Browsing Category

ରାଜ୍ୟ

ଓଡ଼ିଶା ଦିବସରେ ଆୟୋଜନ ହେବ ଭଏସ୍ ଅଫ୍ ବାରବାଟୀ

କଟକ : ଓଡ଼ିଶାର ସର୍ବପୁରାତନ କଟକ କ୍ଲବ୍ ପ୍ରଥମଥର ପାଇଁ ସଙ୍ଗୀତଭିତ୍ତିକ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଏପ୍ରିଲ୍ ୧ ତାରିଖ, ଉତ୍କଳ ଦିବସ ଅବସରରେ କ୍ଲବ୍ ପ୍ରାଙ୍ଗଣରେ ଗୀତ ଗାୟନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ସମଗ୍ର ଓଡ଼ିଶାରୁ ୧୫ରୁ ୨୫ ବର୍ଷ ପର୍ଯ୍ୟନ୍ତ
Read More...

ନିଜ ଜନ୍ମମାଟିରେ ମି.କର୍ଣ୍ନାଟକଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା

ଚମ୍ପୁଆ : ଦୀର୍ଘ ୪ ବର୍ଷ ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି ସୁନାମଧନ୍ୟ ପୁଅ ମି.କର୍ଣ୍ନାଟକ ଓ ମି.ଦୁଵାଇ ସମ୍ମାନରେ ସମ୍ମାନିତ ସୁନାରାମ ପୂର୍ତ୍ତି  । ଏହି ଅବସରରେ ଆଜି ତାଙ୍କୁ ଚମ୍ପୁଆ ପ୍ରଶାସନ ଓ ନିଜ ଗାଁ ରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର
Read More...

ଓଡିଶା ଉଠାଜଳସେଚନ ନିଗମ ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ନିମନ୍ତେ ଦ୍ଵିତୀୟ ଥର ଜାତୀୟସ୍ତରରେ ପୁରସ୍କୃତ

ଭୁବନେଶ୍ଵର : ଓଡିଶା ଜଳସଂପଦ ବିଭାଗ ଅନ୍ତର୍ଗତ ଓଡିଶା ଉଠାଜଳସେଚନ ନିଗମକୁ ୨୦୨୨-୨୩ ବର୍ଷ ନିମନ୍ତେ ଶ୍ରେଷ୍ଠ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ ପାଇଁ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ କରାଯାଇଛି । ଉଠା ଜଳସେଚନ ପ୍ରକଳ୍ପ ଦ୍ଵାରା ଜଳ ସୁପରିଚାଳନା ତଥା ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡକୁ
Read More...

ବସ୍ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର : ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପରେ ଦୁଇ ଦିନ ପରେ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି । ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରିଛି । ଆଜି ସକାଳେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଆନ୍ଦୋଳନ ପ୍ରତ୍ୟାହୃତ
Read More...

ବଢିବ ବିଧାୟକଙ୍କ ବେତନ, ଭତା

ଭୁବନେଶ୍ୱର, ୧୫ ।୩ (ନିପ୍ର) : ବିଧାନସଭାରେ ଆଜି ବିଧାୟକମାନଙ୍କ ବେତନ ବୃଦ୍ଧି ପ୍ରସଙ୍ଗ ଉଠିଥିଲା ବେଳେ ବିଲ୍ ଆଗତ ପାଇଁ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ରୁଲିଂ ଦେଇଛନ୍ତି । ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ସବୁ କମିଟି
Read More...

ଆଇୟୁପିଏସି ପୁରସ୍କାର ପାଇବେ ଓଡ଼ିଆ ବୈଜ୍ଞାନିକ

ଭୁବନେଶ୍ୱର : ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି ସମ୍ମାନଜନକ ଆଇୟୁପିଏସି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଜ୍ୟୋତିର୍ମୟୀ ଦେଶର ପ୍ରଥମ ମହିଳା ଭାବରେ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି । ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ ସେ ପାଇବେ ଆଇୟୁପିଏସି ପୁରସ୍କାର । ଏହି
Read More...

ଗହୀରମଥାରେ ଅଲିଭରିଡ୍ଲେଙ୍କ ସମୂହ ଅଣ୍ଡାଦାନ

ରାଜନଗର : ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୯ ତାରିଖ ଦିନ ୮୮ହଜାର, ୧୦ ତାରିଖରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ଡାଦାନ କରିଛନ୍ତି । କୂଳଠାରୁ ୧ କିମି ଭିତରେ ଦୀର୍ଘ ୧ ମାସ ହେଲା
Read More...

ଆସିକା ଓକିଲ ସଂଘ ବୈଠକରେ ଋଷିକୂଲ୍ୟା ଜିଲ୍ଲା ପାଇଁ ଦାବି

ଆସିକା : ଆସିକା ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ସହର ଭାବ ବେସ ପରିଚିତ କିନ୍ତୁ ଦୁଃଖ ଓ ପଶ୍ଚାତତାପର ବିଷୟ ଆସିକା ଓକିଲ ସଂଘ ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାରୀ ସ୍ତରରେ ନାଲି ଫିତାତଳେ ଚପାଈ ଦିଆଯାଉଛି ଆସିକା ଉପରେ ନିର୍ଭର କରୁଥିବା କବିସୂର୍ଯ୍ୟନଗର,
Read More...

ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର- ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଉଡାଣ ନିର୍ଦ୍ଧାରଣ

ଛତ୍ରପୁର: ରଙ୍ଗେଇଲୁଣ୍ଡା-ଭୁବନେଶ୍ୱର- ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଉଡାଣ ନିର୍ଦ୍ଧାରଣ ଓ ସମୟ ସରଣୀ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ୱରତା ପ୍ରକାରେ ପ୍ରକାଶିତ ଏହି ପଦକ୍ଷେପ ଯୋଗୁଁ ଯାତ୍ରା ସକାଶେ ଇଚ୍ଛୁକ ଯାତ୍ରୀଗଣ ଯାତ୍ରା
Read More...

ତାଲୁକ ଆଇନ ସେବା କମିଟିର ମହିଳା ସଶକ୍ତିକରଣ ଓ ସଚେତନତା କାର୍ଯ୍ୟକ୍ରମ

ଚମ୍ପୁଆ : ଚମ୍ପୁଆ ତାଲୁକ ଆଇନ୍ ସେବା କମିଟି ଆନୁକୂଲ୍ୟରେ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳରେ ମହିଳା ସଶକ୍ତିକରଣ ଓ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ତାଲୁକ୍ ଆଇନ୍ ସେବା କମିଟିର ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ସମ୍ମାନନୀୟ ଅତିଥି ଭାବେ
Read More...