ସୁନା ଫଳଉଛନ୍ତି ଭରତ କାଶୀ
ଆଜିକାଲି ସବୁ ପ୍ରକାର ଚାଷରେ ରାସାୟନିକ ସାରର ବହୁଳ ବ୍ୟବହାର କରାଯାଉଛି । ଅବଶ୍ୟ କିଛି ଚାଷୀ ଅଛନ୍ତି ଯେଉଁମାନେ ଜୈବିକ ସାର ବ୍ୟବହାର କରନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ସିଙ୍ଗାରୀ ଗାଁର ଭରତ କାଶୀ ଯିଏକି ଜୈବିକ ସାରରେ ହିଁ ଚାଷ କରନ୍ତି!-->…