ଆଜିଠୁ ମୋ ବସ ସେବା ଆରମ୍ଭ

ଭୁବନେଶ୍ୱର-ପ୍ରବାସୀମାନଙ୍କ ପାଇଁ ଆଜିଠୁ ମୋ ବସ ସେବା ଆରମ୍ଭ ହୋଇଛି ।ଭୁବନେଶ୍ୱର ,କଟକ ଓ ଖୋର୍ଦ୍ଧ ରୁଟରେ ଏହି ବସ ଗୁଡିକ ଚାଲିବ ବୋଲି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ବିମାନବନ୍ଦର ଓ ଷ୍ଟେସନରେ ପହଂଚୁଥିବା ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପଂହଚେଇ । ବସ ଭିତରେ ସାମାଜିକ

ଘରୁ କାମ କରିବା ବେଳେ ଇ-ଅଫିସ୍‌ରେ କୌଣସି ଗୋପନୀୟ ଫାଇଲ୍‌ କାମ କରାଯିବ ନାହିଁ

ନୂଆଦିଲ୍ଲୀ: ଇ-ଅଫିସ୍‌ ମାଧ୍ୟମରେ କୌଣସି ଗୋପନୀୟ ଫାଇଲ୍‌ କାମ କରାଯିବ ନାହିଁ ବୋଲି ଗୁରୁବାର ଦିନ କେନ୍ଦ୍ର ଗୃହ ବ୍ୟାପାର ନିର୍ଦେଶ ଦେଇଛି। ଗୃହ ବ୍ୟାପାର ମନ୍ତ୍ରାଳୟ ସହ ପରାମର୍ଶ କରି ରାଷ୍ଟ୍ରାୟତ ‘ନ୍ୟାସ୍‌ନାଲ୍ ଇନ୍‌ଫରମେଟିକ୍ସ ସେଣ୍ଟର୍’ ଗୋପନୀୟ ଫାଇଲ୍/ସୂଚନା ଆଦିକୁ ଦୂରରୁ ଥାଇ

ଯାତ୍ରୀଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ

ଭୁବନେଶ୍ୱର- ବିମାନ ଓ ଟ୍ରେନରେ ଆସୁଥିବା ଯାତ୍ରୀଙ୍କ ପାଇଁ ପ୍ରାକ୍ ପଞ୍ଜୀକରଣ ଓ ସଙ୍ଗରୋଧ ରହିବା ବାଧ୍ୟତାମୂଳକ । ଏନେଇ ସରକାରଙ୍କ ପକ୍ଷରୁ ନିର୍ଦେଶାବଳୀ ଜାରି କରାଯାଇଛି । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ୱତନ୍ତ୍ର

କେଉଁଠୁ ଆସିବ ୨୦ ଲକ୍ଷ କୋଟି : ନିରଞ୍ଜନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଉପରେ ବହୁ ସମୟ ଦେଶବାସୀଙ୍କୁ ସମ୍ବୋଧିତ କଲେ। ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ ଏହି କଥା ୫ ମିନିଟ୍‍ରେ ସାରିଥାନ୍ତେ। ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କା ବଜେଟ୍‍ରୁ କାଟିକରି ଦେବେ କିମ୍ବା ଅନ୍ୟ କେଉଁଠୁ ଆଣିବେ ତାହା ସ୍ପଷ୍ଟ

ନୂଆ ୭୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଆଜି ପୁଣି ୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରୁ ୫୦ ସୁରତ ଫେରନ୍ତା ବୋଲି ଜଣାପଡିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କୋଟ ଗାଉନରେ କରୋନା ସଂକ୍ରମଣ ଭୟ

ନୂଆଦିଲ୍ଲୀ-କୋଟ ଗାଉନ ପରିଧାନ କରିବେନି ବିଚାରପତି ଓ ଆଇନଜୀବୀ ।କଳା କୋଟ୍ ଓ ଗାଉନ ଦ୍ୱରା ସଂକ୍ରମଣ ଆଶଙ୍କା ଅଧିକ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ ବୋବଡେ କହିଛନ୍ତି । ଏଥିସହ ସମସ୍ତ ବିଚାରପତି ଓ ଆଇନଜୀବୀ ମାନଙ୍କୁ କଳା କୋଟ ଓ କଳା ଗାଉନ ବର୍ଜନ କରିବା ପାଇଁ

ପିଏମ୍ କେୟାରସ୍ ଫଣ୍ଡ୍ ଟ୍ରଷ୍ଟ ରୁ ୩୧୦୦କୋଟି

ନୂଆଦିଲ୍ଲୀ:କୋରୋନା ମୁକାବିଲା ପାଇଁ ପିଏମ୍ କେୟାରସ୍ ଫଣ୍ଡ୍ ଟ୍ରଷ୍ଟ୍ ପକ୍ଷରୁ ୩୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ । ଡ଼କ୍ତରଖାନାରେ ସ୍ୱଦେଶୀ ଭେନ୍ଟିଲେଟର ପାଇଁ ୨ହଜାର କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ପ୍ରବାସୀ ଶ୍ରମିକ ମାନଙ୍କ ସହାୟତା ପାଇଁ ୧ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି

ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ ହେଉ

ଭୁବନେଶ୍ୱର:ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଗତକାଲି ଓଡିଶାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଅନେକ ଗୁଡିଏ ଉପାଦେୟ କଥା ରହିଛି । ସେଥିପାଇଁ ଧନ୍ୟବାଦ । କିନ୍ତୁ ମୁଁ ଦୁଇଟି ବିଷୟରେ ଉଲ୍ଲେଖ କରିବାକୁ

ଦଶରଥପୁର ବ୍ଲକରେ ୨୯ କରୋନା ଆକ୍ରାନ୍ତ

ଯାଜପୁର: କିଛି ଦିନ ବ୍ୟବଧାନ ପରେ ପୁନର୍ବାର ଦଶରଥପୁର ବ୍ଲକ୍ରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ କୋଲକାତା ଫେରନ୍ତା ତଥା ଅକରପଡ଼ା ପଂଚାୟତ ସାନଦୋଗଡ଼ା ଗ୍ରାମର ବୋଲି ଜଣାପଡିÿଛି । ଏହାକୁ ମିଶାଇ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ରେ ପହଂଚିିଛି

ମହିଳାଙ୍କୁ ମିଳୁନି ଉଜ୍ୱଲା ରନ୍ଧନ ଗ୍ୟାସ

ଯାଜପୁର: କୋଭିଡ଼ - ୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ସାରା ଦେଶରେ ଲକ୍ଡ଼ାଉନ୍ ଜାରି ରହିଛି । ଫଳରେ ଗରୀବ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି । ଏହି ସଂଙ୍କଟପୂର୍ଣ୍ଣ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନ ମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ପ୍ରଭାବିତ ଲୋକଙ୍କୁ ଆର୍ଥିକ ସହାୟତା