Browsing Category

ରାଜ୍ୟ

୫ରୁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା: ଆସନ୍ତା ୫ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ତେବେ କରୋନା କଟକଣା ମଧ୍ୟରେ ଏହି ଜାତୀୟ ଉଦ୍ୟାନକୁ ଖୋଲା ଯିବ । ସେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟଟକମାନେ କେବଳ
Read More...

ରାଜ୍ୟରେ ଦୈନିକ ସଂକ୍ରମଣ ହାର ୨% ତଳେ

* କେବଳ ଖୋର୍ଦ୍ଧାରେ ୩% ଉପରେ * ୧୫ଶହ ତଳକୁ ଖସିଲା କରୋନା * ପୁଣି ୬୪ଜଣଙ୍କ ମୃତ୍ୟୁ ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂକ୍ରମଣ କିନ୍ତୁ କମୁନାହିଁ । ଆଜି ଦିନକରେ ରାଜ୍ୟରେ ପୁଣି ୬୪ଜଣଙ୍କ ମୃତ୍ୟୁ
Read More...

କଟକ ବଡ ଡାକ୍ତରଖାନାରେ ଅନ୍ଧାରୀ ଚିକିତ୍ସା !

କଟକ: ଶ୍ରୀରାମ ଚନ୍ଦ୍ରଭଞ୍ଜ ମେଡିକାଲ୍ କଲେଜ୍ (ଏସିବି) ରାଜ୍ୟ ସରକାର ବିଶ୍ୱସ୍ତରୀୟ ହସ୍ପିଟାଲ୍‌ରେ ପରିଣତ କରିବା ପାଇଁ ଯୋଜନା ଜାରୀ ରଖିଥିଲା ବେଳେ ଏବେ ମେଡିକାଲରେ ଅନ୍ଧାରୀ ଚିକିତ୍ସା ଭଳି ଉଦବେଗଜନକ ଘଟଣା ଲୋକ ଲୋଚନକୁ ଆସିଛି । ଜରୁରୀକାଳୀନ ୱାର୍ଡରେ ଟର୍ଚ୍ଚ ଆଲୁଅରେ ଡାକ୍ତର
Read More...

ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ୍‌କରିଛନ୍ତି ୫୫ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର,: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ପରୀକ୍ଷାଫଳ ପୁସ୍ତିକ ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଜ୍ଞାନରେ ୯୫.୧୫% ଓ ବାଣିଜ୍ୟ ୯୪.୯୬% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଆଜି ରାତି ୮ଟାରେ
Read More...

ବନ୍ଧା ହେଲା କୋଟିପତି ପିଏସ୍

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ କୋଟିପତି ପ୍ରାଇଭେଟ୍ ସେକ୍ରେଟାରୀ (ପିଏସ୍‌) ବିରଞ୍ଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ତାଙ୍କର ଜାମୀନ ଆବେଦନ ଅଗ୍ରାହ୍ୟ ହେବାକୁ ତାଙ୍କୁ
Read More...

ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ

ଭୁବନେଶ୍ୱର : ମହାମାରୀ କରୋନାର ନିୟନ୍ତ୍ରଣ ପାଇଁ ଚାଲିଥିବା ଟିକାକରଣ ଅଭିଯାନରେ ରାଜଧାନୀ ଭୁବନେଶ୍ୱରରେ ଶତ ପ୍ରତିଶତ ଟିକାକରଣ ହୋଇଥିବା କୁହାଯାଇଛି । ତେବେ ଜୁଲାଇ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଟିକାକରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ରଖିଥିବା ଲକ୍ଷ୍ୟ ପୂରଣ ହୋଇଥିବା
Read More...

ରାଜ୍ୟରେ ସାର ସଂକଟ : କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ପାଇଁ ନିର୍ଦ୍ଧାରିତ ମାସିକ ସାର ଆବଣ୍ଟନ ଠାରୁ ଚଳିତ ଖରଫ୍‌ଋତୁରେ ନିଅଣ୍ଟିଆ ସାର ଯୋଗାଣ ଯୋଗୁଁ ରାଜ୍ୟରେ ସାର ସଙ୍କଟ ସୃଷ୍ଟି ହୋଇଥିଲା ବେଳେ ତୁରନ୍ତ ରାଜ୍ୟକୁ ଆବଶ୍ୟକ ସାର ଯୋଗାଇ ଦେବାଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ
Read More...

ଟ୍ୱିନ୍‌ସିଟି ଓ ପୁରୀରେ ସପ୍ତାହନ୍ତ ସଟ୍‌ଡାଉନ୍

* ଏଣିକି ସକାଳ ୬ରୁ ରାତି ୮ ଦୋକାନ ଖୋଲା * ସାରା ରାଜ୍ୟରେ ରାତ୍ରି କର୍ଫ୍ୟୁ ବଳବତର * ରାତି ୮ଟାରୁ ସକାଳ ୬ ନାଇଟ୍ କର୍ଫ୍ୟୁ * ଖୋଲିବ ହଲ୍‌, ମଲ୍‌, ପାର୍କ ଓ ରେଷ୍ଟୁରାଁ * ଧାର୍ମିକ, ସାମାଜିକ, ରାଜନୈତିକ ସମାବେଶ ମନା * ପ୍ରଦର୍ଶନୀ ମେଳାକୁ ନାଁ *
Read More...

ଅଗଷ୍ଟ ୨ରୁ ଉଚ୍ଚନ୍ୟାୟାଳୟରେ ହାଇବ୍ରିଡ ମୋଡ୍‌ରେ ଶୁଣାଣି

କଟକ: ଅଗଷ୍ଟ ୨ ତାରିଖରୁ ହାଇକୋର୍ଟରେ ହାଇବ୍ରିଡ୍ ମୋଡ୍‌ରେ ମାମଲା ଶୁଣାଣି ହେବ । ଉଭୟ ଭର୍ଚୁଆଲ୍ (ଆଭାସି) ଓ ବ୍ୟକ୍ତିଗତ ଉପସ୍ଥିତି ରହି (ଫିଜିକାଲ) ବ୍ୟବସ୍ଥାରେ ଉଚ୍ଚନ୍ୟାୟାଳୟରେ ମାମଲା ଶୁଣାଣି ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏ ନେଇ ଉଚ୍ଚନ୍ୟାୟାଳୟ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ
Read More...

ଭୁବନେଶ୍ୱରରେ ୫ଶହ ଡେଇଁଲା ଡେଙ୍ଗୁ

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫ଶହ ଡେଇଁ ଯାଇଛି । ଗତକାଲି ୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ଆଉ ୫୨ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୩ରୁ ବଢ଼ି ୫୦୫ରେ ପହଞ୍ଚିଛି । ଏହା କେବଳ
Read More...