ରାଜ୍ୟ ସେବାୟତଙ୍କ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ Nyayabati Live May 9, 2020 0 ପୁରୀ-ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବାୟତଙ୍କ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ ହେବ । ଶ୍ରମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ଏହି ସୂଚନା ଦେଇଛନ୍ତି । ଏଥିପାଇଁ ପଦେକ୍ଷପ ନେବାକୁ ପୁରୀ ସିଡିଏମକୁ କୁହାଯାଇଛି ।
ରାଜ୍ୟ ଅନଲାଇନରେ ପାଠ ପଢିବେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ Nyayabati Live May 9, 2020 0 ଭୁବନେଶ୍ୱର- ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ କ୍ଳାସ ଯୋଗାଇ ଦେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।ଅଧ୍ୟାପକଙ୍କ ଠାରୁ ସମସ୍ତ ଷ୍ଟ୍ରିମ ସଂଗ୍ରହକରିବେ ଅଧ୍ୟାପକ । ଏହାକୁ ଏକ୍ସପର୍ଟ କମିଟି ଯାଂଚ କରିବ । ଡିଜିଟାଲ କୋର୍ସପାଇଁ ଆବଶ୍ୟକ ଶିକ୍ଷାଉପାଦାନ ତଥା ଭିଡିଓ!-->…
ରାଜ୍ୟ ସଙ୍ଗରୋଧରେ ଥିବା ଯୁକଙ୍କ ମୃତ୍ୟୁ Nyayabati Live May 9, 2020 0 ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା କ୍ୱାରେଂଟାଇନ ସେଂଟର ଭିତରେ ଯୁବକଙ୍କ ମୃତ୍ୟୁ । ଯୁବକ ଜଣଙ୍କ ଶୌଚାଳୟକୁ ଯାଇଥବିା ସମୟରେ ହଠାତ ଅସୁସ୍ଥ ହୋଇ ପଡି ଯାଇଥିଲେ । ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲାା ।ମୃତକଙ୍କ ଘର ପଶ୍ଚିମବଙ୍ଗ ମୁର୍ଶିବାଦ ଜିଲ୍ଲାର କୋହିଦପୁର ଗାଁ!-->…
ରାଜ୍ୟ କରୋନା ଯୋଦ୍ଧାକୁ ଅବହେଳା Nyayabati Live May 9, 2020 0 ଭୁବନେଶ୍ୱର- କୋଭିଡ ହସପିଟାଲରେ କର୍ଯ୍ୟରତ ଡାକ୍ତରଙ୍କୁ ମିଳିଲାନି ହୋଟେଲ । ଡିୟୁଟି ଶେଷ ହେବା ପରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ଘରକୁ ନଫେରି ହୋଟେଲରେ୧୪ ଦିନ କ୍ୱାରେଟାଂଇନରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।ମାତ୍ର ହୋଟେଲ ମାଲିକ ସେମାନଙ୍କୁ ରହିବା ପାଇଁ ଅନୁମତି ଦେଉ!-->…
ରାଜ୍ୟ ସୁକତେଲ ପୋଲ ଭୁଶୁଡିବା ଘଟଣା:ନିର୍ବାହୀ ଯନ୍ତ୍ରୀ ସସପେଣ୍ଡ୍ Nyayabati Live May 9, 2020 0 ବଲାଙ୍ଗୀର-ସୁକତେଲ ପୋଲ ଭୁଶୁଡିବା ଘଟଣାରେ ପାଟଣାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନ ସସପେଣ୍ଡ । ତାଙ୍କ ସ୍ଥାନରେ ଅନ୍ୟତମ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତେବେ ପ୍ରକୃତ ଦୋଷୀ କୁହାଯାଉଥିବା!-->…
ଦେଶ ଭାରତରରେ ମୃତ୍ୟୁ ସଂଖ୍ୟା ୧୯୮୧ Nyayabati Live May 9, 2020 0 ନୂଆଦିଲ୍ଲୀ- ହୁ ହୁ ହୋଇ ବଢିଚାଲିଛି ମହାମାରୀ କରୋନା । ମେ୯ ତାରିଖ ସକାଳ ୮ ଟା ସୁଦ୍ଧା ସମଗ୍ର ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୦,୦୦୦ ପାର ହୋଇଛି । ଦେଶରେ ସର୍ବାଧିକ ୫୯୬୬୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ୧୭୮୪୬ ସୁସ୍ଥ ହୋଇଛନ୍ତି । ୧୯୮୧ ଜଣଙ୍କ ମୃତୁ୍ୟ ହୋଇଛିି । ଏନେଇ କେନ୍ଦ୍ର!-->…
ରାଜ୍ୟ ପୁଣି ୧୭ ନୂଆ ପଜିଟିଭ ଚିହ୍ନଟ Nyayabati Live May 9, 2020 0 ଭୁବନେଶ୍ୱର- ରାଜ୍ୟରେ ୧୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର୧୮ଜିଲ୍ଲାକୁ କରୋନା ବ୍ୟାପିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ରେ ପହଂଚିଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗଞ୍ଜାମରୁ ୧୨, ମୟୂରଭଞ୍ଜରୁ ୩ ,ସୁନ୍ଦରଗଡ ଓ!-->…
ରାଜ୍ୟ ଜୁଲାଇ ୧୧ରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି Nyayabati Live May 9, 2020 0 ନୂଆଦିଲ୍ଲୀ-ଘୁଂଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ମେ ୧୬ ତାରିଖ ଦିନ ଏହି ମାମାଲାର ଶୁଣାଣି ହେବାର ଥିଲା ।ତେବେ ଲକଡାଉନ ଯୋଗୁଁ ଜୁଲାଇ ୧୧ ତାରିଖକୁ ଧାର୍ଯ୍ୟ କରାଯାଇଛି । ଏନେଇ ଟ୍ରିବୁ୍ୟନାଲ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟ ଛତିଶଗଡରେ ଏନକାଉଂଟର Nyayabati Live May 9, 2020 0 ନୂଆଦିଲ୍ଲୀ-ଛତିଶଗଡ ରାଜନନ୍ଦଗାଓଁ ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଂଟର । ଏନକାଉଂଟରରେ ଜଣେ ପୁଲିସ ସବ୍- ଇନସପେକ୍ଟର ସହିଦହେବା ସହ ଚାରି ମାଓବାଦୀ ନିପାତ ହୋଇଛନ୍ତି ।