ୱାସିଂଟନ- ଅନଲାଇନ କ୍ଲାସରେ ନାମ ଲେଖାଇ ଥିବା ବିଦେଶୀ ଶିକ୍ଷାର୍ଥୀ ଆମେରିକାରେ ରହିପାରିବେ ନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକା କହିଛି । ଆମେରିକାରେ ସୁବୁଠାରୁ ଅଧିକ ବିଦେଶୀ ଶିକ୍ଷାର୍ଥୀ ଚୀନ ଦେଶର । ଦ୍ୱତୀୟ ସ୍ଥାନରେ ଭାରତ, ତାପରେ ଦକ୍ଷିଣ କୋରିଆ, ସାଉଦି ଆରବ ଓ କନାଡା ରହିଛି । ଯଦି ଚୀନ ଦେଶର ଶିକ୍ଷାର୍ଥୀ ମାନେ ଆମେରିକାରେ ରହିବେ ତେବେ ଅନେକ ଭାରତୀୟ ପ୍ରଭାବିତ ହେବେ ।