ଲକ୍ଡ଼ାଉନ୍ ରେ ଫାଇଦା ନେଉଛନ୍ତି ଶିକାରୀ ଓ କାଠ ମାଫିଆ
କଟକ : ଲକ୍ଡାଉନ୍ରେ ସକ୍ରିୟ ହୋଇଉଠିଛନ୍ତି ଶିକାରୀ ଓ କାଠ ମାଫିଆ। ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ଅବାଧରେ ବିଛାଉଛନ୍ତି ଜାଲ । ମାର୍ଚ୍ଚ ୨୨ ରୁ ମେ ୬ ତାରିଖ ସୁଦ୍ଧା କେବଳ ନରସିଂହପୁର ଓ ବଡ଼ମ୍ବା ରେଞ୍ଜ୍ରୁ ୭ଜଣ କାଠ ଓ କୋଇଲା ଚୋରାଚାଲାଣକାରୀଙ୍କୁ ଗିରଫ କରିଥିଲା ବନବିଭାଗ। ୩ଜଣ!-->…