ଗିଲ୍‌ଗିତ୍‌-ବାଲ୍‌ତିସ୍ତାନରେ ନିର୍ବାଚନ ପାଇଁ ପାକିସ୍ତାନ ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ବିରୋଧରେ ଭାରତର ତୀବ୍ର…

ନୂଆଦିଲ୍ଲୀ: ତଥାକଥିତ ‘ଗିଲ୍‌ଗିଟ୍-ବାଲ୍‌ତିସ୍ତାନ’ ଅଞ୍ଚଳରେ ସାଧାରଣ ନିର୍ବାଚନ କରାଇବାକୁ ପାକିସ୍ତା ସୁପ୍ରିମ୍ କୋର୍ଟଙ୍କ ଆଦେଶ ବିରୋଧରେ ଭାରତ ଇସ୍‌ଲାମାବାଦ ନିକଟ ତୀବ୍ର ପ୍ରତିବାଦ ଜଣାଇଛି। ପ୍ରତିବାଦ ଜଣାଇବା ସହ ଭାରତ କହିଛି ଯେ ସମ୍ପୃକ୍ତ ଅଞ୍ଚଳରେ ପାକିସ୍ତାନ ବେଆଇ ଭାବେ ଅଧିକାର

ପ୍ରବାସୀ ଓଡ଼ିଆମାନଙ୍କୁ ନିୟମ ମାନିବାକୁ ନିବେଦନ

ଭୁବନେଶ୍ବର: ପ୍ରବାସୀ ଓଡ଼ିଆମାନଙ୍କୁ କ୍ୱାରେଣ୍ଟିନରେ ରହିବା ସହ ସରକାରଙ୍କ ସମସ୍ତ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ସେ ନିଜର ଟୁଇଟରରେ ଏହି କଥା ଜଣାଇଛନ୍ତି। ସେ କହିଛନ୍ତି, ‘ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର ଜୀବନ

ପ୍ରେସ ୟୁନିୟନ ରାୟଗଡ ତରଫରୁ କରୋନା ଭୂତାଣୁ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

ରାୟଗଡ:ବିଶ୍ଵ ପ୍ରେସ ଦିବସ ଅବସରରେ ରାୟଗଡ ବ୍ଲକର ବଡ଼ ଈରୁକୁବାଡି ପଞ୍ଚାୟତ ଅନ୍ତର୍ଗତ ନାକିଟି ଗ୍ରାମରେ ପ୍ରେସ ୟୁନିୟନ ରାୟଗଡ ତରଫରୁ ବର୍ତ୍ତମାନ ସମଗ୍ର ବିଶ୍ଵକୁ କବଳିତ କରିଥିବା ମହାମାରୀ କରୋନା ଭୂତାଣୁ ଯେଉଁ ଭଳି ଭାବେ କାୟା ବିସ୍ତାର କରି ଚାଲିଛି ଏଥିରୁ ଆମ ଦେଶ ଭାରତ ଓ ଆମ ରାଜ୍ୟ

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସଗୁଡ଼ିକର ରୁଟ୍ ବଦଳିଲା

ଫୁଲବାଣୀ : ଆଜି ସକାଳେ କଳିଙ୍ଗା ଘାଟିରେ ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇଛନ୍ତି । ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ସମସ୍ତ ବସକୁ ଏଣିକି ଘାଟି

ଅନୁଧ୍ୟାନ କଲେ ଉପଜିଲ୍ଲାପାଳ

ବିଞ୍ଝାରପୁର : ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ଧଳ ଶୁକ୍ରବାର ବିଂଝାରପୁର ବ୍ଲକ ପରିଦର୍ଶନ କରି ଫେରିଛନ୍ତି । ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ସଂଗରୋଧକ କେନ୍ଦ୍ର ସମେତ କଲ୍ୟାଣପୁର ପଞ୍ଚାୟତ ଶ୍ରୀବନ୍ତ ହାଇସ୍କୁଲ ସ୍ଥିତ ସଂଗରୋଧକ କେନ୍ଦ୍ର ଅନୁଧ୍ୟାନ କରିଛନ୍ତି । ପରେ ବ୍ଳକ କାର୍ଯ୍ୟାଳୟରେ

ପିଇଓଙ୍କୁ ଆକ୍ରମଣ ଘଟଣା ଅଭିଯୁକ୍ତ ଗିରଫ

ବିଞ୍ଝାରପୁର : ବିଞ୍ଝାରପୁର ଥାନା ଗୁହାଳି ପଞ୍ଚାୟତରେ କାର୍ଯ୍ୟରତ ପିଇଓ ତଥା ନୋଡାଲ ଅଫିସର ଅରୁଣ କୁମାର କରଙ୍କୁ ଆକ୍ରମଣ ଘଟଣାରେ ବିଞ୍ଝାରପୁର ପୋଲିସ ଅଭିଯୁକ୍ତ ଦାମୋଦର ସାହୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା । ପ୍ରକାଶ ଯେ ଗୁରୁବାର ଅପରାହ୍ଣରେ ପିଇଓ ଶ୍ରୀ କର ଗୁହାଳି ପଞ୍ଚାୟତ

ଅସ୍ତ୍ରବିରତି ଉଲଘଂନ: ପାକିସ୍ତାନକୁ ଜାତିସଂଘର ତାଗିଦ

ଜାତିସଂଘ:ମହାମାରୀ କୋଭିଡ -୧୯ ସମୟରେ ଅସ୍ତ୍ର ବିରତି ଉଲଘଂନରୁ ବିରତ ରହିବା ପାଇଁ ପାକିସ୍ତାନକୁ ତାଗିଦ କରିଛି ଜାତିସଂଘ । ଜାମ୍ମୁ-କାଶ୍ମୀର ସଂଲଗ୍ନ ଆନ୍ତର୍ଜାତୀୟ ସୀମା ରେଖା ଇଲାକାରେ ପାକିସ୍ତାନ ସେନା ବାରମ୍ବାର ଗୁଳି ମାଡ କରୁଥିବାା ନେଇ ଭାରତ ଅଭିଯୋଗ କରିବା ପରୀପ୍ରେକ୍ଷୀରେ

ରଥ ଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ବଢ଼ାଇଲା କରୋନା

ଭୁବନେଶ୍ୱର : ପବିତ୍ର ଘୋଷ ଯାତ୍ରା ପାଇଁ ପୁଣି ଦ୍ୱନ୍ଦ୍ୱ ବଢ଼ାଇଲା ଲକ୍ ଡାଉନ । ସାଂପ୍ରତିକ ପରିସ୍ଥିତିକୁ ଉପଲବ୍ଧି କରି କେନ୍ଦ୍ର ସରକାର ଲକ୍ ଡାଉନ ଅବଧିକୁ ମେ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇବା ଫଳରେ ଆସନ୍ତା ଜୁନ ୨୩ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହୋଇ ପାରି କି ନାହିଁ ସେ ନେଇ