ମେ ୧୧ ପର୍ଯ୍ୟନ୍ତ କାଳବୈଶାଖୀ ତାଣ୍ଡବ
ଭୁବନେଶ୍ୱର- ମେ୧୧ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଲାଗିରହିବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ଘଡଘଡି ଓ ବଜ୍ରପାତ ସମ୍ଭାବନା ରହିଛି ।କେତେକ ସ୍ଥାନରେ ଘଂଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ । ୯ ତାରିଖ ବେଳକୁ ଉତର ଓ ଉପକୂଳ ଓଡିଶାର କତେକ ଜିଲ୍ଲାରେ!-->…