Browsing Category

ରାଜ୍ୟ

ରାଜ୍ୟରେ ଖୋଲିବ ମେଡିକାଲ କଲେଜ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ବନ୍ଦ ଥିବା ମେଡିକାଲ କଲେଜକୁ ପୁଣି ଥରେ ଖୋଲିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏଥିନେଇ ଡିଏମଇଟିଙ୍କୁ ଚିଠି ଲେଖି ଜଣାଇଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର । କୋଭିଡ୍ ଗାଇଡଲାଇନ୍ ପାଳନ ପୂର୍ବକ ପୁଣିଥରେ
Read More...

ରାଜ୍ୟରେ ପୁଣି ୬୫ ମୃତ: ୧୬୫୨ ନୂଆ ପଜିଟିଭ୍

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଗତ କିଛି ଦିନ ଧରି ରାଜ୍ୟରେ ପ୍ରାୟତଃ ସ୍ଥିର ରହିଥିଲା ବେଳେ ଆଜି ୧୬୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ୬୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭୬୮କୁ
Read More...

ବିଧାନସଭାରେ ପି.ଏନ୍‌.ବି. ଏ.ଟି.ଏମ୍‌.

ଭୁବନେଶ୍ୱର: ବିଧାନସଭା ପରିସରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏ.ଟିଏମ୍‌. ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇ ଏ.ଟିଏମ୍‌. ଶାଖା ଉଦଘାଟନ କରିଥିଲେ । ବିଧାନସଭା ପରିସରରେ ଏ.ଟିଏମ୍‌. ଖୋଲିବା ଦ୍ୱାରା ବିଧାନସଭା କର୍ମଚାରୀ ଓ
Read More...

ରାଜ୍ୟରେ ୧୭୦୩ ପଜିଟିଭ, ୬୯ ମୃତ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଗତକାଲି ଦୈନିକ ସଂକ୍ରମଣ ୧୬୨୨ ଥିବା ବେଳେ ଆଜି ବୃଦ୍ଧି ପାଇ ୧୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮୮ ଜଣ କ୍ୱାରେଣ୍ଟାଇନ୍‌ରୁ ଏବଂ ୭୧୫ ଜଣ ହେଉଛନ୍ତି ସ୍ଥାନୀୟ
Read More...

ରାଜ୍ୟରେ ଚାଲିଛି କରୋନା ମୃତ୍ୟୁର ଅଡିଟ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହାଁ ଥିବା ବେଳେ ମୃତ୍ୟୁ ସଂଖ୍ୟାର ଅଡିଟ ଶେଷ ହେଉ ନାହିଁ । ଦୈନିକ ପ୍ରାୟ ୬୦ରୁ ୭୦ ମୃତକଙ୍କ ସମ୍ପର୍କରେ ସୂଚନା ଦିଆଯାଉଥିବା ବେଳେ ଏହାକୁ ଦେଖି ଲୋକଙ୍କ ମନରେ ଛନକା ପଶି ଯାଉଛି । ହେଲେ ଆଉ ମାତ୍ର ୧୦ରୁ ୧୫ ଦିନ ମଧ୍ୟରେ କରୋନାର ବଳକା
Read More...

କେନ୍ଦ୍ରାପଡ଼ା ସହର ଓ ପାଖ ୪ ପଞ୍ଚାୟତରୁ ହଟିଲା ୧୪୪ ଧାରା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ଓ ୪ ପଞ୍ଚାୟତରୁ ହଟିଲା ୧୪୪ ଧାରା । କୌଣସି ସ୍ଥାନରେ ଲୋକ ଗହଳି ନହେବାରୁ, ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବାରୁ, ଶାନ୍ତି ବଜାୟ ରହିଥିବାରୁ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଠିକ୍ ଥିବାରୁ ଗତ ରାତି ୧୧ଟାରୁ କଟକଣାକୁ ହଟାଇ ଦେଇଛି ଜିଲ୍ଲା ପ୍ରଶାସନ ।
Read More...

ସ୍ନାନ ଅଭାବରୁ ସଂଗ୍ରହାଳୟରେ ରହିବନି ମହାପ୍ରଭୁଙ୍କ ତିନି ରଥ

ପୁରୀ: ସଂଗ୍ରହାଳୟରେ ରହିବନି ମହପ୍ରଭୁଙ୍କ ତିନି ଐତିହାସିକ ରଥ । ପ୍ରତିବର୍ଷ ଭଳି ଗତବର୍ଷର ଏହି ତିନି ରଥର ଅଂଶକୁ ପରିଚାଳନା କମିଟିର ଧାର୍ଯ୍ୟ ଦରରେ ବିକ୍ରି କରି ଦିଆଯିବ । ବାକି ଅଂଶ ଶ୍ରୀମନ୍ଦିର ରୋଷ ଘରେ କୋଠଭୋଗ ପ୍ରସ୍ତୁତିରେ ଲାଗିବ । ତିନି ରଥର ସଂରକ୍ଷଣ ନେଇ ଶ୍ରୀମନ୍ଦିର
Read More...

ପାଞ୍ଚ ଦିନ ଯାଏ ବର୍ଷାରୁ ନିସ୍ତାର ନାହିଁ

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ କ୍ରମସ ଘନିଭୁତ ହୋଇ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୮ ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳବର୍ତୀ, ଆଭ୍ୟନ୍ତରିଣ ଅଂଚଳ ସମେତ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି
Read More...

ଭିଜିଲାନ୍ସ ଜାଲରେ କିରାଣୀ

ସମ୍ବଲପୁର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କ ଦିଲିପ ଦେବ ଘର ଓ ଅଫିସିରେ ଭିଜିଲାନ୍ସ ଆଜି ଚଢାଉ କରିଛିି । ଭିଜିଲାନ୍ସ ଅଧିକାରୀଙ୍କ ସହ ୩ ଜଣ ଡିଏସପି, ୩ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କ ପକ୍ଷରୁ ଚଢାଉ କରାଯାଉଛି ।
Read More...

ବିଦ୍ୟାଭାରତୀଙ୍କ ଚତୁର୍ଥ ହାତ ଲେଖା ଚିଠିକୁ ନେଇ ଚର୍ଚ୍ଚା

ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହୋଇପାରି ନଥିଲା ବେଳେ ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତ ଲୋଖା ଚିଠି ଉଧାର ହୋଇଛି । ଏହି ଚିଠିରେ ତାଙ୍କ ମନ ଭିତରେ ଥିବା ଘୃଣା, ଅବଶୋସ, ବ୍ୟଥା, ବେଦନା, ପ୍ରତିହିଂସାର ଛାପ ସ୍ପଷ୍ଟ ବାରିହେଇ ପଡୁଛି
Read More...