କରୋନା ମୁକାବିଲା ପାଇଁ ହାତ ବଢାଇଲା ରେଳ ବିଭାଗ
ଭୁବନେଶ୍ୱର- ଟ୍ରେନରେ ହବ କୋଭିଡ ହସପିଟାଲ ।ପାଂଚ ହଜାର ରେଲୱେ କୋଚକୁ କୋଭିଡ କେୟାର ସେଂଟରରେ ପରିବର୍ତନ କରାଯାଇଛି । ଭୁବନେଶ୍ୱର ଓ ଖୋର୍ଦ୍ଧାରେ କୋଭିଡ କେୟାର କୋଚ ପାଇଁ ରେଳ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ନିହିତ କରାଯାଇଛି । ସମ୍ବଲପୁର, ଟିଟିଲାଗଡ, କଂଟାବାଂଚି,ରାୟଗଡା,!-->…