ଗୁହାଳ ପାଲଟିଛି ସଙ୍ଗରୋଧ କେନ୍ଦ୍ର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠସ୍ଥ ବାଲିଅନ୍ତା ବ୍ଲକ୍ରେ ୧୧ସଂଗରୋଧ କେନ୍ଦ୍ରରେ ତାଲା ପଡ଼ିଥିବା ବେଳେ ଆଉ କିଛି କେନ୍ଦ୍ର ପାଲଟିଛି ଗୁହାଳ ଘର ।ସଂଗରୋଧ କେନ୍ଦ୍ର ନିକଟରେ ଥିବା ପରିତ୍ୟକ୍ତ ଶ୍ରେଣୀଗୃହରେ ଗୃହପାଳିତ ବଶୁଙ୍କୁ ରଖାଯାଇଛି । ସ୍କୁଲ ହତାରେ ଗଡ଼ୁଛି ଦେଶୀ ଓ ବିଦେଶୀ ମଦ ବୋତଲ ।

୭୦ ହଜାର ପାର ହେଲା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ- ଦେଶରେ ୭୦ ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ୟା । ମଙ୍ଗଳବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୭୦,୭୫୬ ହୋଇଥିଲାବେଳ ମୃତୁ୍ୟସଂଖ୍ୟା ୨୨୯୩ ହୋଇଛି । ସଂକ୍ରମିତଙ୍କ ମଧ୍ୟରୁ ୨୨,୪୫୪ ଜଣ ସୁସ୍ଥ ହୋଇଥିବାବେଳେ ୪୬,୦୦୮ ଚିକିତ୍ସିତ ହୋଉଛନ୍ତି । ଗତ ୨୪ ଘଂଟା ମଧ୍ୟରେ ୩୬୦୪ ନୂଆ

ସ୍ନାନଯାତ୍ରା ନେଇ ଆଲୋଚନା

ପୁରୀ- ଆସନ୍ତା ଜୁନ ୫ ତାରିଖ ଦିନ ଦାରୁବ୍ରହ୍ମଙ୍କ ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତହେବ ।ତେଣୁ ଦଇତାପତି ଓ ଶ୍ରୀମନ୍ଦିର ପ୍ରଶାସନ ସ୍ନାନଯାତ୍ରା ଓ ଅନବସର ନୀତି ସମ୍ପର୍କରେ ଆଲୋଚନା କରିଛନ୍ତି । ରଥ ନିର୍ମାଣ ଏବଂ ରଥଯାତ୍ରରେ ସଂପୃକ୍ତ ସେବକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ଥିର

ଭୁବନେଶ୍ୱରରୁ ୫୪୫ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯାତ୍ରାକଲା ଟ୍ରେନ

ଭୁବନେଶ୍ୱର- ଆଜି ଭୁବନେଶ୍ୱରରୁ ୫୪୫ ଯାତ୍ରୀଙ୍କୁ ନେଇ ଦ୍ୱିଲ୍ଲୀକୁ ଗଲା ଟ୍ରେନ । ଦିନ ୧୦ଟାରୁ ଏହି ଟ୍ରେନ ଭୁବନେଶ୍ୱର ଷ୍ଟେସନ ଛାଡିଛି । ଯାତ୍ରା ଆରମ୍ଭ ପୂର୍ବରୁ ଟ୍ରେନକୁ ସଂପୂର୍ଣ୍ଣ ସାନିଟାଇଜ କରାଯାଇଥିଲା । ଯାତ୍ରୀ ମାନେ ଷ୍ଟେସନରେ ହ୍ୟାଣ୍ଡୱାଶ ଏବଂ ସାନିଟାଇଜରରେ ହାତ ପରିସ୍କାର

