ରାଜ୍ୟପାଳଙ୍କ କରକମଳରେ ସିଦ୍ଧି ପ୍ରସାଦ ସାହୁଙ୍କର ଦ୍ୱାରା ରଚିତ ପୁସ୍ତକ “ସଂଗ୍ରାମ ପଥେ’ ଉନ୍ମୋଚିତ
କଣିହାଁ : ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସିଦ୍ଧି ପ୍ରସାଦ ସାହୁ ଙ୍କର ପୁସ୍ତକ " ସଂଗ୍ରାମ ପଥେ" ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶୀ ଲାଲଙ୍କର କର କମଳରେ ରାଜଭବନ ଠାରେ ଉନ୍ମୋଚିତ ହୋଇଯାଇଅଛି। ତାଳଚେର ପ୍ରଜାମଣ୍ଡଳର ଅମର ଗାଥା"ସଂଗ୍ରାମ ପଥେ"!-->…
Read More...
Read More...