ରାଜ୍ୟ ଗଞ୍ଜାମରେ ୪ ନୂଆ କେଭିଡ୍ ସେଣ୍ଟର Nyayabati Live May 11, 2020 0 ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାରେ ଖୋଲିଲା ନୂଆ ୪ କୋଭିଡ କେୟାର ସେଣ୍ଟର । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢୁଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।
ରାଜ୍ୟ କାଲିଠୁ ଗଡିବ ଟ୍ରେନ, ଆଜିଠୁ ଟିକେଟ ବୁକିଂ Nyayabati Live May 11, 2020 0 ଭୁବନେଶ୍ୱର- ମଙ୍ଗଳବାର ଠାରୁ ରେଳ ସେବା ଆରମ୍ଭ । ଆଜି ଅପରାହ୍ନ ୪ ଟାରୁ ଆଇଆରସିଟିସି ୱେବସାଇଟ ଜରିଆରେ ଟିକେଟ ବୁକିଂ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୫ ଯୋଡା ଟ୍ରେନ ଚାଲିବ । ଯେଉଁ ମାନଙ୍କର ଫ୍ଲୁ ଲକ୍ଷଣ ନଥିବ ସେମାନେ ହିଁ ଯାତ୍ରା କରିପାରିବେ । ଟ୍ରେନରେ ଯାତ୍ରା କରିବାକୁ ଥିବା!-->…
ଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା Nyayabati Live May 11, 2020 0 ନୂଆଦିଲ୍ଲୀ- ପଂଚମ ଥର ପାଇଁ ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନ ୩ ଟାରେ ଭିଡିଓ କନଫରେନ୍ସ ଜରିଆରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।ମୁଖ୍ୟମନ୍ତ୍ରୀ ମାନେ ନିଜ ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ଅବଗତ କରିବେ । ଦେଶର ଅର୍ଥନିତୀ ଉପରେ ଫୋକଶ ଦେବା ସହ ତୃତୀୟ ପର୍ଯ୍ୟାୟ!-->…
ଦେଶ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର Nyayabati Live May 11, 2020 0 ନୂଆଦିଲ୍ଲୀ-ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି ବୋଲି ଡାକ୍ତରମାନେ କହିଛନ୍ତି । କିନ୍ତୁ ତାଙ୍କ ଠାରେ ଜ୍ୱର ଲକ୍ଷଣ ପ୍ରକାଶ ପାଇଛି ।ଜ୍ୱରର କାରଣ ଜାଣିବାକୁ ତାଙ୍କର ପରୀକ୍ଷା କରାଯାଉଛି । ଓ ତାଙ୍କୁ ସମସ୍ତ ଡାକ୍ତରୀ ସୁବିଧା ଯୋଗାଇ ଦିଆଯାଉଛି ବୋଲି ଏମ୍ସ ପକ୍ଷରୁ!-->…
ରାଜ୍ୟ ଭଦ୍ରକ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ Nyayabati Live May 11, 2020 0 ଭଦ୍ରକ- ଭଦ୍ରକ ଜିଲ୍ଲା ଗୁଆମାଳ ପଂଚାୟତ ନୂଆଶାସନ ଗାଁରେ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଆଖିପିଛୁଳାକେ ୫ ପରିବାରର ୨୦ରୁ ଅଧିକ ବଖାର ଘର ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ନିଆଁ ଲାଗିବା ସଂପର୍କରେ ଏଯାବତ୍ କୌଣସି ସୂଚନା ସଷ୍ଟିକରଣ!-->…
ରାଜ୍ୟ ନୂଆ ୧୪ ପଜିଟିଭ ଚିହ୍ନଟ Nyayabati Live May 11, 2020 0 ଭୁବନେଶ୍ୱର- ରାଜ୍ୟରେ ପୁଣି ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମରୁ ୧୨ ,ସୁନ୍ଦରଗଡ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା!-->…
ଦେଶ ଆମେରିକାରେ ଥିବା ଓଡିଆମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ କନଫରେନ୍ସିଂ ଓଡିଶାର ବିକାଶ ଲାଗି… Nyayabati Live May 10, 2020 0 ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ସମୟରେ ଆମେରିକାରେ ବସବାସ କରୁଥିବା ଅନେକ ପ୍ରତିÂିତ ଓଡିଆ ମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଦୀର୍ଘ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ବିଶ୍ୱ ମହମାରୀର ସବୁ ଅସୁବିଧା ଏବଂ ଆହ୍ୱାନ ମଧ୍ୟରେ ଭାରତ ଓ ଓଡିଶାର ବିକାଶ ପାଇଁ!-->…
ପ୍ରମୁଖ ଖବର ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ Nyayabati Live May 10, 2020 0 ଅନୁଗୋଳ: ବୈଶାଖ ପୂର୍ଣ୍ଣିମା ଅବସରରେ ଅନୁଗୋଳ ବ୍ଲକ ଅନ୍ତର୍ଗତ ଅଙ୍ଗାରବନ୍ଧ ମହିମା ଧାମଠାରେ ସନ୍ଥ କବି ଭୀମ ଭୋଇଙ୍କ ୧୭୧ତମ ଜୟନ୍ତୀ ଅପରାହ୍ନ ଚାରି ଘଂଟା ସମୟରେ ଅନୁÂିତ ହୋଇ ଯାଇଛିା କରୋନା ମହାମାରୀ ଜନୀତ ତାଲାବନ୍ଦୀକୁ ଆଖିରେ ରଖି ସାମାଜିିକ ଦୂରତା ରଖି ମୁହଁରେ ମାସ୍କ ପିନ୍ଧି କବି!-->…
ରାଜ୍ୟ ହିନ୍ଦୁଜାଗରଣ ମଂଚ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା Nyayabati Live May 10, 2020 0 ଖୋର୍ଦ୍ଧା: ଆମ ଦେଶର ପୋଲିସ, ପ୍ରଶାସନ, ଡାକ୍ତର, ସ୍ୱଚ୍ଚତା କର୍ମଚାରୀ ଓ ସାମ୍ବାଦିକ ଭାଇ ଓ ଭଉଣୀମାନେ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ନିଜ ଜୀବନ ଓ ପରିବାରକୁ ତୁଚ୍ଛ କରି କରୋନା ଯୁଦ୍ଧରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି କରୋନା!-->…
ରାଜ୍ୟ କେନାଲକୁ ଖସିଲା ଟ୍ରକ Nyayabati Live May 10, 2020 0 ଯାଜପୁର: ଯାଜପୁର ଥାନା ତଥା ଦଶରଥପୁର ବ୍ଲକ୍ ଚିତାଳୋ ମହାବିଦ୍ୟାଳୟ ରାସ୍ତାରେ ଏକ ଚିପସ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ବେଳେ ଟ୍ରକ୍ ଚାଳକ ଚତୁରତାର ସହ ବାହାରକୁ ଡେ଼ଇଁପଡ଼ି ନିଜ ଜୀବନ ବଂଚାଇବାକୁ ସକ୍ଷମ ହୋଇଥିବା ବେଳେ କେନାଲ ଭିତରେ ଥିବା ଗୋଟିଏ ଗାଈ ଅଳ୍ପକେ!-->…