ଆଖିରେ ହୋଇଥିବା କଳାଦାଗକୁ ଡାକ୍ତରଙ୍କୁ ଦେଖାଇ ଆସିବା ପରେ ଅମିତାଭ ଫେସ୍ବୁକ୍ରେ ଲେଖିଲେ ଏଭଳି ଭାବପ୍ରବଣ କଥା
ନୂଆଦିଲ୍ଲୀ: ବଲିଉଡ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହିବା ସହିତ ଫେସ୍ବୁକ୍ରେ ବି ନିଜ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ ଅନେକ କଥା ସେୟାର କରି ଥାଆନ୍ତି। କିଛିଦିନ ତଳେ ଅମିତାଭ ଏକ ବ୍ଲଗ୍ ଲେଖି କହିଥିଲେ, ‘ତାଙ୍କୁ ଏବେ ଅବସର ନେଇଯିବା ଆବଶ୍ୟକ। କାରଣ ତାଙ୍କ!-->…