳ ଭିନିତ ଭରଦ୍ୱାଜ ଙ୍କ ଦ୍ୱାରା ଉନ୍ମୋଚନ ହୋଇଛି l ଏହି ଉତ୍ସବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିଷିକେଶ ଦିନଦ୍ୟାନ ଖିଲାରୀ, ପି. ଏ.
Read More...

ବରପୁତ୍ର ବିଜୁବାବୁଙ୍କ ତିରୋଧାନ ଦିବସ ପାଳିତ

ଚମ୍ପୁଆ : ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ଚମ୍ପୁଆ ଏନଏସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏନ୍ଏସି ଅଧକ୍ଷ ଗିରିଜା ଶଙ୍କର ସାହୁଙ୍କ ପୈ।ରାହିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍ଵର୍ଗତ ଵିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ
Read More...

କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ଟେକ ମହେନ୍ଦ୍ରା ଦ୍ଵାରା ୨୭ ଜଣଙ୍କୁ ନିଯୁକ୍ତି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ କଳାହାଣ୍ଡି ତରଫରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଠାରେ ଏକ ନିଯୁକ୍ତି ଶିବିର ଅନୁଷ୍ଠିତ ହେଇ ଯାଇଛି। ଏଥିରେ ଟେକ ମହେନ୍ଦ୍ରା ସଂସ୍ଥା ରେ ନିଯୁକ୍ତି ପାଇଁ ୧୨୦ ଜଣ ପ୍ରାଥୀ/ପ୍ରାଥୀନି ପଂଜିକୃତ ହୋଇଥିଲେ ସେଥି ମଧ୍ୟରୁ ୨୭ ଜଣ
Read More...