ଭାରତକୁ ଭେଣ୍ଟିଲେଟର୍ ଦେବ ଆମେରିକା
ୱାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ଭେଣ୍ଟିଲେଟର୍ ଦାନ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଘୋଷଣା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ନିବିଡ଼ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପରମ ବନ୍ଧୁ ବୋଲି ଗୁରୁତ୍ବ ଦେଇ କହିବାର ପରେ ଟ୍ରମ୍ପ୍ ଏଭଳି ଘୋଷଣା କରିଛନ୍ତି।
!-->!-->!-->…