ରାସ୍ତାରେ ସନ୍ତାନ ଜନ୍ମ ଦେବା ପରେ ୧୭୦ କିଲୋମିଟର ଚାଲିଲେ ମହିଳା

ଭୋପାଳ: ରାସ୍ତାରେ ପ୍ରସବ କରିବା ପରେ ଜଣେ ମହିଳା ଦୀର୍ଘ ୧୭୦ କିଲୋମିଟର ଚାଲିଛନ୍ତି। ଲକଡାଉନ ଯୋଗୁ ନିଜ ଘରକୁ ଫେରିବା ସମୟରେ ଏଭଳି ଘଟଣା ଘଟିଛି। ମହିଳାଙ୍କ ଘର ମଧ୍ୟପ୍ରଦେଶରେ। ସେ ମହାରାଷ୍ଟ୍ରର ନାସିକରୁ ପରିବାର ଲୋକଙ୍କ ସହିତ ଚାଲି ଚାଲି ଘରକୁ ଫେରୁଥିଲେ। ତାଙ୍କ ସ୍ବାମୀ କହିଛନ୍ତି,

ନୂଆ ରୂପରେ ଲକ୍ଡ଼ାଉନ୍ ୪.୦

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଜାରି ହୋଇ ପାରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ୍ ।ମଙ୍ଗଳବାର ଦିନ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସୂଚନା ଦେଇଛନ୍ତି । ନୂଆ ରୂପରେ ଏହି ଲକ୍ଡ଼ାଉନ୍ କାର୍ଯ୍ୟକାରୀ କରାଯିବ । ଆସନ୍ତା ୧୮ ତାରିଖ ପୂର୍ବରୁ ସୂଚନା

୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜର ବିବରଣୀ ଦେବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ- ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ଆର୍ଥିକ ପ୍ୟାକେଜ ଆଗାମୀ ଦିନରେ ପ୍ରବାସୀ ଶ୍ରମଜୀବୀଙ୍କ ଠାରୁ ଆରମ୍ଭ କରି ବୃହତ୍ ବ୍ୟବସାୟକୁ ସହାୟକ ହେବ ।

ମାଟ୍ରିକ ଖାତା ଦେଖା: ଶିକ୍ଷକ ଅସନ୍ତୋଷ

ଭୁବନେଶ୍ୱର- ମାଟ୍ରକି ଖାତା ଦେଖା ପୂର୍ବରୁ ଶିକ୍ଷକ ଅସନ୍ତୋଷ । ଯେଉଁଭଳି ଭାବରେ ଖାତା ମୂଲ୍ୟାୟନ କରିବାକୁ ବ୍ୟବସ୍ଥା ରହିଛି ତଦ୍ୱାରା ସମସ୍ୟା ସୃଷ୍ଟି ହେବ ଶିକ୍ଷକ ମହାସଂଘ କହିଛି । ।ତେଣୁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଘରକୁ ଖାତା ପଠାଇବାର ବ୍ୟବସ୍ଥା କରାଯାଉ ବୋଲି ଦାବିକରିଛନ୍ତି ।

ସେନ୍ସେକ୍ସ୍ ୬୦୦ କୁ ବୃଦ୍ଧି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା ପରେ ଭାରତୀୟ ସେୟାର ବଜାର ୪% ବୃଦ୍ଧି ସହ ଖୋଲିଛି । ସେନସେକ୍ସ ୬୦୦ ପଏଂଟରୁ ଉଦ୍ଧ୍ୱର୍ରେ ବ୍ୟବସାୟ ଆରମ୍ଭ କରିଥିବା ବେଳେ ନିଫ୍ଟ ୯,୩୦୦ ରହିଛି । ବୁଧବାର ଏସ ଆଣ୍ଡ ପି ବିଏସଇ ସେନସେକ୍ସ ୧,୪୭୦.୭୫ ପଏଂଟ ବା ୪.୬୯%

କୋରୋନା : ପରିବେଶ ପାଇଁ ବରଦାନ

ଭୁବନେଶ୍ୱର: ମହାମାରୀ କୋରନା ମାନବ ସମାଜ ପାଇଁ କାଳ ସାଜିଥିବା ବେଳେ ପରିବେଶ ପ୍ରଦୁଶଣ ରୋକିବାରେ ଏହା ରାମ ବାଣ ଭଳି କାମକରୁଛି । କରୋନା ର କାୟା ରୋକିବା ନେଇ ରାଜ୍ୟ ସରକାର ଚିନ୍ତିତ ଥିବାବେଳେ ପରିବେଶର ଉତ୍ତମ ସ୍ଥିତି ପାଇଁ ପ୍ରଦୁଷଣ ବୋଡର଼୍ ଆସ୍ୱସ୍ତ ଥିବା ଜଣାଯାଇଛି ।  

୨୦ ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା

ନୂଆଦିଲ୍ଲୀ - ଅର୍ଥନୀତିର ପୁନରୁତଥାନ ପାଇଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲ୍ୟାଣ୍ଡ, ଲେବର, ଲିକ୍ୱିଡିଟି ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ପ୍ୟାକେଜରେ ଦେଶର କ୍ଷୁଦ୍ର, ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଶ୍ରମିକ, କୃଷକମାନଙ୍କ

ଗୋଟିଏ ଦିନରେ ୧୦୧ ପଜିଟଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫୩୮କୁ ବୃଦ୍ଧି

ଭୁବନେଶ୍ୱର- ଗୋଟିଏ ଦିନରେ ସର୍ବାଧିକ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୫୨,ବାଲେଶ୍ୱରରୁ ୩୩, ଯାଜପୁରରୁ ୭, ସୁନ୍ଦରଗଡରୁ ୭,ଓ କେନ୍ଦୁଝରରୁ ୨ଟି ଲେଖାଏଁ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ଆଜି କଟକରୁ ଭୁବନେଶ୍ୱର ଗଡ଼ିଲା ବସ୍

ଭୁବନେଶ୍ୱର: ଆଜି ୨୦ ଜଣ ସରକାରୀ କର୍ମଚାରୀଙ୍କୁ ନେଇ ଗୋଟିଏ ବସ୍ କଟକରୁ ଭୁବନେଶ୍ୱରକୁ ଯାତ୍ରା କରିଛି । ବସ୍ ଟି ସିଡ଼ିଏ ସେକ୍ଟର-୯ ଛକରୁ ବାହାରି ସତୀଚୈାରା ,ବାଦାମ ବାଡ଼ି ଦେଇ ଯାତ୍ରା କରିଛି । ତେବେ ଏହା ଆଚାର୍ଯ୍ୟ ବିହାର ଛକ ଦେଇ ୯ ତାଲାରେ ଲାଗିବ । ବସ କୁ ସଂମ୍ପୂର୍ଣ୍ଣ

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଭରସା’ର ଶୁଭାରମ୍ଭ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀର ସଙ୍କଟପୂର୍ଣ୍ଣ ସମୟରେ ଚାପରେ ରହିଥିବା ଛାତ୍ର ସମୁଦାୟକୁ ମାନସିକ ଆଶ୍ୱସ୍ତି ପ୍ରଦାନ କରିବା ଦିଗରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଅଭିନବ ସେବା ‘ଭରସା’ର ଶୁଭାରମ୍ଭ କରାଯାଇଛି । ଏହା ଏକ ଜ୍ଞାନଗତ ମାନସିକ ପରାମର୍ଶ ସେବା ଯାହାକି