ୱାଶିଟନ : ସାରା ବିଶ୍ବ ଏବେ କରୋନା କବଳିତ। ଦିନକୁ ଦିନ କାୟା ଅଧିକ ବ୍ୟାପୀବାରେ ଲାଗିଛି। ବିଶ୍ବର ୨୧୩ଟି ଦେଶରେ ଏବେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ସୋମବାର ମଧ୍ୟାହ୍ନ ସୁଦ୍ଧାବିଶ୍ୱରେ ୭୦,୯୨,୯୧୯ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୪,୦୬,୨୦୭ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ୩୪,୬୨,୧୮୫ ଜଣ ଆରୋଗ୍ୟ ଲାଭ କରିଛନ୍ତି।
 
			