ଲକଡାଉନ୍ ନିୟମ ମାନି ପାଳନ ହେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠି ଯାତ୍ରା

ଭୁବନେଶ୍ୱର- ଲକଡାଉନ ନିୟମ ମାନି ଆସନ୍ତା୨୭ ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠି ଯାତ୍ରା ଅନୁଷ୍ଠିତ ହେବ । ପ୍ରସ୍ତୁତି ବୈଠକରେ ଏହି ନିଷ୍ପତି ନିଆଯାଇଛି । ଶୀତଳ ଷଷ୍ଠି ପାଇଁ ମହାନଗର ନିଗମର କମିଶନରଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ । ବିଏମସିର ଅତିରିକ୍ତ

ଆସୁଛି ବାତ୍ୟା

ଭୁବନେଶ୍ୱର- ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ମେ ୧୫ ତାରିଖ ସୁଦ୍ଧା ଡିପ୍ରେସନର ରୂପ ନେଇପାରେ ବେଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହା ସାଇକ୍ଳୋନିକ ଷ୍ଟମରେ ପରିଣତ ହୋଇ ଉତରପଶ୍ଚିମ ଦିଗକୁ ମୁହାଁଇବ । ପରେ ଉତର ଓ ଉତର

ହରିୟାଣାରେ ଆତ୍ମହତ୍ୟା କଲେ ଓଡ଼ିଆ ଯୁବକ

ଭୁବନେଶ୍ଵର : କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଛନ୍ତି । ପୁଣି ଆଉ କିଏ ବସ୍ ଟ୍ରେନର ସୁବିଧା ନପାଇ ସାଇକେଲରେ ମଧ୍ୟ ଓଡ଼ିଶା ଫେରିବାକୁ

ପୁଣି ସୁସ୍ଥ ହେଲେ ୨୭

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରୁ ୯, ଭୁବନେଶ୍ୱରରୁ ୮ ଜଣ,

‘ସିଏପିଏଫ୍’ କ୍ୟାଣ୍ଟିନ୍‌ରେ ବିକ୍ରି ହେବ କେବଳ ସ୍ବଦେଶୀ ଜିନିଷ

ନୂଆଦିଲ୍ଲୀ: ବୁଧବାର ଦିନ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ସମସ୍ତ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସେସ୍ (ସିଏପିଏଫ୍) କ୍ୟାଣ୍ଟିନ୍‌ରେ ଏବେ କେବଳ ସ୍ବଦେଶୀ ଜିନିଷ ବିକ୍ରୟ ହେବ। ଟୁଇଟ୍ କରି ଶାହା କହିଛନ୍ତି ଯେ ୨୦୨୦ ଜୁନ୍ ୧ ତାରିଖ ଠାରୁ ଦେଶରେ ଥିବା ସମସ୍ତ

ହକି କିମ୍ବନ୍ଦନ୍ତୀ ବଲବୀର ସିଂହ ଗୁରୁତର

ଚଣ୍ଡୀଗଡ଼: ହକି କିମ୍ବନ୍ଦନ୍ତୀ ବଲବୀର ସିଂହ ହୃଦ୍‌ଘାତର ଶିକାର ହୋଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ମୋହାଲିସ୍ଥିତ ଫର୍ଟିସ ମେଡିକାଲରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା ଚାଲିଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ବଲବୀର ୩ଥର ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ବିଜୟୀ

କରୋନା ଭୁତାଣୁ ସଂକ୍ରମଣ ବିସ୍ତାରକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍କଟ ଘୋଷଣା ନ କରିବାକୁ ଚାପ ପକାଇଥିଲା ଚୀନ୍

ନୂଆଦିଲ୍ଲୀ: କରୋନାଭାଇରସ୍ ବିସ୍ତାରକୁ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଭାବେ ଘୋଷଣା ନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଉପରେ ଚୀନ୍ ଚାପ ପକାଇବାକୁ ଉଦ୍ୟମ କରିଥିଲା ବୋଲି ଆମେରିକାର ଗୁଇନ୍ଦା ସଂଗଠନ ‘ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍‌ସ୍ ଏଜେନ୍ସି’ କହିଛି। ‘ନିଉଜ୍‌ଉଇକ୍’ରେ ସିଆଇଏ ଏ ଭଳି

ରାଜମହଲ- ଏଜି ଛକ ରାସ୍ତା କଡରୁ ହଟିଲା ଫଳ ଦୋକାନ

ଭୁବନେଶ୍ୱର-ରାଜମହଲ ଓ ଏଜିଛକ ରାସ୍ତାକଡରେ ବସିବନି ଫଳ ଦୋକାନ । ଫଳ ବ୍ୟବସାୟୀମାନେ ପରିବା ବ୍ୟବସାୟୀଙ୍କ ଭଳି ଯୁନିଟ-୧ ବାଳକ ଉଚ୍ଚବିଦ୍ୟାଳୟର ଖେଳ ପଡିଆରେ ବସିବେ । ସକାଳ ୭ରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ବ୍ୟବସାୟ କରିବେ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସମାଜିକ ଦୂରତାକୁ

୧୯ରୁ ଜୁନ୍ ୨ ମଧ୍ୟରେ ସ୍ବତନ୍ତ୍ର ଘରୋଇ ବିମାନ ଚଳାଇବ ଏୟାର୍ ଇଣ୍ଡିଆ

ଚେନ୍ନାଇ: ଲକ୍‌ଡାଉନ୍ ଯୋଗୁଁ ଦେଶର ବିଭିନ୍ନ ଅଞ୍ଚଳରେ ଅଟକି ରହିଯାଇଥିବା ବ୍ୟକ୍ତିମାନଙ୍କ ଘରବାହୁଡ଼ାରେ ସହଯୋଗ କରିବାକୁ ମେ ୧୯ ତାରିଖ ଠାରୁ ଜୁନ୍ ୨ ତାରିଖ ମଧ୍ୟରେ ଏୟାର୍‌ ଇଣ୍ଡିଆ ସ୍ବତନ୍ତ୍ର ଘରୋଇ ବିମାନ ଚଳାଇବ। କିନ୍ତୁ, ଯାତ୍ରୀମାନେ ନିର୍ଦ୍ଧାରିତ ଶୁଳ୍କ ଦେଇ ସିଟ୍ ବୁକିଙ୍ଗ୍