ସିନେମାକୁ ନେଇ ଆଇପିଏସ୍ ଘଣାରେ
ଭୁବନେଶ୍ୱର,୧୫/୧: ସିନେମାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ଆଇପିଏସ୍ ଅରୁଣ ବୋଥ୍ରା । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ପୁଞ୍ଜିଲାଲଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଛି । ମାମାଲା ବିଚାରାଧିନରେ ଚାଲିଥିବା ସମୟରେ ସ୍ୱାମୀଙ୍କୁ ଦୋଷି ସାବ୍ୟସ୍ତ କରିଥିବା ନେଇ ତାଙ୍କ!-->…