Browsing Category

ରାଜ୍ୟ

ସର୍ପାଘାତରେ ୭ବର୍ଷରେ ଗଲାଣି ୨୨୨ ଜୀବନ

ଯାଜପୁର: ଯାଜପୁର ଏକ ପ୍ରାକୃତିକ ବିପର୍ଯ୍ୟୟର ଜିଲ୍ଲା ହୋଇଥିବା ବେଳେ ସର୍ପାଘାତ ଜିଲ୍ଲାବାସୀଙ୍କ ପାଇଁ ବିପଦ ଆଣୁଛି । ଜିଲ୍ଲାର ଚତୁଃପାର୍ଶ୍ୱରେ ନଦୀନାଳ ଘେରା ହୋଇଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟ ରହିଛି । ଫଳରେ ପ୍ରତିବର୍ଷ ଜିଲ୍ଲାରେ ସାପ କାମୁଡା ଯୋଗୁ ଅନେକ ଲୋକଙ୍କ ଜୀବନ ଯାଉଛି ।
Read More...

କୋଭିଡ ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ଦେବଗଡ: ଦେବଗଡ଼ରେ ବେଦାନ୍ତ ଗ୍ରୁପ୍ ସହଯୋଗରେ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ଆଜି ଉଦ୍‌ଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାକୁ ଉଦ୍‌ଘାଟନ କରି କହିଥିଲେ ଯେ କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ୱ
Read More...

ପଂଚାୟତ କାର୍ଯ୍ୟାଳୟ ତାଲା ଭାଙ୍ଗି ଲୁଟ୍‌

ଯାଜପୁର : ପଂଚାୟତ କାର୍ଯ୍ୟାଳୟରୁ ଚୋରି । କାର୍ଯ୍ୟାଳୟ ତାଲା ଭାଙ୍ଗି ନଗଦ ଟଙ୍କା, ସରକାରୀ କାଗଜପତ୍ର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁବୁର୍ତତ । ଅଭିଯୋଗ ପରେ ପୁଲିସ୍ ଘଟଣାକୁ ନେଇ ତଦନ୍ତ ଜାରି ରଖିଛି । ଏଭଳି ଘଟଣା ଘଟିଛି ଦଶରଥପୁର ବ୍ଲକ ବିରିପଟା ପଂଚାୟତ
Read More...

ଗାଧୋଇବା ବେଳେ ନାଳରେ ବୁଡି ଯାଇ ଯୁବକଙ୍କ ମୃତ୍ୟୁ

ଯାଜପୁର : ବଢ଼ାବଢ଼ି କର ମୁଁ ଅଳ୍ପ ସମୟ ମଧ୍ୟରେ ଗାଧୋଇ ଫେରୁଛି । ଏଭଳି କେଇପଦ କଥା ନିଜ ମା’ଙ୍କୁ କହି ଗାଧୋଇବାକୁ ଯାଇଥିବା ଜଣେ ୨୧ ବର୍ଷିୟ ଯୁବକର ପାଣିରେ ବୁଡି ଅଭାବନୀୟ ମୃତ୍ୟୁ ଘଟିଛି । ମୃତକ ଯୁବକ ହେଉଛନ୍ତି ଦଶରଥପୁର ବ୍ଲକ ତଥା ମଙ୍ଗଳପୁର ଥାନା ଥାଲକୁଡି ପଂଚାୟତ ଦକ୍ଷିଣବନ୍ଧ
Read More...

କେନ୍ଦ୍ରର ୬.୨୮ ଲକ୍ଷ କୋଟି ମୂଲ୍ୟର ଆର୍ଥିକ ପ୍ୟାକେଜ୍ ଘୋଷଣାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ଼ କରିବା, ରପ୍ତାନୀକୁ ଗତି ଦେବା ସହ ରୋଜଗାର ପ୍ରଦାନ କରିବା ଏବଂ କୋଭିଡ ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ଆର୍ଥିକ ସଂକଟକୁ ମୁକାବିଲା କରିବା ପାଇଁ ପଦକ୍ଷେପସ୍ୱରୂପ ୬.୨୮ ଲକ୍ଷ କୋଟି ମୂଲ୍ୟର ଆର୍ଥିକ ପ୍ୟାକେଜ ଘୋଷଣା
Read More...

ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ର ଲାକ୍ରାଙ୍କ ନାମ ସୁପାରିଶ

ଭୁବନେଶ୍ୱର: ଜାତୀୟ କ୍ରୀଡା ପୁରସ୍କାର ପାଇଁ ରାଜ୍ୟ କ୍ରୀଡା ବିଭାଗର ସୁପରିସ । ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ଦୌଡରାଣୀ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍ କରିଛନ୍ତି ରାଜ୍ୟ ସରକାର । ଏହାସହ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର ବୀରେନ୍ଦ୍ର
Read More...

ଦିନକରେ ୨୬୪୦ କୋଭିଡ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଦୈନିକ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । ୨୪ ଘଂଟା ମଧ୍ୟରେ ୨୬୪୦ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୫୧୭ ଓ ସ୍ଥାନୀୟ ସଂକ୍ରମିତ ୧୧୨୩ ଜଣ ରହିଛନ୍ତି । ଅନୁଗୁଳ ଜିଲ୍ଲାରୁ ୮୯ ଜଣ ନୂଆ ସଂକ୍ରମିତ
Read More...

କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଆଇସିୟୁରେ

ଢ଼େଙ୍କାନାଳ: ନିଜ କଣ୍ଠର ଯାଦୁଗରୀରେ ଅଗଣିତ ଫ୍ୟାନ୍ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ ହୋଇ ପଡିଛନ୍ତି । ଲିଭର ଶିରୋସିସ ସହିତ ହାର୍ଟ ଓ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ହୋଇ ରବିବାର ଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଶକ୍ତି ମିଶ୍ର । ତାଙ୍କୁ
Read More...

୮ଟି ଜିଲ୍ଲାରେ ଲାଗୁ ହେଲା ଗହଣାରେ ହଲ୍‌ମାର୍କିଂ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ବାଧ୍ୟତାମୂଳକ ହଲ୍‌ମାର୍କିଂକୁ ରାଜ୍ୟର ୮ଟି ଜିଲ୍ଳାରେ ଲାଗୁ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଗଂଜାମ, ଯାଜପୁର, ଖୋର୍ଦ୍ଧା, ମୟୂରଭଂଜ ଓ ସମ୍ବଲପୁର । ଏହି ଜିଲ୍ଲାର ଅଳଙ୍କାର ଦୋକାନୀମାନେ କେବଳ
Read More...

ଜୁଲାଇ ୫ରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଫର୍ମ ଫିଲଅପ୍‌: ମାଧ୍ୟମିକ ଶିକ୍ଷା ପରିଷଦ

କଟକ: ମାଟ୍ରିକ ମୂଲ୍ୟାୟନରେ ହୋଇଛି କି ତ୍ରୁଟି? ଏଥିନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଉତର ରଖିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଓ ଉପସଭାପତି । ସେମାନେ କହିଛନ୍ତି ଯେ, ଶ୍ରେଣୀଗୃହ ପାଠପଢ଼ା ହୋଇ ନଥିବାରୁ ସେଥିପ୍ରତି ଧ୍ୟାନ ଦେଇ ପାଠ୍ୟକ୍ରମ କମା ଯାଇଥିଲା । ଶହେ ଦିନର ପାଠପଢ଼ା
Read More...