ରାସ୍ତାରେ ସନ୍ତାନ ଜନ୍ମ ଦେବା ପରେ ୧୭୦ କିଲୋମିଟର ଚାଲିଲେ ମହିଳା

ଭୋପାଳ: ରାସ୍ତାରେ ପ୍ରସବ କରିବା ପରେ ଜଣେ ମହିଳା ଦୀର୍ଘ ୧୭୦ କିଲୋମିଟର ଚାଲିଛନ୍ତି। ଲକଡାଉନ ଯୋଗୁ ନିଜ ଘରକୁ ଫେରିବା ସମୟରେ ଏଭଳି ଘଟଣା ଘଟିଛି। ମହିଳାଙ୍କ ଘର ମଧ୍ୟପ୍ରଦେଶରେ। ସେ ମହାରାଷ୍ଟ୍ରର ନାସିକରୁ ପରିବାର ଲୋକଙ୍କ ସହିତ ଚାଲି ଚାଲି ଘରକୁ ଫେରୁଥିଲେ। ତାଙ୍କ ସ୍ବାମୀ କହିଛନ୍ତି,

ନୂଆ ରୂପରେ ଲକ୍ଡ଼ାଉନ୍ ୪.୦

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଜାରି ହୋଇ ପାରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ୍ ।ମଙ୍ଗଳବାର ଦିନ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସୂଚନା ଦେଇଛନ୍ତି । ନୂଆ ରୂପରେ ଏହି ଲକ୍ଡ଼ାଉନ୍ କାର୍ଯ୍ୟକାରୀ କରାଯିବ । ଆସନ୍ତା ୧୮ ତାରିଖ ପୂର୍ବରୁ ସୂଚନା

୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜର ବିବରଣୀ ଦେବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ- ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଆର୍ଥିକ ପ୍ୟାକେଜ ଆଗାମୀ ଦିନରେ ପ୍ରବାସୀ ଶ୍ରମଜୀବୀଙ୍କ ଠାରୁ ଆରମ୍ଭ କରି ବୃହତ୍ ବ୍ୟବସାୟକୁ ସହାୟକ ହେବ ।

ମାଟ୍ରିକ ଖାତା ଦେଖା: ଶିକ୍ଷକ ଅସନ୍ତୋଷ

ଭୁବନେଶ୍ୱର- ମାଟ୍ରକି ଖାତା ଦେଖା ପୂର୍ବରୁ ଶିକ୍ଷକ ଅସନ୍ତୋଷ । ଯେଉଁଭଳି ଭାବରେ ଖାତା ମୂଲ୍ୟାୟନ କରିବାକୁ ବ୍ୟବସ୍ଥା ରହିଛି ତଦ୍ୱାରା ସମସ୍ୟା ସୃଷ୍ଟି ହେବ ଶିକ୍ଷକ ମହାସଂଘ କହିଛି । ।ତେଣୁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଘରକୁ ଖାତା ପଠାଇବାର ବ୍ୟବସ୍ଥା କରାଯାଉ ବୋଲି ଦାବିକରିଛନ୍ତି ।

ସେନ୍ସେକ୍ସ୍ ୬୦୦ କୁ ବୃଦ୍ଧି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା ପରେ ଭାରତୀୟ ସେୟାର ବଜାର ୪% ବୃଦ୍ଧି ସହ ଖୋଲିଛି । ସେନସେକ୍ସ ୬୦୦ ପଏଂଟରୁ ଉଦ୍ଧ୍ୱର୍ରେ ବ୍ୟବସାୟ ଆରମ୍ଭ କରିଥିବା ବେଳେ ନିଫ୍ଟ ୯,୩୦୦ ରହିଛି । ବୁଧବାର ଏସ ଆଣ୍ଡ ପି ବିଏସଇ ସେନସେକ୍ସ ୧,୪୭୦.୭୫ ପଏଂଟ ବା ୪.୬୯%

କୋରୋନା : ପରିବେଶ ପାଇଁ ବରଦାନ

ଭୁବନେଶ୍ୱର: ମହାମାରୀ କୋରନା ମାନବ ସମାଜ ପାଇଁ କାଳ ସାଜିଥିବା ବେଳେ ପରିବେଶ ପ୍ରଦୁଶଣ ରୋକିବାରେ ଏହା ରାମ ବାଣ ଭଳି କାମକରୁଛି । କରୋନା ର କାୟା ରୋକିବା ନେଇ ରାଜ୍ୟ ସରକାର ଚିନ୍ତିତ ଥିବାବେଳେ ପରିବେଶର ଉତ୍ତମ ସ୍ଥିତି ପାଇଁ ପ୍ରଦୁଷଣ ବୋଡର଼୍ ଆସ୍ୱସ୍ତ ଥିବା ଜଣାଯାଇଛି ।