ଅମାନିଆ ମାନୁନାହାଁନ୍ତି ସଂକ୍ରମଣ ପ୍ରତିରୋଧ ନିୟମ

ଯାଜପୁର: ଦଶରଥପୁର ବ୍ଲକର ବିରଜାପୁର ପଂଚାୟତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଅଂଚଳବାସୀଙ୍କୁ ସଂକ୍ରମିତରୁ ରକ୍ଷା କରିବା ପାଇଁ ଆକ୍ରାନ୍ତ ଚିହ୍ନଟ ଅଂଚଳ ସମେତ ଆଖପାଖ କିଛି ଅଂଚଳକୁ ସଂକ୍ରମଣ ପ୍ରତିରୋଧ ଅଂଚଳ ଭାବେ ଘୋଷଣା କରାଯାଇଥିବା ବେଳେ

ପଶ୍ଚିମବଙ୍ଗ ଫେରନ୍ତା ଶ୍ରମିକଙ୍କୁ ଅଟକାଇଲା ଯାଜପୁର ପୁଲିସ

ଯାଜପୁର: କରୋନା ପାଇଁ ସାରା ଦେଶରେ ଳକଡ଼ାଉନ୍ ଜାରି ରହିଛି । ଳକଡ଼ାଉନ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟ ସମସ୍ତ ପ୍ରକାର ପରିବହନ ସଂପୂର୍ଣ୍ଣ ବନ୍ଦ ରହିଛି । ଫଳରେ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ଶ୍ରମିକ ଫସି ରହିଥିବାବେଳେ ସେମାନଙ୍କ ପାଇଁ ଖାଇବା ପିଇବାର ଉପଯୁକ୍ତ

ବଢ଼ିଲା କଂଟେନ୍ମେଂଟ୍ ଜୋନ୍ ଅବଧି

ଯାଜପୁର: ଦଶରଥପୁର ବ୍ଲକର ବିରଜାପୁର, ଅକରପଡ଼ା, କଟିକଟା ଓ ଡ଼ାହାଣହତା ପଂଚାୟତ ଦେଓପଡ଼ାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳ ସମେତ ସଂଲଗ୍ନ କେତେକ ଅଂଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମଣ ପ୍ରତିରୋଧ ତଥା କଂଟେନ୍ମେଂଟ୍ ଜୋନ୍ ଭାବେ ଘୋଷଣା କରାଯାଇଥିବା ବେଳେ

ମାସ୍କ ବଂଟନ ଓ କରୋନା ସଚେତନତା

ବଲାଙ୍ଗିର: ଗତ କିଛି ଦିନ ଧରି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକ ଓ ବରଗଡ ଜିଲ୍ଲାର ପାଇକମାଲ ଓ ପଦ୍ମପୁର ଅଂଚଳରେ ପଶ୍ଚିମ ଓଡିଶା ପରିବାର, ମୁମ୍ବାଇର ସହାୟତାରେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର, ନଅଗାଁ ତରଫରୁ ଆଜି ବଲାଙ୍ଗୀର ସହରର କଂସାରୀପଡା,

ନାଗାବଳୀ ନଦୀରୁ ଦୈନିକ ଶହ ଶହ ଟ୍ରାକ୍ଟର ବାଲି ଚାଲାଣ

ରାୟଗଡା: ରାୟଗଡା ଜିଲ୍ଲାରେ ବାଲି ମାଫିଆମାନେ ସକ୍ରିୟ ହୋଇଛନ୍ତି । ଜିଲ୍ଲାରେ ଥିବା ବିଭିନ୍ନ ବାଲି ଘାଟରୁ ଦୈନିକ ଶହ ଶହ ସଂଖ୍ୟକ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ୨ ଦିନ ତଳେ ଓଡିଶା-ଆନ୍ଧ୍ର ସୀମାନ୍ତ କେରେଡାଠାରେ ବେଆଇନ ଭାବେ ବାଲି ଖନନ କରାଯାଇ ଚଢା ଦରରେ

ଜୁନ ୨୨ ମଧ୍ୟରେ ରଥ ନିର୍ମାଣ ଶେଷ କରିବାକୁ ହାଇକେର୍ଟଙ୍କ ନିର୍ଦେଶ

ଜୁନ ୨୨ ମଧ୍ୟରେ ରଥ ନିର୍ମାଣ ଶେଷ କରିବାକୁ ହାଇକେର୍ଟଙ୍କ ନିର୍ଦେଶ କଟକ: ଆସନ୍ତା ଜୁନ ମାସ ୨୨ ତାରିଖ ସୁଦ୍ଧା ତିନି ଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଓଡିଶା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । କରୋନା ଆତଙ୍କ ନେଇ ଲକ୍ ଡାଉନ ଜାରି ହୋଇଥିବାରୁ ୧୦ ଦିନ ବିଳମ୍ବରେ ରଥ

ଆଜି ବିଶ୍ୱ ନର୍ସ ଦିବସ

 ଆଜି ମେ ୧୨ ତାରିଖ ଅନ୍ତର୍ଜାତୀୟ ସେବିକା ଦିବସ ପାଳନ କରାଯାଉଥିବାବେଳେ କରୋନା ବିରୋଧରେ ନର୍ସମାନଙ୍କର ଲଢ଼େଇ ଅତୁଳନୀୟ ଏବଂ ସମଗ୍ର ବିଶ୍ଵପାଇଁ ପ୍ରେରଣାଦାୟୀ ପାଲଟିଛି। କରୋନା ଭୂତାଣୁ ବିଶ୍ଵରେ ମହାମାରୀ ରୂପ ନେଇଛି। ଏହି ଭୂତାଣୁ ବିରୋଧରେ ସାରା ବିଶ୍ଵ ଲଢ଼େଇ ଜାରି ରଖିଛି। ତେବେ

ଏମ୍ସରୁ ଫେରିଲେ ମନମୋହନ

ନୂଆଦିଲ୍ଲୀ- ଏମସରୁ ଡିସ୍ଚାର୍ଜ ହେଲେ ମନମୋହନ ସିଂହ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଘରକୁ ଫେରିଛନ୍ତି ।

ଭାରତର ଏହି ନଦୀରେ ଦୃଶ୍ୟମାନ ହୁଏ ହଜାର ହଜାର ଶିବଲିଙ୍ଗ

ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଏହି ସ୍ଥାନ ରହସ୍ୟଠାରୁ କମ୍ ନୁହେଁ, କାରଣ ଏଠାରେ ଅନେକ ଶିବଲିଙ୍ଗର ଦର୍ଶନ ମିଳେ। ଏହି ପବିତ୍ର ସ୍ଥାନକୁ ସହସ୍ତ୍ରଲିଙ୍ଗା କୁହାଯାଏ, ଯାହା କର୍ଣ୍ଣାଟକର ସିରସିଠାରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ଥିବା ଶଲମାଲା ନଦୀ କୂଳରେ ଏକ ହଜାରରୁ ଅଧିକ