ରାଜ୍ୟରେ ୨୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଗୋଟିଏ ଦିନରେ ୨୬ ନୂଆ ପଜିଟିଭ ଚିହ୍ନଟ ।ଏମାନେ ସମସ୍ତେ ସୁରତ ଫେରନ୍ତା ଏବଂ ପୁରୁଷ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ତଥ୍ୟ ପ୍ରଦାନ କରିଛନ୍ତି । ଆଜି ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲାରୁ ୧୯, କେନ୍ଦ୍ରାପଡାରୁ ୫ ଓ ଭଦ୍ରକରୁ ୨ ଜଣ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ କୁ

ବିଶାଖାପାଟଣା ଗ୍ୟାସ୍ ଦୁର୍ଘଟଣା – ପୁଣି ନିର୍ଗତ ହେଉଛି ବିଷାକ୍ତ ଗ୍ୟାସ୍

ଆନ୍ଧ୍ରପ୍ରଦେଶର : ବିଶାଖାପାଟଣାରେ ଗୁରୁବାର ଏକ ଏଲଜି ପଲିମର କମ୍ପାନୀରୁ ଗ୍ୟାସ୍ ଲିକ୍ ହେବା ଯୋଗୁଁ ୧୧ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଗୁରୁତର ହୋଇଛନ୍ତି । ତେବେ ବିଳମ୍ବିତ ରାତି୍ରରେ ପୁଣି ଉକ୍ତ ଟାଙ୍କିରୁ ଷ୍ଟେରିନ୍ ଗ୍ୟାସ୍ ନିର୍ଗତ ହୋଇଛି । ପରିସ୍ଥିତିକୁ ଆୟତ କୁ ଆଣିବା

ଶବ ସହିତ ଚିକିତ୍ସିତ ହେଉଛନ୍ତି କୋରୋନା ରୋଗୀ

ମୁମ୍ବାଇ:କରୋନା ରୋଗୀ ଚିକିତ୍ସିତ ହେଉଥିବା ୱାଡର଼୍ରେ ଗଦା ଗଦା ହୋଇ ପଡ଼ିରହିଛି ଶବ । ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି ସୋଶାଲ ମିଡ଼ିଆରେ । କୋରୋନା ରୋଗୀଙ୍କ ବେଡ଼୍ କୁ ଲାଗି ୭ଟି ଶବ ଜରି ପ୍ୟାକେଟ୍ ରେ ଘୋଡ଼ା ହୋଇ ରହିଛି । ସେଠାକୁ ଜାତାୟତ କରୁଥିବା ଲୋକ ମାନଙ୍କୁ ଏହା ଆଦୈା ବିଚଳିତ

ଶବ ସହିତ ଚିକିତ୍ସିତ ହେଉଛନ୍ତି କୋରୋନା ରୋଗୀ

ମୁମ୍ବାଇ:କରୋନା ରୋଗୀ ଚିକିତ୍ସିତ ହେଉଥିବା ୱାଡର଼୍ରେ ଗଦା ଗଦା ହୋଇ ପଡ଼ିରହିଛି ଶବ । ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି ସୋଶାଲ ମିଡ଼ିଆରେ । କୋରୋନା ରୋଗୀଙ୍କ ବେଡ଼୍ କୁ ଲାଗି ୭ଟି ଶବ ଜରି ପ୍ୟାକେଟ୍ ରେ ଘୋଡ଼ା ହୋଇ ରହିଛି । ସେଠାକୁ ଜାତାୟତ କରୁଥିବା ଲୋକ ମାନଙ୍କୁ ଏହା ଆଦୈା ବିଚଳିତ

କରୋନା ସୁସ୍ଥ ୬୨କୁ ବୃଦ୍ଧି

ଭୁବନେଶ୍ୱର-ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୁସ୍ଥ ହୋଇଥିବା ସଂଖ୍ୟା ୬୨କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପଂହଚିଛି । ସେମାନଙ୍କ ଭିତରୁ ୧୪୧ ଆକଟିଭ କେସ୍

ଛତିଶଗଡ ପେପର ମିଲରୁ ଗ୍ୟାସ ଲିକ

ଛତିଶଗଡ-ରାୟଗଡ ଜିଲ୍ଲାର ଏକ ପେପର ମିଲରୁ ଗ୍ୟାସ ଲିକ ହୋଇ ୭ଜଣ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ରାୟଗଡ ପୁଲିସ ଅଧୀକ୍ଷ ସୂଚନା ଦେଇଛନ୍ତି । ଗୁରୁତର ଅସୁସ୍ଥ ମାନଙ୍କୁ ରାୟପୁର ମେଡିକାଲକୁ କୁ ସ୍ଥାନାନ୍ତର କରାଯାଇଛି ।

ମୁମ୍ବାଇରେ କରୋନା ସଂକ୍ରମିତ ୨୫୦ ପୋଲିସ୍ କର୍ମଚାରୀ

ନୂଆଦିଲ୍ଲୀ: ମୁମ୍ବାଇରେ ୨୫୦ ପୋଲିସ୍ କର୍ମଚାରୀ କରୋନା ସଂକ୍ରମିତ ଥିବା ନେଇ କମିଶନର ପରମବୀର ସିଂହ ଗୁରୁବାର ସୂଚନା ଦେଇଛନ୍ତି । କର୍ମଚାରୀଙ୍କଠାରେ ଲକ୍ଷଣ ଖୁବ୍ ସାମାନ୍ୟ ଥିବାରୁ ସେମାନଙ୍କୁ ଆଇସିୟୁରେ ରଖାଯାଇନାହିଁ । ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା୧୦୫୨୭ କୁ ପହଂଚି ଥିବାବେଳେ

ରାସ୍ତାକୁ ଓହ୍ଲାଇଲେ କଂଟେନମେଂଟ ଜୋନର ଅଧିବାସୀ

ରାଉରକେଲା- ରାଉରକେଲା କଂଟେନମେଂଟ ଜୋନରେ ବିକ୍ଷୋଭ ପ୍ରଦର୍ଶନ । କଂଟେନମେଂଟ ଜେନରେ ପୁଲିସ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଶତାଧିକ ଲୋକ ନିୟମ ଭାଙ୍ଗି ବ୍ୟାରିକେଟ ନିକଟକୁ ଆସି ପୁଲିସ ସହ ଯୁକ୍ତିତର୍କ କରିଥିଲେ । ବ୍ୟାରିକେଟ ଭାଙ୍ଗିବା ପାଇଁ ଉଦ୍ୟତ ହେଉଥିଲେ । ପୁଲିସ

ରାସ୍ତାରେ ଟଳିପଡ଼ିଲେ ମଣିଷ ଓ ଜୀବଜନ୍ତୁ

ବିଶାଖାପାଟଣା :ଭେଙ୍କଟପୁରମ୍ ସ୍ଥିତ ଏଲଜି ପଲିମର କାରଖାନାରେ ଆକସ୍ମିକ ଗ୍ୟାସ୍ ଲିକ୍ ଯୋଗୁଁ ୯ଜଣ ମୃତୁ୍ୟ ବରଣ କରିଥିବା ବେଳେ ୧୦୦୦ରୁ ଉଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୁଧବାର ରାତି ୩ଟା ରୁ ଗ୍ୟାସ୍ ଲିକ୍ ହୋଇ ଧିରେ ଧିରେ ସମଗ୍ର ଅଂଚଳକୁ