ଏଲଏସିରେ ହେଲିକପ୍ଟର ଉଡ଼ାଇଲା ଚୀନ ସେନା
ଲେହ: ଭାରତ-ଚୀନ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଦୁଇ ଥର ଉଭୟ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଚୀନ ଏଲଏସି(ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟରେ ଲଢୁଆ ହେଲିକପ୍ଟର ଉଡ଼ାଇଛି। ନିକଟରେ ଉତ୍ତର ସିକ୍କିମରେ ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି!-->…