Browsing Category

ରାଜ୍ୟ

କରୋନା କାଳରେ ୱେବ୍ ସତସଙ୍ଗ

ଭୁବନେଶ୍ୱର(ଭାଗବତ ତ୍ରିପାଠି): ସମଗ୍ର ପୃଥିବୀକୁ କରୋନ ମହାମାରୀ ୨୦୧୯ କରାୟତ କରି ରଖିଚି । ମାନବ ସମାଜ ଏବେ ଉପାୟ ଶୁନ୍ୟ ।ଏହି ଘଡିସନ୍ଧି ମୁହୂର୍ତ୍ତ ରେ ମାନବ ସମାଜର ଉଦ୍ଧାର କର୍ତ୍ତା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭକ୍ତ ଏବଂ ଅନୁରାଗୀ ମାନେ ଆଚାର୍ଯ୍ୟଦେବ ଶ୍ରୀ ଶ୍ରୀ
Read More...

ଜୋରସୋରରେ ଚାଲିଛି ତିନିରଥର ନିର୍ମାଣ

ପୁରୀ: ଆସନ୍ତା ଜୁଲାଇ ୧୨ ତାରିଖରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ହାତଗଣତି ପରି ଆଉ ମାତ୍ର ରହିଲା ୧୪ ଦିନ । ରଥଯାତ୍ରା ଯେତିକି ପାଖେଇ ଆସୁଛି ତିନିରଥ ନିର୍ମାଣ କାର୍ଯ୍ୟ ସେତିକି ଅଗ୍ରଗତିରେ ଚାଲିଛି । ମିଳିଥିବା ସୂଚନା
Read More...

ଓପିଟିସିଏଲ୍ ପେନସନରମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା

ଭୁବେନଶ୍ୱର: ଓଡିଶା ବିଦ୍ୟୁତ ଶକ୍ତି ସଞ୍ଚାର ନିଗମ ଲିମେିଟଡ ଆଜି କମ୍ପାନୀର ଅବସରପ୍ରାପ୍ତ କମର୍ଚାରୀମାନଙ୍କ ପାଇଁ ଓରିଏଂଟଲ ରାଷ୍ଟ୍ରାୟତ ବୀମା କମ୍ପାନୀର ସହେଯାଗେର ଏକ ସ୍ୱାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ କରିଛି । ଏହି ଅବସରେର ଓପିଟିସିଏଲ ପରିଚାଳନା ନେିଦ୍ଦର୍ଶକ ଶ୍ରୀ ସଂଜୀବ ସିଂ
Read More...

କଳାହାଣ୍ଡିରେ ତରଳ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତପ୍ରସ୍ତର

ଭବାନୀପାଟଣା - କଳାହାଣ୍ଡି ସମେତ ସାରା ରାଜ୍ୟରେ କୋରନା ମହାମାରୀ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ଦ୍ୱିତୀୟ ଲହର ଥମିବାପରେ ସମ୍ଭାବ୍ୟ ତ୍ରୃତୀୟ ଲହର କୁ ନେଇ ସମସ୍ତ ଙ୍କୁ ଚିନ୍ତାଘାରିଛି ।ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ବର୍ତ୍ତମାନ ଠାରୁ ପ୍ରସ୍ତୁତ ଅଛନ୍ତି । ପ୍ରସ୍ତୁତି
Read More...

ଅନାଥ ଶିଶୁଙ୍କ ଉପରେ ପଡିଲା ପ୍ରଶାସନ୍‌ର ଦୃଷ୍ଟି

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକର କାଉଁରିକଳା ଗ୍ରାମର ଦୁଇ ପିତୃମାତୃହୀନ ଶିଶୁଙ୍କ ଉପରେ ପ୍ରଶାସନର କୃପା ଦୃଷ୍ଟି ପଡିଥିବାର ଲକ୍ଷ୍ୟ କରାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଶିଶୁ ମଙ୍ଗଳ ସମିତିର ସଦସ୍ୟା ଉକ୍ତ ଦୁଇ ପିଲାଙ୍କ ନିକଟରେ ପହଂଚି ସେମାନଙ୍କ ଭଲ ମନ୍ଦ ବୁଝିବା ସହ
Read More...

