ନୂତନ ଏଡିଏମ୍ଙ୍କ ଯୋଗଦାନ
ରାୟଗଡା: ରାୟଗଡା ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶରତ ଚନ୍ଦ୍ର ପଣ୍ଡା, ଓ.ପ୍ର.ସେ (କ) କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏଥି ପୂର୍ବରୁ ଶ୍ରୀ ପଣ୍ଡା ସୂବର୍ଣ୍ଣପୁର ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବରେ ୨୦୧୮ ମସିହାଠାରୁ ୨୦୨୦ ଯାଏଁ କାର୍ଯ୍ୟରତ ଥିଲେ । ଏଥିସହ ଅତିରିକ୍ତ!-->…