ମା ତୋ ପରି କେହି ନାହିଁ

ଆରିଜୋନା: ମା ତୋ ପରି କେହି ନାହିଁଁ । ଏହି ବାସ୍ତବ ଉକ୍ତିକୁ ସତ କରଛନ୍ତି ଏମିତି ଜଣେ ମା , ଯିଏ ନିଜ ସନ୍ତାନକୁ ବଂଚାଇବାକୁ ଯାଇ ନିଜେ ନିଆଁ ରେ ଜିଅନ୍ତା ଦଗ୍ଧ ହୋଇଛନ୍ତି । ଏଭଳି ଏକ ହୃଦୟ ବିଦାରଖ ଘଟଣା ଦେଖିବାକୁ ମିଳିଛି ଆମେରିକାର ଆରିଜୋନାରେ । ଏକ ତିନିମହଲା କୋଠା ନିଆଁ ଲାଗିଯାଇଥିବା ବେଳେ ସେଥିରେ ଫସିରହିଥିଲେ ଦୁଇ ଶିଶୁ ସମେତ ତାଙ୍କ ମା । ନିଆଁ ଭିତରେ ଜଳୁଥିବା ଜଣେ ମହିଳା ଜଣଙ୍କ ଜଣେ ଶିଶୁକୁ ତଳକୁ ପକାଇ ଦେଇଥିବା ସହ ଅନ୍ୟ ଜଣେ ଶିଶୁ କୁ ବଂଚାଇବାକୁ ଯାଇ ନିଜେ ନିଆଁ ର ଆକ୍ରୋଶରେ ଆସିଯାଇଥିଲେ ।

Leave A Reply

Your email address will not be published.

fifteen − eleven =