ସୀମାନ୍ତରେ ୪ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟ ଚେରଲା ପୋଲିସ ଓ ୧୪୧ବାଟାଲିଆନ ର ସିଆରପିଏଫ ଯବାନ ଆଜି ମିଳିତ କୁମିଙ୍ଗ ଅପେରସନ ବାହାରିଥିଲେ!ଏହି ସମୟରେ ବାଟିନାପାଲ୍ଲୀ - ରାମଚନ୍ଦ୍ରପୁରମ୍ ଗ୍ରାମ ମଧ୍ୟରେ ଥିବା ଏକ ଜଙ୍ଗଲ ଅଂଚଳରୁ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଚାରି
Read More...

ପାଇକ ବିଦ୍ରୋହ ହିଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ

ଭୁବନେଶ୍ୱର: ୧୮୧୭ ମସିହା ପାଇକ ବିଦ୍ରୋହ ହିଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ବହୁ ବିଶିଷ୍ଟ ବକ୍ତା ମତବ୍ୟକ୍ତ କରିଛନ୍ତି । ଭୁବନେଶ୍ୱରସ୍ଥିତ ପତ୍ରସୂଚନା କାର୍ଯ୍ୟାଳୟ ଓ ଆଂଚଳିକ ଜନସମ୍ପର୍କ ବ୍ୟୁରୋ ପକ୍ଷରୁ ମିଳିତଭାବେ ଆୟୋଜିତ ୱେବିନାରରେ ଯୋଗଦେଇ ବକ୍ତାଗଣ ଏହା କହିଛନ୍ତି ।
Read More...

ଭୁବନେଶ୍ୱରକୁ ୨ଟି ସ୍ମାର୍ଟ ସିଟି ପୁରସ୍କାର

ଭୁବନେଶ୍ୱର: ମନ୍ଦିରମାଳିନୀ ସହର ତଥା ଦେଶର ପ୍ରମୁଖ ସ୍ମାର୍ଟ ସିଟି ଭୁବନେଶ୍ୱର ଏଥର ମଧ୍ୟ ଇଣ୍ଡିଆ ସ୍ମାର୍ଟ ସିଟି ଆୱାର୍ଡସ କଣ୍ଟେଷ୍ଟ (ଆଇଏଏସ୍‌ସି)ରେ ଦୁଇଟି ପୁରସ୍କାର ହାସଲ କରିଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)ର ଦୁଇଟି ପ୍ରମୁଖ ପ୍ରକଳ୍ପ ଯଥା, ସାମାଜିକ
Read More...

ବ୍ରହ୍ମପୁରରେ ପେଟ୍ରୋଲ ୧୦୦

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପ୍ରଥମ ଥର ପାଇଁ ପେଟ୍ରୋଲ୍ ଲିଟର ଦର ୧୦୦ ଟଙ୍କା ଛୁଇଁଛି । ଆଜି ପେଟ୍ରୋଲ୍‌ର ଲିଟର ଦର ସହରରେ ୧୦୦ଟଙ୍କା ୩୧ ପଇସା ରହିଛି । ସେହିଭଳି ଡିଜେଲ୍ ଦର ଲିଟର ରହିଛି ୯୭.୯୯ ଟଙ୍କା । ବ୍ରହ୍ମପୁର ସହରରେ ପୂର୍ବରୁ କେବେ ପେଟ୍ରୋଲ୍ ଲିଟର ଦର ୧୦୦ ଟଙ୍କା ଛୁଇଁ ନ
Read More...

ମହିଳାଙ୍କୁ ହତ୍ୟା : ଶିଶୁ ପୁତ୍ର ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ମହାକାଳପଡ଼ା କଣ୍ଡରାପାଟିଆ ଜମ୍ବୁ ମୁଖ୍ୟ ରାସ୍ତାରେ ଆଜି ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ନିକଟରେ ଗୁରୁତର ଅବସ୍ଥାରେ ଗୋଟିଏ ୪ବର୍ଷର ଶିଶୁ ପୁତ୍ରକୁ ମଧ୍ୟ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ ଦେଖିବା ପରେ ଶିଶୁକୁ ଉଦ୍ଧାର
Read More...