ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନି। ନିଜ ସୌନ୍ଦର୍ୟ୍ୟ ଏବଂ ଫିଟ୍ନେସ୍ ପାଇଁ ବି-ଟାଉନ୍ରେ ବେଶ୍ ଜଣାଶୁଣା। ସେ ସୋଶାଲ ମିଡିଆରେ ମଧ୍ୟ ବେଶ୍ ଆକ୍ଟିଭ। ପ୍ରତିଦିନ ତାଙ୍କର କିଛି ନା କିଛି ଭିଡିଓ ସାମ୍ନାକୁ ଆସିଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତାଙ୍କର ତଥାକଥିତ ବୟଫ୍ରେଣ୍ଡ ଟାଇଗର ସ୍ରଫଙ୍କୁ ଟକ୍କର ଦେବା ପାଇଁ ଚେଷ୍ଟା କରୁଛନ୍ତି।
ଟାଇଗରଙ୍କୁ ମାତ୍ ଦେବା ପାଇଁ ଦିଶା କରୁଛନ୍ତି ବଟରଫ୍ଲାଏ କିକ୍। ତାଙ୍କର ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦିଶା ଏହି ଭିଡିଓକୁ ନିଜ ଇନ୍ଷ୍ଟାଗ୍ରାମରେ ସେଆର କରି ଲେଖିଛନ୍ତି, “୰ଗ୍ଧଷrକ୍ଟଙ୍ଗଭବମଳ ମୋର ଯେତେବେଳେ ପର ଥିଲା।’