ବର୍ଷକ ମଧ୍ୟରେ ବିଦ୍ୟୁତ ଆଘାତରେ ୧୦ ଗାଈ ମୃତ
ଯାଜପୁର: ଦଶରଥପୁର ବ୍ଲକ୍ କୟାଁ-ଦରଭା ରାସ୍ତା ପାଶ୍ୱର୍ ଚାଷ ଜମି ଦେଇ ବେପରୁଆ ଭାବେ ଟଣା ହୋଇଥିବା ବିଦୁ୍ୟତ ତାର ସଂଶ୍ପର୍ସରେ ଆସି ଉକ୍ତ ପଂଚାୟତ ଧରମପୁର ଗ୍ରାମର କୁନା ମଲ୍ଳିକଙ୍କ ଗୋଟିଏ ଗାଇ ମୃତୁ୍ୟ ବରଣ କରିଥିବା ଜଣାଯାଇଛି । ଉକ୍ତ ଘଟଣା ଘଟିବା ପରେ ସ୍ଥାନୀୟ ବିଦୁ୍ୟତ ବିଭାଗର!-->…