ଜମ୍ମୁ ଓ କଶ୍ମୀରରେ ୪-ଜି ଇଣ୍ଟର୍ନେଟ୍ ସେବା ପୁନଃପ୍ରଚଳନ ପାଇଁ ମନା କଲେ ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ୪-ଜି ଇଣ୍ଟର୍ନେଟ୍ ସେବା ପୁନଃପ୍ରଚଳନ କରିବାକୁ ସୋମବାର ଦିନ ସୁପ୍ରିମ୍ କୋର୍ଟ ମନା କରି ଦେଇଛନ୍ତି। ଏହା ସହ, ଗୃହ ବ୍ୟାପାର ମନ୍ତ୍ରାଳୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ପ୍ରଶାସନର ସଚିବମାନଙ୍କର ଏକ କମିଟି ଗଠନ!-->…