ପୁଲ୍ୱାମାରେଗୁଳିବିନିମୟ:ଆତଙ୍କବାଦୀ ନିହତ
ଶ୍ରୀନଗର: ବୁଧବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏହାଛଡ଼ା ବେଇଗ୍ପୋରା ଗୁଲ୍ଜାପୋରା ଅଞ୍ଚଳରେ ହିଜ୍ବ୍-ଉଲ୍-ମୁଜାହିଦୀନର କମାଣ୍ଡର୍ ରିୟାଜ୍ ନାଇକୁଙ୍କୁ ଧରିବାକୁ ତଲାସ ଅଭିଯାନ ମଧ୍ୟ!-->…
ଗଞ୍ଜାମରୁ ଆଉ ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ
ଗଞ୍ଜାମ-ବୁଧବାର ଦିନ ଗଞ୍ଜାମ ଜିଲ୍ଲାରୁ ପୁଣି ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ୟା ୧୭୭ରେ ପଂହଚିଛି । ସେମାନଙ୍କ ମଧ୍ୟ
ରୁ ୧୧୫ ଜଣ ସକ୍ରିୟ ସଂକ୍ରମିତ!-->…
କୋରନା ପ୍ରଭାବରେ ଖାଁ ଖାଁ ମସଜିଦ
ଭୁବନେଶ୍ୱର- ଚଳିତ ବର୍ଷ ଫିକା ପଡିଛି ରମଜାନ ପର୍ବ । ରମଜାନ ମାସ ଆରମ୍ଭ ହେବାର ୧୧ ଦିନ ବିତିଯାଇଥିଲେ ବି ଖାଁ ଖାଁ ମସଜିଦ । ମୁସଲମାନ ସମ୍ପ୍ରଦାୟ ପାଇଁ ଏହା ଅତି ଅନନ୍ଦ ଉଲ୍ଲାସାର ପବ ।ର୍ ସବୁ ବିଗାଡି ଦେଲା କରୋନା । ନମାଜ ପାଠ ଧ୍ୱନିରେ ଗୁଞ୍ଜରିତ ହେଉଥିବା ମସଜିଦରେ ଏବେ!-->…
ରାଜ୍ୟରେ ଦ୍ୱିତୀୟ କୋରନା ମୃତ
ଭୁବନେଶ୍ୱର-ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ । ଏହାକୁ ମିଶାଇ ମୃତୁ୍ୟ ସଂଖ୍ୟା ୨ରେ ପହଂଚିଛି । ମୃତକ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱର ମଧୁସୂଦନ ଅଂଚଳର । ସେ କିମସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୭୭ ବର୍ଷବୟସ ହୋଇଥିଲା । ତାଙ୍କର ମଧୁମେହ ସହ କୀଡିନ!-->…
ରାଜ୍ୟରେ ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ହେଲା ୧୭୩
ଭୁବନେଶ୍ୱର: ରାଜ୍ୟରେ ଆଜି ଅପରାହ୍ନରେ ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଭାବେ କରୋନା ପଜିଟିଭ ଚିହ୍ନଟ ହୋଇଥବା ବ୍ୟକ୍ତିମାନେ ବାଲେଶ୍ୱର ଓ କଟକ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର ଜିଲ୍ଲାରୁ ୩ ଜଣ!-->…
କାଳବୈଶାଖୀ: ୯ ଜିଲ୍ଲାକୁ ଅରେଞ୍ଜ; ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଛି। ତେବେ, ଆଜି ଅପରାହ୍ଣ ଠାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ମଙ୍ଗଳବାର, ୫ ମେ ଅପରାହ୍ଣ ଠାରୁ ବୁଧବାର ଅପରାହ୍ଣ ମଧ୍ୟରେ ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତର ଦକ୍ଷିଣ!-->…
ଚୀନ ବିରୋଧରେ ଏକଜୁଟ ହେଉଛି ବିଶ୍ବ
ଅନେକ ରାଷ୍ଟ୍ର କରୋନା ମହାମାରୀ ପାଇଁ ଚୀନକୁ ଦାୟୀ କରିବା ସହ କ୍ଷତିପୂରଣ ଦାବି କରିବାର ଯୋଜନା କରିଛନ୍ତି। ବ୍ରିଟେନ ଓ ଜର୍ମାନୀ ମଧ୍ୟ ଚୀନର ଏପରି କାର୍ଯ୍ୟ ଉପରେ ପରୋକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଚୀନର ପ୍ରମୁଖ ବହୁ ରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ହୁଏଇକୁ କାର୍ଯ୍ୟ ଅନୁମତି!-->…