ଦକ୍ଷିଣ ମେକ୍ସିକୋରେ ଶକ୍ତିଶାଳୀ ଭୂ-କମ୍ପ

ମେକ୍ସିକୋ- ଦକ୍ଷିଣ ମେକ୍ସିକୋର ପ୍ରଶାନ୍ତ ମହାସାଗର ଉପକୂଳରେ ବଡଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ।ରିକ୍ଟର ସ୍କେଲେରେ ଏହାର ତ୍ରୀବତା ୭.୪ ରହିଥିଲା । ଏହି ଭୂମିକମ୍ପରେ ଛଅ ଜଣ ବ୍ୟକ୍ତିଙ୍କ ମୃତ୍ୟ ହୋଇଥିବା ବେଳେ ଅନେକ ଆହାତ ହୋଇଛନ୍ତି । ଏହାର ପ୍ରଭାବରେ ୨୦୦ ଘର ନଷ୍ଟ ହୋଇଛି ।

Leave A Reply

Your email address will not be published.

four × 3 =